ବାସୁ ଇନ୍ତୁରୀ

ତେଲୁଗୁ ହାସ୍ୟ ଅଭିନେତା

ବାସୁ ଶ୍ରୀନିବାସ ରାଓ (ମଞ୍ଚନାମ: ବାସୁ ଇନ୍ତୁରୀ) ଜଣେ ଭାରତୀୟ ଅଭିନେତା ତଥା ଲେଖକ ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ ଦୂରଦର୍ଶନ ଧରାବାହିକ ଅମ୍ରୁତାମରେ ସର୍ଭମ ଭୂମିକା ପାଇଁ ଜଣାଶୁଣା,[][] ଯାହା ତାଙ୍କୁ ୨୦୦୭ ମସିହାରେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ନନ୍ଦି ଟିଭି ପୁରସ୍କାର ପ୍ରଦାନ କରିଥିଲା ।[] ସେହି ଏହି ଧାରାବାହିକରେ ଜଣେ ସହକାରୀ ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବ ସହିତ ଏହାର କିଛି ଅଧ୍ୟାୟ ସେ ଲେଖିଥିଲେ । ପରେ ସେ ଦୂରଦର୍ଶନ ଧାରାବାହିକ ଗଙ୍ଗାତୋ ରାମବାବୁ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ୨୦୧୪ ମସିହାରେ, ସେ ଗଙ୍ଗାରାଜୁ ଗୁନ୍ନାମ୍‌ଙ୍କ ସହିତ ପ୍ରଥମ ଭାରତୀୟ ମହାକାଶୀୟ କମେଡି କଥାଚିତ୍ର ଅମୃତମ୍ ଚାନ୍ଦାମାଲୋର ନିର୍ମାଣ କରିଥିଲେ ।[]

ବାସୁ ଇନ୍ତୁରୀ
ଜନ୍ମ
ବାସୁ ଶ୍ରୀନିବାସ ରାଓ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ଲେଖକ
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ

ଅଭିନୟ ଜୀବନ

ସମ୍ପାଦନା

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା
୨୦୦୫ ଅନୁକୋକୁଣ୍ଡା ଓକା ରୋଜୁ
୨୦୦୮ ଅଷ୍ଟ ଚମ୍ମା ରଙ୍ଗା
ଜନ୍ ଆପାରାଓ ୪୦+
୨୦୧୧ ପଏଜନ୍
ଗୋଲକୋଣ୍ଡା ହାଇ ସ୍କୁଲ
ପିଲା ଜମିନ୍‌ଦାର ପିଜେର ଟ୍ୟୁସନ ସାର୍
୨୦୧୩ ସାହସମ୍ ଗୌତମର ବନ୍ଧୁ
୨୦୧୪ ଅମୃତମ୍ ଚନ୍ଦାମାଲୋ ସର୍ବମ୍
ଏ ଶ୍ୟାମ ଗୋପାଳ ବର୍ମା ଫିଲ୍ମ
୨୦୧୫ କୋରିଅର୍ ବୟ କଲ୍ୟାଣ ୱାର୍ଡ ବୟ୍
୨୦୧୬ ରୋଜୁଲୁ ମରାୟି
୨୦୧୮ କ୍ରିଷ୍ଣାର୍ଜୁନ ୟୁଦ୍ଧମ୍ ଏନଜିଓ ସଦସ୍ୟ
ଚଲୋ କ୍ୟାଣ୍ଟିନ ମାଲିକ
୨୦୧୯ ଏନ୍‌ଟିଆର୍: କଥାନାୟାକୁଡ଼ୁ ଟି. ପ୍ରକାଶ ରାଓ
୨୦୨୦ ୟୁରେକା କଲେଜ ଅଧ୍ୟାପକ ଲମ୍ବୁ
୨୦୨୧ ରାଜା ରାଜା ଚୋର ମାଧବ
୨୦୨୨ ଏଫ୍୩ ମହୁର ଡ୍ରାଇଭର
୨୦୨୩ ୱଲ୍ଟର ବୀରାୟା ପୂଜକ

ଦୂରଦର୍ଶନ

ସମ୍ପାଦନା
ବର୍ଷ ନାମ ଭୂମିକା ଚେନାଲ୍ ମନ୍ତବ୍ୟ
୨୦୦୧–୨୦୦୭ ଅମୃତମ୍ ସର୍ବେଶ୍ୱରନ୍ "ସର୍ବମ୍" ଜେମିନି ଟିଭି
୨୦୧୬–୨୦୧୮ ସାରାଦାଗା କାସେପୁ ବେଲ୍ଲାମ ଭାସ୍କର
୨୦୧୮–୨୦୨୦ ରେଣ୍ଡୁ ରେଲ୍ଲୁ ଆରୁ ଓବୁଲ ରେଡ୍ଡୀ (ବୈଜ୍ଞାନିକ) ଜେମିନି ଟିଭି ଉତ୍ପାଦକ ମଧ୍ୟ |
୨୦୨୦ ଲକ୍‌‌‌ଡ୍ ଶିବଲିଙ୍ଗମ୍ ଆହା
୨୦୨୦–୨୦୨୧ ଅମୃତମ ଧ୍ୱିତୀୟମ୍ ସର୍ବେଶ୍ୱରନ୍ "ସର୍ବମ୍" ଜୀ୫ ଲେଖକ [] []
୨୦୨୧ ଲୋଲ ସଲାମ ଜନ୍‌ଙ୍କ ବାପା
ତରାଗତି ଗାଦି ଦାତି କୃଷ୍ଣଙ୍କ ବାପା ଆହା
୨୦୨୧ - ଏବେଯାଏଁ ମୁଥିଆମନ୍ତ ମଧୁ ନରସିଂହ ଜୀ ତେଲୁଗୁ
  1. https://manamnews.com/rajamoulis-wife-watches-amritam-serial/
  2. https://www.hmtvlive.com/movies/lb-sriram-replace-the-role-of-gundu-hanumantha-rao-in-amrutham-web-series-37447
  3. "Nandi TV Awards G.O and Results 2006". APSFTVTDC. Archived from the original on 2019-09-13. Retrieved 2020-07-23.
  4. "Welcome to Telugu Movie Amrutham Chandamama lo". amruthamthemovie.com. Archived from the original on 12 November 2014.
  5. "Lockdown special episodes of 'Amrutham Dhvitheeyam'". The Hindu (in Indian English). 2020-05-25. ISSN 0971-751X. Retrieved 2021-01-05.
  6. "A fun ride review. A fun ride Telugu Webseries review, story, rating". IndiaGlitz.com. Retrieved 2021-01-05.

ବାହାର ଲିଙ୍କ୍

ସମ୍ପାଦନା