ବାଲିମେଳ ଜଳଭଣ୍ଡାର ନୌକା ଆକ୍ରମଣ
ବାଲିମେଳ ଜଳଭଣ୍ଡାର ନୌକା ଆକ୍ରମଣ , ଭାରତୀୟ ରାଜ୍ୟ ଓଡ଼ିଶାର ବାଲିମେଳାଠାରେ ଥିବା ଜଳଭଣ୍ଡାରରେ ଏକ ନୌକା ରେ ୪ ଜଣ ନକ୍ସଲ ସୁରକ୍ଷ୍ୟା ବାହିନୀର ପୋଲିସ ଓ ୬୦ ଜଣ ଜିଆରଇ।-ହାଉଣ୍ଡ କମାଣ୍ଡୋ ଯାତ୍ରା କରୁଥିବା ସମୟରେ ନକ୍ସଲ ମାନକ ଆକ୍ରମଣରେ ନୌକା ଡୁବି ଯିବା ଫଳରେ ୩୮ ଜଣ ଯବାନଙ୍କ ପ୍ରାଣହାନୀ ହେଇଥିଲା । ଏହି ଘଟଣାରୁ ୨୬ ଜଣ ବାରଟି ଯାଇଥିଲେ । .[୧][୨]
Balimela reservoir boat attack | |||||||
---|---|---|---|---|---|---|---|
Part of Naxalite-Maoist insurgency | |||||||
|
|||||||
ପକ୍ଷ | |||||||
Communist Party of India (Maoist) | India (Greyhound commandos) | ||||||
Strength | |||||||
Unknown | 64 | ||||||
କ୍ଷୟକ୍ଷତି | |||||||
None | 38 killed |
ଆଧାର
ସମ୍ପାଦନା- ↑ MHA spokesperson on Wednesday's Naxal incident in Orissa, The Cheers news agency, 17 July 2008
- ↑ Naxal movement entering mobile warfare phase Archived 2020-10-20 at the Wayback Machine., Merinews, 3 July 2008