ବାମରୋଲି ଆଲଥାନ ଏକ୍ସପ୍ରେସୱେ

ବାମରୋଲି ଅଲଥାନ ଏକ୍ସପ୍ରେସୱେ (ମଧ୍ୟ ଋଂ ରୋଡ ନାମରେ ଭି କୁହାଯାଏ ) ଏକ 4.3 କିଲୋମିଟରର ସହର ଏକ୍ସପ୍ରେସବେ  , ଯାହା ଗୁଜରାଟର ସୁରାଟ ସହରରେ ନିର୍ମିତ ହେବାକୁ ଯୋଜନା କରାଯାଇଛି । ସୁରାଟ ମେଟ୍ରୋ ଅଞ୍ଚଳ ଭିତରେ ଏହା ଏକ ବ୍ୟସ୍ତତମ ରାସ୍ତା  ଏହା ସୁରାଟର ପୂର୍ବ -ପଶ୍ଚିମ ଅରଟେରୀ ସହ ବାମରୋଲିକୁ ସଂଯୁକ୍ତ କରିବ । [୧]

Bamroli Althan Expressway
Middle Ring Road
Route information
Length:7 km (୪ mi)
Major junctions
West end:Bamroli
 Daksheshwar Junction
East end:Althan
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଏହି ରାସ୍ତା ଦେଇ ହାରାହାରି 20,000 ବାହନ ଯାଉଥିବାର ଆକଳନ କରାଯାଇଛି । ଫଳତଃ ସକାଳ ଭିଡ ସମୟରେ ଓ ସନ୍ଧ୍ୟାରେ ପଶ୍ଚିମ ପଟରୁ ପୂର୍ବକୁ ଟ୍ରାଫିକ ବହୁତ ବ୍ୟସ୍ତ ରହେ । ଏହି ଏକ୍ସପ୍ରେସୱେ ହେଲା ପରେ ତାହାର ଅବସ୍ଥାର ସୁଧାର ଆସିବା । 

ଆଧାର   ସମ୍ପାଦନା