ବାମନ କୁମାର
ଭାରତୀୟ କ୍ରିକେଟ ଖେଳାଳି
ବାମନ ବିଶ୍ୱନାଥ କୁମାର pronunciation (help·info), VVKumarନାମରେ ପରିଚିତ ଥିଲେ ଓ ସେ ଜଣେ ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟ ଖେଳାଳି । ସେ 1961 ମସିହାରେ 2ଟି ଟେଷ୍ଟ ଖେଳିଥିଲେ । ବ୍ରାହ୍ମଣ ଆଇୟାର ପରିବାରରୁ ଆସିଥିବା କୁମାର ତାଙ୍କର ପ୍ରଥମ ଟେଷ୍ଟରେ ପାକିସ୍ତାନ ବିରୁଦ୍ଧରେ ପ୍ରଥମ ଇନିଂସରେ 5ଟି ୱିକେଟ ନେଇଥିଲେ । .[୧]
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Legbreak googly | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ପୁନଶ୍ଚ ଦେଖଣା ସମ୍ପାଦନ କରନ୍ତୁ
- List of India Test cricketers who have taken five wickets on debut
ଆଧାର ସମ୍ପାଦନ କରନ୍ତୁ
- ↑ "5th Test: India v Pakistan at Delhi, Feb 8-13, 1961". espncricinfo. Retrieved 2011-12-18.