ବାନ୍ଦ୍ରା ଟର୍ମିନସ ଜମ୍ମୁ ତୱି ବିବେକ ଏକ୍ସପ୍ରେସ
ବାନ୍ଦ୍ରା ଟର୍ମିନସ ଜମ୍ମୁ ତୱି ବିବେକ ଏକ୍ସପ୍ରେସ , ଭାରତୀୟ ରେଳବାଇର ଏକ ଏକ୍ସପ୍ରେସ ଟ୍ରେନ । ଏହା ଭାରତୀୟ ରେଳବାଇଦ୍ୱାରା ପ୍ରଚଳିତ ବିବେକ ଏକ୍ସପ୍ରେସ ଟ୍ରେନ ସିରିଜର ଏକ ଟ୍ରେନ ଓ ଏହା ମୁମ୍ବାଇ ନିକଟସ୍ଥ ବାନ୍ଦ୍ରା ଟର୍ମିନସଠାରୁ ଜମ୍ମୁ ତୱି ପର୍ଯ୍ୟନ୍ତ ସାପ୍ତାହିକି ଭାବରେ ଚାଲିଥାଏ ।
କୋଚ ସମୂହ
ସମ୍ପାଦନାଏଥିରେ ୧ଟି ୨ ତାୟର ଏସି , ୩ଟି ଏସି ୩ ତାୟର, ୮ଟି ସ୍ଳିପର , ୬ଟି ସାଧାରଣ ବଗି ରହିଥାଏ । ଦରକାର ମୁତାବିକ ଏହି ସଂଯୋଗର ପରିବର୍ତ୍ତନ ହେଇଥାଏ ।
Service
ସମ୍ପାଦନାଏହି ଟ୍ରେନ ସମୁଦାୟ 1886 କିଲୋମିଟର ଯାତ୍ରାପଥକୁ ଗଲା ବେଳେ 37 ଘଣ୍ଟା 10 ମିନିଟ ଓ ଫେରନ୍ତା ଯାତ୍ରାରେ 36 ଘଣ୍ଟା 55 ମିନିଟରେ ଅତିକ୍ରମ କରେ ।
ଟ୍ରେନର ହାରାହାରି ବେଗ 55 କିଲୋମିଟରରୁ କମ ଓ ଏହା ସୁପରଫାଷ୍ଟ ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେ ।
ଯାତ୍ରାପଥ
ସମ୍ପାଦନାଯାତ୍ରାପଥରେ ହି ଟ୍ରେନ ଭଡାଡୋରା , ଅହମଦାବାଦ , ଆବୁ ରୋଡ , ଜୋଧପୁର , ହିସାର , ଲୁଧିଆନା ,ଦେଇ ଯାଇଥାଏ ।
ସମୟ ସାରଣୀ
ସମ୍ପାଦନାଏହି ଟ୍ରେନ ବାନ୍ଦରାଠାରୁ ପ୍ରତ୍ୟେକ ଶନିବାର ଦିନ 12.05 ଟାରେ ବାନ୍ଦରା ଟର୍ମିନସରୁ ଛାଡି ତୃତୀୟ ଦିନ 10.15 ଟାରେ ଜମ୍ମୁ ତୱିଠାରେ ପହଞ୍ଚେ ।
ଏହି ଟ୍ରେନ ଜମ୍ମୁ ତୱିଠାରୁ ପ୍ରତ୍ୟେକ ଶନିବାର ସୋମବାର ଦିନ 09.30 ଟାରେ ଛାଡି ପର ଦିନ ବାନ୍ଦରା ଟର୍ମିନସଠାରେ 22.25 ରେ ଠାରେ ପହଞ୍ଚେ ।
ବାହାର ଲିଙ୍କ
ସମ୍ପାଦନା- "IRCTC Online Passenger Reservation System". irctc.co.in. Archived from the original on 2007-03-03. Retrieved 2014-05-30.
- "[IRFCA] Welcome to IRFCA.org, the home of IRFCA on the internet". irfca.org. Retrieved 2014-05-30.
ଆଧାର
ସମ୍ପାଦନା- "Western Railway". wr.indianrailways.gov.in. Retrieved 2014-05-30.
- "Press Information Bureau English Releases". pib.nic.in. Retrieved 2014-05-30.