ବାଜିରାଓ ୧
ବାଜିରାଓ ୧ (୧୮ଅଗଷ୍ଟ ୧୭୦୦ –୨୮ ଏପ୍ରିଲ୧୭୪୦ ) ଭାରତର ମରାଠା ସାମ୍ରାଜ୍ୟ ପ୍ରଭାବଶାଳୀ ରାଜା। ସେ ପେଶୱାର (ପ୍ରଧାନମନ୍ତ୍ରୀ ) ପରିଚାଳକ ରୂପେ ଥିଲେ ,ଯେତେବେଳେ ମରାଠାର ଚତୁର୍ଥ ରାଜା ଛତ୍ରପତି (ରାଜା) ସାହୁଶାସନ କରୁଥିଲେ, ୧୭୨୦ଠାରୁ ବାଜିରାଓଙ୍କ ମୃତ୍ୟୁ ପଯ୍ୟନ୍ତ। ସେ ମଧ୍ୟ ବାଜିରାଓ ବଲ୍ଲାର ଓ ତୋରେଲ ରୂପେ ଜଣାଥିଲେ ମରାଠୀ ବାଜିରାଓ.[୩]
ବାଜିରାଓ I | |
---|---|
श्रीमंत बाजीराव बल्लाळ बाळाजी भट | |
Peshwa of Maratha Empire | |
କାର୍ଯ୍ୟକାଳ ୧୭୨୦ – ୧୭୪୦ | |
Monarch | ଛତ୍ରପତି ସାହୁଜୀ |
ପୂର୍ବ ଅଧିକାରୀ | ବାଲାଜୀ ବିଶ୍ୱନାଥ |
ପର ଅଧିକାରୀ | ବାଲାଜୀ ବାଜିରାଓ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଗଷ୍ଟ ୧୮, ୧୭୦୦ |
ମୃତ୍ୟୁ | ୨୮ ଅପ୍ରେଲ ୧୭୪୦ ରବେରଖେଡି | (ବୟସ ୩୯)
ଜୀବନ ସାଥୀ | କାଶିବାଈ, ମସ୍ତାନୀ |
ସମ୍ପର୍କ | ଚିମ୍ନାଜୀ ଆପ୍ପା (ଭାଇ) |
ସନ୍ତାନ | ନାନାସାହେବ (ବାଲାଜୀ ବାଜିରାଓ), ରଘୁନାଥ ରାଓ ଏବଂ ସମସେର ବାହାଦୂର I (କ୍ରିଷ୍ଣା ରାଓ ) |
ବାପା/ବୋଉ | ବାଲାଜୀ ବିଶ୍ୱନାଥ ଏବଂ ରାଧାବାଇ |
ବାଜିରାଓଙ୍କ ବାହାଦୂରୀ ବ୍ୟୟ କେବଳମରାଠା ସାମ୍ରାଜ୍ୟସହିତ,ପ୍ରଧାନତଃ ଉତ୍ତରରେ,ସେ ନିଜ ପୁଅମାନଙ୍କ ପାଇଁ ଶାସନକାଳରେ ନିଜର ମୃତର୨୦ ବର୍ଷ ପରେ ବି ଯୋଗଦାନ କରିବା ପରି କାର୍ଯ୍ୟ କରିଥିଲେ।ବାଜିରାଓ ସାଧରଣତଃ ସବୁଠୁ ପେଶୱାର ଭଟ୍ଟ ପରିବାରର ପ୍ରଭାବଶୀଳ ରାଜା ଭାବେ ଜଣାଥିଲେ।[ଆଧାର ଲୋଡ଼ା]
ବାଲ୍ୟ ଜିବନୀ
ସମ୍ପାଦନାବାଜିରାଓ ଭଟ୍ଟ ପରିବାରରେ ଚିତ ପାବନ ବ୍ରହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ।[୪] ତାଙ୍କ ପିତା ବାଲାଜୀ ବିଶ୍ୱନାଥ was ପ୍ରଥମପେଶୱା ଛତ୍ରପତି ସାହୁ;ତାଙ୍କ ମା ରାଧବାଇ।ବାଜିରାଓଙ୍କ ଗୋଟେ ସାନ ଭାଇ ଥିଲେ ଚିମ୍ନାଜୀ ରାଓ.[୫] ବାଜିରାଓ ତାଙ୍କ ପିତାଙ୍କ ସହ ସାମରିକ ଅଭ୍ୟାସ ପାଇଁ ଯାଉଥିଲେ।[୫] ଯେବେ ବିଶ୍ୱନାଥ ୧୭୨୦ରେ ମୃତ୍ୟୁ ବରଣ କରିଥିଲେ,ସାହୁଜୀ ବାଜିରାଓଙ୍କୁ ପେଶୱାର ମୁଖ୍ୟ ଭାବେ ନିଯୁକ୍ତିମାତ୍ର ୨୦ ବର୍ଷରେ କରିଥିଲେ।[୬] ସେ କହୁଥିଲେ, ହିନ୍ଦୁ ପେଡ ପାଦଶାହି (ହିନ୍ଦୁ ସାମ୍ରାଜ୍ୟ )ର ଆଦର୍ଶର ପ୍ରଚାର କରାଯାଇଛି,[୭] କିନ୍ତୁ ଏ ସବୁ ତାଙ୍କ ଉତ୍ତରଅଧିକାରୀଙ୍କ "ଆନ୍ତରିକତା" ଉପରେ ନିର୍ଭର କରେ ।[୮]
ପେଶୱାରେ ବାଲ୍ୟକାଳ
ସମ୍ପାଦନାମୋଗଲଙ୍କ ପତନ ଭାଗ୍ୟର କାରଣ, ସେ ବିବୃତି ଦେଲେକି "ଆଘାତ ପରେ ଆଘାତ" ଦେଲେ ବୋଲି ନିଜ ପତନର କାରଣ ନିଜେ।[୯][୧୦][୧୧] ଯେମିତିକି, ନୂଆ ପେଶୱା ବିପଦର ସମ୍ମୁଖିନ କରେ, ସେ ମଧ୍ୟ ସମୁଖୀନ କରିଥିଲେ:,[୫]
ନିଜ଼ାମଙ୍କ ବିରୋଧରେ ଯୁଦ୍ଧଯାତ୍ରା
ସମ୍ପାଦନା୦୪ ଜାନୁଆରୀ ୧୭୨୧,ବାଜିରାଓ ନିଜାମ-ଉଲ-ମୂଳକ ଆସଫ ଯାହ୧ ଚିଖଲସ୍ଥାନଠାରେ ତାଙ୍କର ଗୋଟେ ଚୁକ୍ତି ସ୍ଥିର କରାଯାଇଥିଲା। ନିଜାମ ଚୁକ୍ତି ସ୍ୱାକ୍ଷର କରିବାକୁ ମନା କରିଦେଲେ,ଚୁକ୍ତି ଅନୁସାରେ ମରାଠା ନିଜ ଟିକସ/କର Deccan ପ୍ରଦେଶରୁ ଗ୍ରହଣ କରିଥାନ୍ତା।[୫] ନିଜାମ ୱାଜିରଠାରେ ମୋଗଲ ସାମ୍ରାଜ୍ୟ୧୭୨୨ରେ ଗଢିଥିଲେ, ଧୀରେଧୀରେ ତାଙ୍କ ସାମ୍ରାଜ୍ୟ ଶକ୍ତିଶାଳୀ ହୋଇଯାଇଥିଲା, ରାଜା ମହମ୍ମଦ ଶାହା Deccanଠାରୁ ୱାଧା ୧୭୨୩କୁ ଆକ୍ରମଣ କରି ନିଜ ଅଧୀନକୁ ଆଣିଥିଲେ।
ରାଜଧାନୀ ପୁନେ
ସମ୍ପାଦନାମାଲୱା ଅଭିଯାନ
ସମ୍ପାଦନାବୁନ୍ଦେଲଖଣ୍ଡ ଅଭିଯାନ
ସମ୍ପାଦନାଗୁଜରାଟ ଅଭିଯାନ
ସମ୍ପାଦନାସିଦ୍ଧି ବିରୋଧରେ ଯୁଦ୍ଧଯାତ୍ରା
ସମ୍ପାଦନାଦିଲ୍ଲୀକୁ ଅଭିଯାନ
ସମ୍ପାଦନାପର୍ତ୍ତୁଗୀଜଙ୍କୁ ବିରୋଧ
ସମ୍ପାଦନାବ୍ୟକ୍ତିଗତ ଜୀବନ
ସମ୍ପାଦନାପେଶୱା ବାଜିରାଓଙ୍କ ପ୍ରଥମ ପତ୍ନୀ କାଶିବାଇ ଥିଲେ; ତାଙ୍କର ତିନୋଟି ପୁଅ ଥିଲେ: ବାଲାଜୀ ବାଜିରାଓ (ନାନା ସାହେବ), ରଘୁନାଥ ରାଓ ଏବଂ ଜନାର୍ଦନ ରାଓ (ତାଙ୍କରଛୋଟବେଳ ମୃତ୍ୟୁୁ ହୋଇଯାଇଥିଲା)।[୧୨]ନାନା ସାହେବ ପେଶୱାରେ ସଫଳତା ପାଇଥିଲେ ୧୭୪୦,ସେତେବେଳେ ତାଙ୍କ ନାମ ବାଲାଜୀ ବାଜିରାଓ ଥିଲେ। ବାଜିରାଓଙ୍କ ଦ୍ୱତୀୟ ପତ୍ନୀ ମସ୍ତାନୀ ରାଜା ଛତ୍ରଶାଲଙ୍କ ଝିଅ ଥିଲେ। ବାଜିରାଓ ମସ୍ତାନୀଙ୍କୁ ବହୁତ ଭଲପାଇ ବସିଥିଲେ,ସେ ତାଙ୍କ ମସ୍ତାନୀ ପାଇଁ ପୁନେଠାରେ ମହଲ ତିଆରି କରିଥିଲେ ,ତା ନାମମସ୍ତାନୀ ମହଲ ରଖିଥିଲେ।
ଜୀବନର ସମାପ୍ତି
ସମ୍ପାଦନାବାଜିରାଓ କିଛି ଜମି ନିଜ ଇଚ୍ଛାରେ ଦାନ କରିଥିଲେ ୨ଟି ମନ୍ଦିରର ନିର୍ମାଣ ପାଇଁ, ସେ ମନ୍ଦିର ୨ଟି ହେଉଚି ନୀଳକଣ୍ଠେଶ୍ୱର ମହାଦେବ (ଶିବ)ଏବଂ ରାମେଶ୍ୱର (ରାମ).[୧୩]
Expansion of the Maratha territories during Bajirao I's reign | |||||||||
---|---|---|---|---|---|---|---|---|---|
ରଣ କୌଶଳ
ସମ୍ପାଦନାଆଧାର
ସମ୍ପାଦନା- ↑ Arvind Javlekar (2005). Lokmata Ahilyabai. Ocean Books (P)Ltd.
- ↑ James Heitzman (2008). The City in South Asia. Routledge.
- ↑ Sandhya Gokhale (2008). The Chitpavans: social ascendancy of a creative minority in Maharashtra, 1818-1918. Shubhi. p. 82. ISBN 978-81-8290-132-2.
- ↑ Valentine, Sir Chirol (7 February 2012). Indian Unrest. tredition. p. 72. ISBN 978-3-8472-0599-9.
- ↑ ୫.୦ ୫.୧ ୫.୨ ୫.୩ G.S.Chhabra (1 January 2005). Advance Study in the History of Modern India (Volume-1: 1707-1803). Lotus Press. pp. 19–28. ISBN 978-81-89093-06-8.
- ↑ Shripad Rama Sharma (1951). The Making of Modern India: From A. D. 1526 to the Present Day. Orient Longmans. p. 239.
- ↑ B.N. Puri; M.N. Das (1 December 2003). A Comprehensive History of India: Comprehensive history of medieval India. Sterling Publishers Pvt. Ltd. p. 212. ISBN 978-81-207-2508-9.
- ↑ Shamsul Islam (2006). Religious Dimensions of Indian Nationalism: A Study of RSS. Media House. p. 80. ISBN 978-81-7495-236-3.
- ↑ S. N. Sen (1 January 2006). History Modern India. New Age International. p. 11. ISBN 978-81-224-1774-6.
- ↑ Ashvini Agrawal (1 January 1983). Studies in Mughal History. Motilal Banarsidass Publ. p. 204. ISBN 978-81-208-2326-6.
- ↑ G.S.Chhabra (1 January 2005). Advance Study in the History of Modern India (Volume-1: 1707-1803). Lotus Press. p. 20. ISBN 978-81-89093-06-8.
- ↑ B. P. Saha (1997). Begams, concubines, and memsahibs. Vikas. p. 88.
- ↑ "Brindaban dedicated to the memory of Shrimant Baji Rao Peshwa". ASI Bhopal. Retrieved 23 December 2015.
ବାହାର ତଥ୍ୟ
ସମ୍ପାଦନା- Shaniwar Wada - the Peshwa palace at Pune Archived 2011-07-09 at the Wayback Machine.