ବାଇସେପସ ପେଶୀରଜ୍ଜୁ ବିଦାରଣ

ବାଇସେପସ ପେଶୀରଜ୍ଜୁ ବିଦାରଣ ଆଂଶିକ ବା ସଂମ୍ପୁର୍ଣ୍ଣ ହୋଇପାରେ । [୩] [୪] କାନ୍ଧ କିମ୍ବା କ‌ହୁଣୀଠାରେ ଏହି ପେଶୀରଜ୍ଜୁ ବିଦାରଣ ହୋଇପାରେ । [୨] [୫] କାନ୍ଧରେ ରଜ୍ଜୁ ଆଘାତପ୍ରାପ୍ତ ହେଲେ ବାହୁ ଓ ପାପୁଲି ଉପରକୁ କଲାବେଳେ କିଛି ଦୁର୍ବଳତା ଏବଂ ଯନ୍ତ୍ରଣା ହୋଇପାରେ । [୫] କ‌ହୁଣୀ ପାଖରେ ଆଘାତରେ ସାଧାରଣଃ ଅଧିକ ଦୁର୍ବଳତା ଅନୁଭବ ହୁଏ ବିଶେଷତ ପାପୁଲି ଉପରକୁ କଲାବେଳେ । [୨] ଯେତେବେଳେ ଏହା ଘଟେ ସେତେବେଳେ ଏକ “ପପ୍” ଅନୁଭବ ହୋଇପାରେ ଏବଂ କ୍ଷତ ସୃଷ୍ଟି ହୋଇପାରେ । [୬]

ବାଇସେପସ ପେଶୀରଜ୍ଜୁ ବିଦାରଣ
Bicep tendon tear
Anatomy of the biceps muscle with its three tendons labelled
ଲକ୍ଷଣWeakness, pain[୧]
ଆକ୍ରାନ୍ତ ସମୟProximal: Sudden[୧]
କାରଣProximal: Overuse[୧]
Distal: Acute injury[୧]
ବିପଦ କାରକSmoking, obesity, corticosteroids, fluoroquinolones, kidney disease[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and ultrasound[୧]
ଚିକିତ୍ସାProximal: Usually conservative[୧]
Distal: Usually surgery[୨]
ପୁନଃପୌନିକProximal: More common
Distal: 1 in 25,000 per year[୨]

ସାଧାରଣତଃ ଅତ୍ୟଧିକ ବ୍ୟବହାର ହେତୁ କାନ୍ଧ ପାଖରେ ଫାଟେ ଏବଂ ଏହା ରୋଟେଟର୍ କଫ୍ ରୋଗ ସହିତ ଜଡିତ ଥାଏ । [୬] [୪] ହଠାତ୍ ଏକ ଭାରୀ ବସ୍ତୁକୁ ଉଠାଇବା ପରି ଅତ୍ୟଧିକ ବଳ ପ୍ରୟୋଗର ପରିଣାମ ସ୍ୱରୂପ କ‌ହୁଣୀ ପାଖରେ ଫାଟିଯାଏ । [୧] ଧୂମପାନ, ମେଦବହୁଳତା, କର୍ଟିକୋଷ୍ଟେରଏଡ ବ୍ୟବହାର, ଫ୍ଲୋରୋକ୍ୱିନୋଲୋନ ଏବଂ ବୃକ୍‌କ ରୋଗ ଥିଲେ ମଧ୍ୟ ବିପଦର କାରଣ ହୋଇପାରେ । [୧] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ହୁଏ ଏବଂ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ ହୋଇଥାଏ । [୧]

ସାଧାରଣତଃ ଅସ୍ତ୍ରୋପଚାର ବିନା ନିକଟସ୍ଥ ବିଦାରଣ ଚିକିତ୍ସା କରାଯାଏ । [୬] ଖେଳାଳୀମାନଙ୍କର କିମ୍ବା ଯେତେବେଳେ ଆଘାତ ଅଧିକ ଗୁରୁତ୍ୱପୂର୍ଣ ଥିଲେ ଅସ୍ତ୍ରୋପଚାର କରାଯାଇପାରେ । [୧] ଅସ୍ତ୍ରୋପଚାରଦ୍ୱାରା ଦୂରବର୍ତ୍ତୀ ଫାଟଗୁଡିକ ମରାମତି କରାଯାଏ ।[୩] ଅସ୍ତ୍ରୋପଚାର ବିନା ଶକ୍ତି ୫୦% ହ୍ରାସ ହୋଇପାରେ । [୧]

ବର୍ଷକୁ ପ୍ରାୟ ୨୫,୦୦୦ ଲୋକଙ୍କର ଦୂରବର୍ତ୍ତୀ ରଜ୍ଜୁର ବିଦାରଣ ହୁଏ । [୩] ମଧ୍ୟବର୍ତ୍ତୀ ବୟସର ପୁରୁଷମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି । [୬] ନୋକଟସ୍ଥ ଆଘାତ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ହୋଇଥାଏ । [୧] ନିକଟସ୍ଥ ରଜ୍ଜୁ ଛିଣ୍ଡିବା ପ୍ରଥମେ ୧୭୮୧ ମସିହାରେ ବର୍ଣ୍ଣନା କରାଯାଇଥିଲାବେଳେ ଦୂରବର୍ଟ୍ଟୀ ରଜ୍ଜୁ ଫାଟିବା ବିଷୟରେ ପ୍ରଥମେ ୧୮୪୩ରେ ବର୍ଣ୍ଣନା କରାଯାଇଥିଲା ।[୭] [୮]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Hsu, David; Anand, Prashanth; Mabrouk, Ahmed; Chang, Ke-Vin (2022). "Biceps Tendon Rupture". StatPearls. StatPearls Publishing. Archived from the original on 24 January 2022. Retrieved 24 January 2022.
  2. ୨.୦ ୨.୧ ୨.୨ ୨.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; autogen2 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ "Biceps Tendon Tear at the Elbow - OrthoInfo - AAOS". www.orthoinfo.org. Archived from the original on 18 May 2021. Retrieved 23 January 2022.
  4. ୪.୦ ୪.୧ "Biceps Tendon Tear at the Shoulder - OrthoInfo - AAOS". www.orthoinfo.org. Archived from the original on 18 August 2021. Retrieved 23 January 2022.
  5. ୫.୦ ୫.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; autogen3 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ୬.୦ ୬.୧ ୬.୨ ୬.୩ Hsu, David; Anand, Prashanth; Mabrouk, Ahmed; Chang, Ke-Vin (2022). "Biceps Tendon Rupture". StatPearls. StatPearls Publishing. Archived from the original on 24 January 2022. Retrieved 24 January 2022.
  7. Kerkhoffs, Gino M. M. J.; Servien, Elvire (18 February 2014). Acute Muscle Injuries (in ଇଂରାଜୀ). Springer Science & Business Media. p. 108. ISBN 978-3-319-03722-6. Archived from the original on 24 January 2022. Retrieved 24 January 2022.
  8. Scuderi, Giles R.; Tria, Alfred J.; Berger, Richard A. (27 May 2010). MIS Techniques in Orthopedics (in ଇଂରାଜୀ). Springer Science & Business Media. p. 90. ISBN 978-0-387-29300-4. Archived from the original on 24 January 2022. Retrieved 24 January 2022.