ବାଇଚଢେଇ
ବାଇ ଚଢ଼େଇ ପ୍ୟାସାରାଇନ ପକ୍ଷୀସମୁଦାୟର ଶ୍ରେଣୀରେ ଆସୁଥିବା ଏକ ପ୍ରକାର ଚଢ଼େଇ, ଯାହାର ଅକାର ଛୋଟ ହୋଇଥାଏ । ଏହି ଚଢ଼େଇ ତା'ର ସୁନ୍ଦର ବସା ତିଆରି କରିବା ଶୈଳୀ ପାଇଁ ଅଧିକ ପରିଚିତ ।
ବାଇଚଢେଇ | |
---|---|
Male Southern Masked Weaver (Ploceus velatus) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Passeriformes |
ଉପଗଣ: | Passeri |
କୁଳ: | Ploceidae Sundevall, ୧୮୩୬ |