ବସନ୍ତ ମହାନ୍ତି

ଭାରତୀୟ କ୍ରିକେଟ ଖେଳାଳି

ବସନ୍ତ ମହାନ୍ତି(୨୪ ନଭେମ୍ବର ୧୯୮୬) ଜଣେ ଭାରତୀୟ କ୍ରିକେଟ ଖେଳାଳି ଯିଏ ଓଡ଼ିଶା ପାଇଁ ରଣଜୀ ଖେଳନ୍ତି [୧]। ସେ ଜଣେ ଡାହାଣହାତୀ ମଧ୍ୟମ ଗତି ବୋଲର । ଦୁଲିପ ଟ୍ରଫିରେ ପୂର୍ବ ଜୋନରୁ ପ୍ରତିନିଧିତ୍ୱ କରନ୍ତି । ପ୍ରଥମ ଓପିଏଲ ସଂସ୍କରଣରେ ସେ ୱେଷ୍ଟର୍ନ ସମୁରାଇ ରାଉରକେଲା ତରଫରୁ ଓ ଦ୍ୱିତୀୟ ସଂସ୍କରଣରେ ସୁବର୍ନରେଖା ଦଳ ତରଫରୁ ଖେଳିଥିଲେ[୨] । ନିଜର ଉତ୍ତମ ପ୍ରଦର୍ଶନ ବଳରେ ସେ ଭାରତ A ପାଇଁ ଖେଳି ୨ଟି ୱିକେଟ ଅକ୍ତିଆର କରିଥିଲେ ।

ବସନ୍ତ ମହାନ୍ତି
ବ୍ୟକ୍ତିଗତ ତଥ୍ୟ
ନାମବସନ୍ତ ମହାନ୍ତି
ଜନ୍ମ (1986-11-24) ୨୪ ନଭେମ୍ବର ୧୯୮୬ (ବୟସ ୩୭)
କଟକ, ଓଡ଼ିଶା, ଭାରତ
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ମଧ୍ୟମ ଗତି ବୋଲର
ଭୂମିକାବୋଲର
ଘରୋଇ ଦଳ ତଥ୍ୟ
YearsTeam
2007/08–presentଓଡ଼ିଶା
Career statistics
ପ୍ରତିଯୋଗିତା FC LA T20
ମ୍ୟାଚ 44 4 -
ମୋଟ ରନ 646 31 -
ବ୍ୟାଟିଂ ହାର 14.35 31.00 -
ଶତକ/ଅର୍ଦ୍ଧଶତକ 0/2 0/0 -/-
ସର୍ବାଧିକ ରନ 60* 15* -
ବଲ ସଂଖ୍ୟା 9190 198 -
ଉଇକେଟ 160 5 -
ବୋଲିଂ ହାର 22.34 28.40 -
ଇନିଙ୍ଗସରେ ୫ଟି ଉଇକେଟ 7 0 -
ମ୍ୟାଚରେ ୧୦ଟି ଉଇକେଟ 0 n/a n/a
ସବୁଠୁ ଭଲ ବୋଲିଂ 7/27 2/28 -
କ୍ୟାଚ/ଷ୍ଟମ୍ପିଙ୍ଗ 7/- 0/- -/-
Source: Cricinfo, 4 January 2013

ଆଧାର ସମ୍ପାଦନା