ବ୍ୟବହାରକାରୀ:Raj K. Mohapatra (Puri)/ବଲରାମ ରଣସିଂହ

(ବଲରାମ ରଣସିଂହରୁ ଲେଉଟି ଆସିଛି)

ବଳରାମ ରଣସିଂହ

ଜନ୍ମ - ୨୩-୦୯-୧୯୫୨

ଗଡ଼ମାଣତୀର, ଭାୟା - ବେଗୁନିଆ, ଖୋର୍ଦ୍ଧା - ୭୫୨୦୬୨

ଶିକ୍ଷା - ଏମ୍ ଏ (ହିନ୍ଦୀ, ଓଡ଼ିଆ), ଏଲ୍ ଏଲ୍ ବି, ଡି ଇନ୍ ତାମିଲ, ରାଷ୍ଟ୍ରଭାଷା ଶାସ୍ତ୍ରୀ (ତାଲିମ ପ୍ରାପ୍ତ)

ବୃତ୍ତି - ଅଧ୍ଯାପନା

ଶିଶୁ କବିତା:

୧- ଶିଶୁ କବିତା-୧ମ ଭାଗ, ୨- ସରଗ ସୁନ୍ଦର ପଲ୍ଲୀ, ୩- ପିଲାଏ ହସିଲେ ଜଗତ ହସେ, ୪- ହସି ହସାଇବା ସାରା ସଂସାର, ୫- ନୀତି ଶିକ୍ଷା ପୀୟୂଷ

କବିତା:

୧- କବିତା-୩୨, ୨- କବିତା-୫୧, ୩- କବିତା-୬୧, ୪- ଶବ୍ଦର କବିତା, ୫- ପଲ୍ଲୀ ଗୁଞ୍ଜନ

ଇତିହାସ:

୧- ଆମ ଗା ଆମ କଥା, ୨- ଗୋତିଏ ବଂଶର କଥା କେତୋଟି, ୩- ଶକ୍ତିପୀଠ ଗଡ଼ମାଣତୀର

ସଂପାଦନା:

୧- ପଲ୍ଲୀ ପ୍ରତିଭା (୩ୟ ମାସିକ ପତ୍ରିକା)

୨- ଆମ ଗୌରବ (ଓଡ଼ିଶାର ପାଇକ ସଂସ୍କୃତି)

୩- ପ୍ରତିଯୋଗୀ (ମାସିକ ସାଧାରଣ ଜ୍ଞାନ ପତ୍ରିକା)