ବମ୍ବେ ଜ୍ଞାନମ

ଭାରତୀୟ ଅଭିନେତ୍ରୀ

ଜ୍ଞାନମ ବାଲସୁଭ୍ରମଣ୍ୟନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ତାଙ୍କ ବମ୍ବେ ଜ୍ଞାନମ ଭାବରେ ଜଣାଶୁଣା । ସେ ତାମିଲ ମଞ୍ଚ, ଦୂରଦର୍ଶନ ଏବଂ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୧୯୮୯ ମସିହାରେ ସେ ମହାଲକ୍ଷ୍ମୀ ଲେଡିଜ୍ ଡ୍ରାମା ଗ୍ରୁପ୍ ଜରିଆରେ ଜଣେ ମଞ୍ଚ କଳାକାର ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]

ଜ୍ଞାନମ ବାଲସୁଭ୍ରମଣ୍ୟନ
ଅନ୍ୟ ନାମବମ୍ବେ ଜ୍ଞାନମ
ବୃତ୍ତିଅଭିନେତ୍ରୀ

ଅଭିନୟ ଜୀବନ ସମ୍ପାଦନା

ସେ ପ୍ରେମି, କୋଲାଙ୍ଗଲ ଏବଂ ଚିଦାମ୍ବରା ରାଗସିୟମ୍, ସାହାନା ଭଳି ଧାରାବାହିକ ସହିତ ୫୦ରୁ ଅଧିକ ତାମିଲ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।[୨] ତାଙ୍କୁ ୨୦୦୫ ମସିହାରେ କଳାଇମାମଣି ଉପାଧିଦ୍ୱାରା ସମ୍ମାନିତ କରାଯାଇଥିଲା ।[୩]

ଅଭିନୀତ କଥାଚିତ୍ର ସମ୍ପାଦନା

  • ଅଭଭାଇ ଶାନମୁଗି (୧୯୯୬)
  • ଆହା ..! (୧୯୯୭)
  • ୟାଇ! ନି ରୋମ୍ବା ଆଜହାଗା ଇରୁକେ! (୨୦୦୨)
  • ନଳ ଦମୟନ୍ତୀ (୨୦୦୩)
  • ଓରୁ ନାଲ୍ ଓରୁ କାନବୁ (୨୦୦୫)
  • ଭେୟିଲ୍ (୨୦୦୬)
  • ଆଜାଗିଆ ତାମିଲ ମାଗାନ୍ (୨୦୦୭)
  • ଜିଗର୍ଥାନ୍ଦ (୨୦୧୪)
  • ଏଣ୍ଡାରୋ ମହାଭାନୁବାଲୁ - ୨୦୧୮ (ନିର୍ଦ୍ଦେଶକ ମଧ୍ୟ)

ଆଧାର ସମ୍ପାଦନା

  1. "Voice of the woman in mainstream theatre". The Hindu. 23 May 2003. Archived from the original on 14 October 2003. Retrieved 26 November 2013.
  2. Lalithasai (1 May 2012). "Women Power: Creating a niche in Tamil theatre". The Hindu. Chennai. Retrieved 26 November 2013.
  3. "Kalaimamani awards for 123 artists". The Hindu. 26 February 2006. Retrieved 26 November 2013.

ବାହାର ଆଧାର ସମ୍ପାଦନା