ବନ୍ଧୁକ ଏକ ସାଧାରଣ ନଳୀ ଅସ୍ତ୍ର ବା ଅନ୍ୟ ଯେ କୌଣସି ଉପକରଣ ଯାହା ମଧ୍ୟରୁ କୌଣସି ପଦାର୍ଥ ପ୍ରେରଣ କରିବା ନିମନ୍ତେ ତିଆରି ହୋଇଛି ।[୧] ଏହି ପ୍ରେରିତ ବସ୍ତୁ କଠିନ, ତରଳ, ଗ୍ୟାସ ବା ଶକ୍ତି ହୋଇପାରେ ଯେପରିକି ଗୁଳି ବା ତୋପ ଖୋଳ ବା ବର୍ଚ୍ଛା ବା ଟାସେର (en:Taser) ଯାଞ୍ଚ । ଡିଜାଇନ ଅନୁସାରେ ପ୍ରକ୍ଷେପଣ ହୁଏ କିନ୍ତୁ ସାଧାରଣତଃ ଏହା ଗ୍ୟାସ ଚାପଦ୍ୱାରା ହୁଏ ଯାହା ତ୍ୱରିତ ଦାହକ ସାହାଯ୍ୟରେ ବା ଚାପ‌ଯୁକ୍ତ ଷ୍ଟୋର ହୋଇଥିବା ମେକାନିକାଲ ଉପାୟ ଯାହା ନଳୀର ଖୋଲା ପାର୍ଶ୍ୱ ଦେଇ ପିସ୍ଟନ ଭଳି ବାହାରିଯାଏ । ସୀମିତ ଗ୍ୟାସଦ୍ୱାରା ପ୍ରକ୍ଷେପୀକୁ ନଳି ମୁଣ୍ଡ ଦେଇ ଯଥେଷ୍ଟ ଭେଲୋସିଟି ଦେଇ ଛଡ଼ାଯାଏ ଓ ଗ୍ୟାସର କାମ ନଳୀ ମୁଣ୍ଡରେ ସରିଯାଏ । ଅନ୍ୟଥା, ଇଲେକ୍ଟ୍ରୋମ୍ୟାଗନେଟିକ ଫିଲ୍‌ଡ ମାଧ୍ୟମରେ ତ୍ୱରଣ କରି ନଳୀ ବଦଳରେ ଗାଇଡ ରେଲ ନିଆଯାଏ ।

SIG Pro semi-automatic pistol
USS Iowa (BB-61) fires a full broadside during a target exercise near Vieques Island, Puerto Rico, 1 July 1984.

ବନ୍ଧୁକ ଭଳି ପ୍ରଥମ ଉପକରଣ ପ୍ରଥମେ ଚୀନ ଦେଶରେ ସନ ୧୦୦୦ରେ ବାହାରିଥିଲା । ବାରଶ ଶତାବ୍ଦୀ ସୁଦ୍ଧା ଏହି ଟେକନୋଲୋଜି ଏସିଆ ସାରା ବ୍ୟାପି ୧୩ଶ ଶତାବ୍ଦୀରେ ୟୁରୋପକୁ ଚାଲିଗଲା ।[୨]

ଶବ୍ଦବ୍ୟୁତ୍ପତ୍ତିସମ୍ପାଦନ କରନ୍ତୁ

ଇଂରାଜୀ ଭାଷାର ଗନ୍ (gun) ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ଐତିହାସିକ ଅସ୍ତ୍ରରୁ ନିଆଯାଇଛି । ଡୋମିନା ଗନିଲ୍‌ଡା ନାମଟି ଏକ ବିରାଟ ଆକାରର ମେକାନିକାଲ ବୋଲ୍ଟ ଫୋପଡ଼ା ଅସ୍ତ୍ର ଉଇଣ୍ଡସର କେସଲ୍‌ରେ ସନ୧୪ ରଖାଯାଇଥିଲା । ଏହି ନାମଟି ମଧ୍ୟ ପୁରୁଣା ନୋର୍ସ ମହିଳାର ନାମ ଗନହିଲଡରରୁ ନିଆଯାଇଛି ଯାହା ଦୁଇଟି ନୋର୍ସ ଶବ୍ଦର ମିଶ୍ରଣରୁ ହୋଇଛି ଓ ତାହା ଯୁଦ୍ଧକୁ ଦର୍ଶାଏ । [୩] In any case the term ଗୋନ୍ନେ ବା ଗନ୍ନେ ନାମଟି ହାତରେ ଧରାଯାଇଥିବା ଆଗ୍ନେୟାସ୍ତ୍ରକୁ ସନ ୧୪ରେ କୁହାଯାଉଥିଲା ।

ଇତିହାସସମ୍ପାଦନ କରନ୍ତୁ

 
ଚୀନର ୟୁୟାନ ବଂଶ (୧୨୭୧-୧୩୬୮)

ବ୍ୟବ‌ହାର କରୁଥିବା ହାତ ତୋପ

 
ପଶ୍ଚିମ ୟୁରୋପବାସୀଙ୍କ ହାତ ବନ୍ଧୁକ, 1380
 
ବନ୍ଧୁକଧାରୀର ବର୍ଣ୍ଣନା (୧୬୦୮)

ସନ ୧୦୦୦ରେ ଚୀନ ଦେଶରେ ଏକ ବାଉଁଶ ନଳୀରେ ଗନପାଉଡର ଭର୍ତ୍ତି କରି ଏକ ବର୍ଚ୍ଛା ମରାଯାଉଥିଲା, ଯାହା ବନ୍ଧୁକର ପ୍ରଥମ ପ୍ରତୀକ ।[୨] ଇତି ପୂର୍ବରୁ ଚୀନବାସୀ ଗନପାଉଡର ୯ମ ଶତାବ୍ଦୀରେ ଉଦ୍ଭାବନ କରିଥିଲେ ।[୪][୫][୬]

ଉପାଦାନସମ୍ପାଦନ କରନ୍ତୁ

ନଳୀସମ୍ପାଦନ କରନ୍ତୁ

 
Rifling of a 105 mm Royal Ordnance L7 tank gun.

ବିଭିନ୍ନ ପ୍ରକାର ନଳୀ ବ୍ୟବ‌ହାର କରାଯାଏ ଯଥା:- ରାଇଫ୍ଲଡ୍— ଏଥିରେ ଅନେକ କୁଣ୍ଡଳୀ ଆକାରର ନାଳୀ (groove) ଥାଏ ଯାହାଦ୍ୱାର ଗୁଳିଟି ଘୁରି ଘୁରି ଯାଏ, ଓ ଚିକ୍କଣ ନଳୀ । ନଳୀର ଭିତର ବ୍ୟାସ ଓ ଗୁଳିର ଆକାର ଅନୁସାରେ ବନ୍ଧୁକ ଭିନ୍ନ ଭିନ୍ନ ହୁଏ । ନଳୀ ବ୍ୟାସକୁ ବିଭିନ୍ନ ପ୍ରକାର ଲେଖାଯାଏ । ସାଧାରଣତଃ ଏହା ଇଞ୍ଚର ଦଶମିକ ଭଗ୍ନାଶ ବା ମିଲିମିଟରରେ ପ୍ରକାଶ କରାଯାଏ । ସର୍ଟ ଗନରେ ପ୍ରାୟ ୪୫୪ ଗ୍ରାମର ସୀସା ଗୁଳି ।

ପ୍ରକ୍ଷେପ୍ୟସମ୍ପାଦନ କରନ୍ତୁ

ବନ୍ଧୁକରେ ଗୁଳି ବ୍ୟତୀତ ଏହାକୁ ସଜୋରେ ଫୋପାଡ଼ିବା ନିମନ୍ତେ ବିସ୍ଫୋରକ ସେଲ ବା ସଟ ସେଲ ବା ଜଟିଳ ପ୍ରକ୍ଷେପ୍ୟ ଥାଏ ଯେପରିକି ଗୁଳି ସେଲ ବା ବିସ୍ଫୋରକ ସେଲ ବା ଜଟିଳ ପ୍ରକ୍ଷେପୟ ଯେପରିକି ସବ୍ କାଲିବର ପ୍ରକ୍ଷେପ୍ୟ ଓ ସାବୋଟ । ଗୁଳିର ଚାଳକ (propellant) ବିସ୍ଫୋରକ ବାୟୁ, ବିସ୍ଫୋରକ କଠିନ ବା ବିସ୍ଫୋରକ ତରଳ ପଦାର୍ଥ ହୋଇପାରେ । ଗାଇରୋଜେଟ (gyrojet) ଏକ ଅଲଗା ପ୍ରକାର ଜିନିଷ ଯେଉଁଥିରେ କେତେକ ପ୍ରକ୍ଷେପ୍ୟ ଓ ଚାଳକ‌କୁ ମିଶେଇ ଗୋଟିଏ ଜିନିଷ କରାଯାଇଥାଏ ।

ଶବ୍ଦାବଳୀସମ୍ପାଦନ କରନ୍ତୁ

ବନ୍ଧୁକ ଶବ୍ଦଟି ଯେ କୌଣସି ଆଗ୍ନେୟାସ୍ତ୍ରକୁ ବୁଝାଏ; ଛୋଟ ହାତ ଧରା ବନ୍ଧୁକରୁ (handgun) ବିରାଟ ତୋପ ପର୍ଯ୍ୟନ୍ତ । [୭] ବନ୍ଧୁକ ସ୍ୱତଃ ଏକ ଅସ୍ତ୍ର ନ ନୁହେଁ କିନ୍ତୁ ଏହାର ଏକ ଅସ୍ତ୍ରରେ ପରିଣତ ହୋଇପାରିବ ।

ବନ୍ଧୁକର ପ୍ରକାରସମ୍ପାଦନ କରନ୍ତୁ

ମେସିନ ଗନ୍ସମ୍ପାଦନ କରନ୍ତୁ

 
The Heckler & Koch MP5 submachine gun is widely used by law enforcement tactical teams and military forces.

ହ୍ୟାଣ୍ଡଗନ୍ସମ୍ପାଦନ କରନ୍ତୁ

ଫାଇଲ:Mamba (pistol).jpg
Mamba Pistol 9×19 mm Parabellum automatic pistol

ଅଟୋକ୍ୟାନନ୍ସମ୍ପାଦନ କରନ୍ତୁ

ପଦାତିକସମ୍ପାଦନ କରନ୍ତୁ

ଟ୍ୟାଙ୍କସମ୍ପାଦନ କରନ୍ତୁ

ଶିକାରସମ୍ପାଦନ କରନ୍ତୁ

ଉଦ୍ଧାରକାରୀ ଉପକରଣସମ୍ପାଦନ କରନ୍ତୁ

ଶିକ୍ଷା ଓ ଆମୋଦ ପ୍ରମୋଦସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. The Chambers Dictionary, Allied Chambers - 1998, "gun", page 717
  2. ୨.୦ ୨.୧ Judith Herbst, The History Of Weapons, Lerner Publications, 2005, page 8
  3. Merriam-Webster, Inc. (1990). The Merriam-Webster's New Book of Word Histories. Basic Books. pg.207
  4. Buchanan 2006, p. 2 "With its ninth century AD origins in China, the knowledge of gunpowder emerged from the search by alchemists for the secrets of life, to filter through the channels of Middle Eastern culture, and take root in Europe with consequences that form the context of the studies in this volume."
  5. Needleham 1986, p. 7 "Without doubt it was in the previous century, around +850, that the early alchemical experiments on the constituents of gunpowder, with its self-contained oxygen, reached their climax in the appearance of the mixture itself."
  6. Chase 2003, pp. 31–32
  7. Gun - Definition - Merriam-Webster Dictionary