ବଡ଼ଘାଗରା ଜଳପ୍ରପାତ

ବଡ଼ଘାଗରା ଜଳପ୍ରପାତ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପ୍ରାକୃତିକ ଜଳପ୍ରପାତ ଏବଂ ପର୍ଯ୍ୟଟନ ସ୍ଥାନ ।[୧]

ବଡ଼ଘାଗରା ଜଳପ୍ରପାତ
ବଡ଼ଘାଗରା ଜଳପ୍ରପାତ, କେନ୍ଦୁଝର
ଅବସ୍ଥାନକେନ୍ଦୁଝର ଜିଲ୍ଲା, ଓଡ଼ିଶା, ଭାରତ
ଦିଗବାରେଣି୨୧.୬୦୮୯, ୮୫.୫୫୫୭
ଉଚ୍ଚତା30.5 metres (100 ft)
ଖାଲମାନଙ୍କ ସଂଖ୍ୟା
ଝରଣାମାଛକାଳଣା

ଅବସ୍ଥିତି ସମ୍ପାଦନା

ବଡ଼ଘାଗରା, ଜିଲ୍ଲା ସଦରମହକୁମା କେନ୍ଦୁଝରଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ଓ ସାନଘାଗରା ଜଳପ୍ରପାତଠାରୁ ୩ କି.ମି. ଦୂରରେ ଅବସ୍ଥିତ ।[୨]

ଏହି ଜଳପ୍ରପାତ ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛକାଳଣା ମଧ୍ୟରେ ଅବସ୍ଥିତ ।[୩] ଏଠାରେ ନଦୀର ଜଳସ୍ରୋତଟି ହାରାହାରି ୨୦୦ଫୁଟ ଉଚ୍ଚତାରୁ ସିଧାସଳଖ ତଳକୁ ଗତିକରିଛି ।

ଆଧାର ସମ୍ପାଦନା

  1. "ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରର ହେବ ସୌନ୍ଦର୍ଯ୍ୟକରଣ". www.dharitri.com. ଧରିତ୍ରୀ. Archived from the original on 10 December 2022. Retrieved 10 December 2022.
  2. "ଓଡ଼ିଶାର ବୈଭବ - ପ୍ରାକୃତିକ ପର୍ଯ୍ୟଟନ" (PDF). ଉତ୍କଳ ପ୍ରସଙ୍ଗ (ଡିସେମ୍ବର ୨୦୦୬): ୪୧, ୪୨. Retrieved 10 December 2022.
  3. "ବଡ଼ଘାଗରା ଜଳପ୍ରପାତ". www.kendujhar.nic.in. ଧରିତ୍ରୀ. Archived from the original on 10 December 2022. Retrieved 10 December 2022.