ଫ୍ଲାଇଟ ଟ୍ରେନିଂ
ଫ୍ଲାଇଟ ଟ୍ରେନିଂ ଏକ ପାଠ୍ୟକ୍ରମ ଯାଉଥିରେ ବିମାନ ପାଇଲଟ ହେବାପାଇଁ ଆବଶ୍ୟକୀଯ ତାଲିମ ଦିଆଯାଇଥାଏ । ଏଥିରେ ବିମାନର ମୂଳ ତଥ୍ୟ , କାରିଗରୀ ବିଷୟ ସମେତ ଚାଲନ ବିଦ୍ୟା ଶିକ୍ଷା ଦିଆଯିବା ସହ ଚାଳନାର ଅବ୍ୟାସ ମଧ୍ୟ ପ୍ରଦାନ କରାଯାଇଥାଏ । [୧]
ଏଠାରେ ବିଷୟ ଗତ ଶିକ୍ଷା ସହ ଶିମୁଲଟରଦ୍ୱାରା ଭୂମିରେ ଥାଇ ମଧ୍ୟ ବିମାନ ଚାଳନର ଶିକ୍ଷା ଦିଆ ଯାଇଥାଏ । [୨]
ବିମାନଗୁଡ଼ିକ ଭିନ୍ନ ପ୍ରକାର ଭେଦ ରହିଥିଲେ ମଧ୍ୟ ମିଲ ଚାଳନ ପଦ୍ଧତି ସମସ୍ତଙ୍କର ସମାନ ଥାଏ । ବିଶ୍ୱର ସର୍ବପୁରାତନ ସାମରିକ ଫ୍ଲାଇଂ ସ୍କୁଲ ମେ ,1912 ମସିହାରେ ବ୍ରିଟେନର ଉପାଭନଠାରେ ଥିଲା ।.[୩] ବିଶ୍ୱର ବେସାମରିକ ଫ୍ଲାଇଂ ସ୍କୁଲ ଜର୍ମାନୀର ବାସେରକୁପପେଠାରେ ସ୍ଥାପିତ ହେଇଥିଲା ଓ ତାହା ଅଦ୍ୟାବଧି ରହିଛି । [୪]
ରେଟିଂ
ସମ୍ପାଦନାପାଇଲଟମାନେ ବିଭିନ୍ନ ପ୍ରକାର ବିମାନ ଚାଳନ ତାଙ୍କର ଶୈଳୀ ଉନ୍ନତ କରିଥାନ୍ତି ଓ ତାହାର ମୂଲ୍ୟାଙ୍କନ "ଟାଇପ ରେଟିଂ "[୫] ମାଧ୍ୟମରେ ହେଇଥାଏ ।
ପୁନଶ୍ଚ ଦେଖଣା
ସମ୍ପାଦନା- Bárány chair
- Bachelor of Aviation
- Pilot certification in the United States
- Pilot licensing in Canada
- Pilot licensing in the United Kingdom
ଆଧାର samuh
ସମ୍ପାଦନା- ↑ "Handbooks & Manuals". faa.gov. Retrieved 6 February 2016.
- ↑ Culnane, Michael J., Instructor Rating Ground School Course, Accelerated Aviation Training, December 2001, page iii.
- ↑ "Royal flying corps: Central Flying school". Flight Archive. Flight global. 1912-04-20. Retrieved 2012-06-23.
- ↑ Jenrich, Joachim (2007). Die Wasserkuppe – Ein Berg mit Geschichte [The water dome - A mountain with history] (in German). Fulda, DE: Parzeller. ISBN 978-3-7900-0389-5.
{{cite book}}
: CS1 maint: unrecognized language (link) - ↑ Federal Air Regulation, US: GPO.
ବାହାର ଲିଙ୍କ
ସମ୍ପାଦନା- Learning to Fly: A Practical Manual for Beginners (1916) by Claude Grahame-White and Harry Harper
- Student Pilot Guide from the FAA
- Accelerated Flight Training Archived 2020-02-29 at the Wayback Machine. from Flying Mag.
- Pilot Training Compass: Back to the Future from European Cockpit Association.