ଫ୍ଲାଇଟ ଟ୍ରେନିଂ

(ଫ୍ଲାଇଂ ଟ୍ରେନିଂରୁ ଲେଉଟି ଆସିଛି)

ଫ୍ଲାଇଟ  ଟ୍ରେନିଂ ଏକ ପାଠ୍ୟକ୍ରମ ଯାଉଥିରେ ବିମାନ ପାଇଲଟ ହେବାପାଇଁ ଆବଶ୍ୟକୀଯ ତାଲିମ ଦିଆଯାଇଥାଏ । ଏଥିରେ ବିମାନର ମୂଳ ତଥ୍ୟ , କାରିଗରୀ ବିଷୟ ସମେତ ଚାଲନ ବିଦ୍ୟା ଶିକ୍ଷା ଦିଆଯିବା ସହ ଚାଳନାର ଅବ୍ୟାସ ମଧ୍ୟ ପ୍ରଦାନ କରାଯାଇଥାଏ ।  [୧]

A Canadian aeroplane flight instructor (left) and her student, next to a Cessna 172 with which they have just completed a lesson.

ଏଠାରେ ବିଷୟ ଗତ ଶିକ୍ଷା ସହ ଶିମୁଲଟରଦ୍ୱାରା ଭୂମିରେ ଥାଇ ମଧ୍ୟ ବିମାନ ଚାଳନର ଶିକ୍ଷା ଦିଆ ଯାଇଥାଏ ।  [୨]

ବିମାନଗୁଡ଼ିକ ଭିନ୍ନ ପ୍ରକାର ଭେଦ ରହିଥିଲେ ମଧ୍ୟ ମିଲ ଚାଳନ ପଦ୍ଧତି ସମସ୍ତଙ୍କର ସମାନ ଥାଏ । ବିଶ୍ୱର ସର୍ବପୁରାତନ ସାମରିକ ଫ୍ଲାଇଂ ସ୍କୁଲ ମେ  ,1912 ମସିହାରେ ବ୍ରିଟେନର ଉପାଭନଠାରେ ଥିଲା ।.[୩] ବିଶ୍ୱର ବେସାମରିକ ଫ୍ଲାଇଂ ସ୍କୁଲ ଜର୍ମାନୀର ବାସେରକୁପପେଠାରେ ସ୍ଥାପିତ ହେଇଥିଲା ଓ ତାହା ଅଦ୍ୟାବଧି ରହିଛି । [୪]


ରେଟିଂ  ସମ୍ପାଦନା

ପାଇଲଟମାନେ ବିଭିନ୍ନ ପ୍ରକାର ବିମାନ ଚାଳନ ତାଙ୍କର ଶୈଳୀ ଉନ୍ନତ କରିଥାନ୍ତି ଓ ତାହାର ମୂଲ୍ୟାଙ୍କନ  "ଟାଇପ ରେଟିଂ "[୫] ମାଧ୍ୟମରେ ହେଇଥାଏ । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Bárány chair
  • Bachelor of Aviation
  • Pilot certification in the United States
  • Pilot licensing in Canada
  • Pilot licensing in the United Kingdom

ଆଧାର samuh ସମ୍ପାଦନା

  1. "Handbooks & Manuals". faa.gov. Retrieved 6 February 2016.
  2. Culnane, Michael J., Instructor Rating Ground School Course, Accelerated Aviation Training, December 2001, page iii.
  3. "Royal flying corps: Central Flying school". Flight Archive. Flight global. 1912-04-20. Retrieved 2012-06-23.
  4. Jenrich, Joachim (2007). Die Wasserkuppe – Ein Berg mit Geschichte [The water dome - A mountain with history] (in German). Fulda, DE: Parzeller. ISBN 978-3-7900-0389-5.{{cite book}}: CS1 maint: unrecognized language (link)
  5. Federal Air Regulation, US: GPO.

ବାହାର ଲିଙ୍କ  ସମ୍ପାଦନା