ଫ୍ରୋଭାଟ୍ରିପଟାନ (ଇଂରାଜୀ ଭାଷାରେ Frovatriptan), ଅନ୍ୟମାନଙ୍କ ମଧ୍ୟରେ ଫ୍ରୋଭା ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ମାସିକ ଋତୁସ୍ରାବ ଅଧକପାଳିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୨]

ଫ୍ରୋଭାଟ୍ରିପଟାନ
Clinical data
Trade namesFrova, Migard, others
SynonymsFrovatriptan succinate, 6-methylamino-6,7,8,9-tetrahydro-5H-carbazole-3-carboxamide
(6R)-6-methylamino-6,7,8,9-tetrahydro-5H-carbazole-3-carboxamide
AHFS/Drugs.commonograph
MedlinePlusa604013
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth
Legal status
Legal status
  • Prescription only
Pharmacokinetic data
Bioavailability20–30%
MetabolismLiver
Elimination half-life26 hours
ExcretionKidney
Identifiers
  • (+)-(R)-3-Methylamino-6-carboxamido-1,2,3,4-tetrahydrocarbazole
Chemical and physical data
FormulaC14H17N3O
Molar mass୨୪୩.୩୧ g·mol−1
3D model (JSmol)
  • CN[C@@H]3CCc2[nH]c1ccc(C(N)=O)cc1c2C3
  • InChI=1S/C14H17N3O/c1-16-9-3-5-13-11(7-9)10-6-8(14(15)18)2-4-12(10)17-13/h2,4,6,9,16-17H,3,5,7H2,1H3,(H2,15,18)/t9-/m1/s1 checkY
  • Key:XPSQPHWEGNHMSK-SECBINFHSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, କାଲୁଆ, ଲାଲ ପଡ଼ିବା, ଶୁଖିଲା ପାଟି, ଯନ୍ତ୍ରଣା, ବୁକୁଜ୍ୱାଳା ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଏବଂ ଅତ୍ୟଧିକ ଔଷଧର ବ୍ୟବହାର ଜନିତ ମୁଣ୍ଡବିନ୍ଧା ହୋଇପାରେ ।[୧] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଏବଂ ସ୍ତନ୍ୟପାନର ୨୪ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[୩] ଏହା ଏକ ଟ୍ରିପ୍ଟାନ ଧରଣର ଔଷଧ ।[୧]

୨୦୦୧ ମସିହାସରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ପାଇଁ ଫ୍ରୋଭାଟ୍ରିପଟାନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ଡାକ୍ତରୀ ପ୍ରେସକ୍ରିପସନରେ ଉପଲବ୍ଧ ହୁଏ ।[୪] ଯୁକ୍ତରାଜ୍ୟରେ ୨ ମିଗ୍ରା ବିଶିଷ୍ଟ ୬ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୬ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୭ ଡଲାର ଅଟେ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Frovatriptan Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 12 December 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 500. ISBN 978-0857114105.
  3. "Frovatriptan (Frova) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 12 December 2021.
  4. "Patient Information Sheet -- Frovatriptan succinate (marketed as Frova)". Food and Drug Administration. July 2006. Archived from the original on 2007-09-29. Retrieved 2007-11-28.
  5. "Frovatriptan Prices, Coupons & Savings Tips - GoodRx". GoodRx. Archived from the original on 11 October 2016. Retrieved 12 December 2021.