ଫେରିଆ
ଫେରିଆ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ଆଚାର୍ଯ୍ୟ । ମିହିର ରଞ୍ଜନ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶାନ୍ତିରାଜ ଖୋସ୍ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଫେରିଆ | |
---|---|
ନିର୍ଦ୍ଦେଶକ | ମିହିର ରଞ୍ଜନ ଆଚାର୍ଯ୍ୟ |
ପ୍ରଯୋଜକ | ସୁନୀଲ କୁମାର ଦାସ |
ସଂଳାପ | ମିହିର ରଞ୍ଜନ ଆଚାର୍ଯ୍ୟ |
ଚିତ୍ରନାଟ୍ୟ | ମିହିର ରଞ୍ଜନ ଆଚାର୍ଯ୍ୟ |
କଳାକାର | ପ୍ରୀତିରାଜ ଶତପଥୀ ଜୀନା ସାମଲ |
ସଙ୍ଗୀତ | ଶାନ୍ତିରାଜ ଖୋସଲା |
ଚିତ୍ରଗ୍ରହଣ | ଅମରଜିତ ମହାନ୍ତି |
ସମ୍ପାଦକ | ଅମରେନ୍ଦ୍ର ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୫ ଅଗଷ୍ଟ ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରୀତିରାଜ ଶତପଥୀ ଓ ଜୀନା ସାମଲ । ଦେବୀଦତ୍ତ ପ୍ରଧାନ, ଜୟନ୍ତ ସାଁନ୍ତରା, ଆତ୍ମାନନ୍ଦ ନାୟକ, ସର୍ବେଶ୍ୱର ଭୋଇ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୮ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୨][୩]
ଅଭିନୟ
ସମ୍ପାଦନା- ପ୍ରୀତିରାଜ ଶତପଥୀ - ପ୍ରକାଶ
- ଜୀନା ସାମଲ - ଜ୍ୟୋତି
- ଦେବୀଦତ୍ତ ପ୍ରଧାନ
- ଜୟନ୍ତ ସାଁନ୍ତରା
- ଆତ୍ମାନନ୍ଦ ନାୟକ
- ସର୍ବେଶ୍ୱର ଭୋଇ
- ସାଗର ବିଶୋୟୀ
- ଶିବାନୀ ଖରା - ଝୁମୁରି
- ସାର୍ଥକ ହୋତା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା । ଗୀତିକାର ନିର୍ମଳ ନାୟକ ଓ ଶାନ୍ତିରାଜ ଖୋସ୍ଲା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କରୁଣାକର ସେଠୀ, ଗୋବିନ୍ଦ, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଫେରିଆ" | କରୁଣାକର ସେଠୀ | |
2. | "ମୁଁ କାଏ କେ ନା ଦେଇ ମୋର ମନ" | ଗୋବିନ୍ଦ, ସଞ୍ଜୁ | |
3. | "ସୁନା ବାବୁ" |
ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "Pheria - Come Back Award winning Odia Movie | OdiaLive". Odia Live (in English). 3 December 2020. Archived from the original on 12 January 2022. Retrieved 12 January 2022.
{{cite news}}
: CS1 maint: unrecognized language (link) - ↑ "Summa Real Media Private Limited's film " Pheria" receives 8 awards at the State Film Awards function". Odisha News In English. 20 December 2019. Archived from the original on 12 January 2022. Retrieved 12 January 2022.
- ↑ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସିନେମା 'ଫେରିଆ' ଓ 'ଗାନ୍ଧି ଆସୁଛନ୍ତି'ର କଳାକାରମାନଙ୍କୁ ସମ୍ବର୍ଦ୍ଧନା". Prameyanews7. 20 December 2019. Archived from the original on 12 January 2022. Retrieved 12 January 2022.
- ↑ "State Film Awards: 'Bhija Matira Swarga' best film". The New Indian Express. Retrieved 2022-01-12.
- ↑ "30th Odisha State Film Awards announced". KalingaTV. 10 December 2019. Archived from the original on 12 January 2022. Retrieved 12 January 2022.
- ↑ "ବିଜୟ ମିଶ୍ର ପାଇଲେ ଜୟଦେବ ସମ୍ମାନ : 'ଫେରିଆ'କୁ ୮, 'ଭିଜା ମାଟିର ସ୍ବର୍ଗ'କୁ ୬ ପୁରସ୍କାର | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 19 December 2019. Archived from the original on 12 January 2022. Retrieved 12 January 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଫେରିଆ