ଫେରିଆ

୨୦୨୦ ଓଡ଼ିଆ କଥାଚିତ୍ର

ଫେରିଆ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ଆଚାର୍ଯ୍ୟ । ମିହିର ରଞ୍ଜନ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଫେରିଆ
ନିର୍ଦ୍ଦେଶକମିହିର ରଞ୍ଜନ ଆଚାର୍ଯ୍ୟ
ପ୍ରଯୋଜକସୁନୀଲ କୁମାର ଦାସ
ସଂଳାପମିହିର ରଞ୍ଜନ ଆଚାର୍ଯ୍ୟ
ଚିତ୍ରନାଟ୍ୟମିହିର ରଞ୍ଜନ ଆଚାର୍ଯ୍ୟ
କଳାକାରପ୍ରୀତିରାଜ ଶତପଥୀ
ଜୀନା ସାମଲ
ସଙ୍ଗୀତଶାନ୍ତିରାଜ ଖୋସଲା
ଚିତ୍ରଗ୍ରହଣଅମରଜିତ ମହାନ୍ତି
ସମ୍ପାଦକଅମରେନ୍ଦ୍ର ମହାପାତ୍ର
ମୁକ୍ତିଲାଭ ତାରିଖ
୧୫ ଅଗଷ୍ଟ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରୀତିରାଜ ଶତପଥୀ ଓ ଜୀନା ସାମଲ । ଦେବୀଦତ୍ତ ପ୍ରଧାନ, ଜୟନ୍ତ ସାଁନ୍ତରା, ଆତ୍ମାନନ୍ଦ ନାୟକ, ସର୍ବେଶ୍ୱର ଭୋଇ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୮ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୨][୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସଲା । ଗୀତିକାର ନିର୍ମଳ ନାୟକ ଓ ଶାନ୍ତିରାଜ ଖୋସ୍‌ଲା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କରୁଣାକର ସେଠୀ, ଗୋବିନ୍ଦ, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଫେରିଆ"କରୁଣାକର ସେଠୀ 
2."ମୁଁ କାଏ କେ ନା ଦେଇ ମୋର ମନ"ଗୋବିନ୍ଦ, ସଞ୍ଜୁ 
3."ସୁନା ବାବୁ"  

ପୁରସ୍କାର ସମ୍ପାଦନା

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର[୪][୫][୬]
    • ଶ୍ରେଷ୍ଠ କଣ୍ଠଶିଳ୍ପୀ - କରୁଣାକର ସେଠୀ
    • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ - ଶିବାନୀ ଖରା
    • ଶ୍ରେଷ୍ଠ ଶିଶୁ କଳାକାର - ସାର୍ଥକ ହୋତା

ଆଧାର ସମ୍ପାଦନା

  1. "Pheria - Come Back Award winning Odia Movie | OdiaLive". Odia Live (in English). 3 December 2020. Archived from the original on 12 January 2022. Retrieved 12 January 2022.{{cite news}}: CS1 maint: unrecognized language (link)
  2. "Summa Real Media Private Limited's film " Pheria" receives 8 awards at the State Film Awards function". Odisha News In English. 20 December 2019. Archived from the original on 12 January 2022. Retrieved 12 January 2022.
  3. "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସିନେମା 'ଫେରିଆ' ଓ 'ଗାନ୍ଧି ଆସୁଛନ୍ତି'ର କଳାକାରମାନଙ୍କୁ ସମ୍ବର୍ଦ୍ଧନା". Prameyanews7. 20 December 2019. Archived from the original on 12 January 2022. Retrieved 12 January 2022.
  4. "State Film Awards: 'Bhija Matira Swarga' best film". The New Indian Express. Retrieved 2022-01-12.
  5. "30th Odisha State Film Awards announced". KalingaTV. 10 December 2019. Archived from the original on 12 January 2022. Retrieved 12 January 2022.
  6. "ବିଜୟ ମିଶ୍ର ପାଇଲେ ଜୟଦେବ ସମ୍ମାନ : 'ଫେରିଆ'କୁ ୮, 'ଭିଜା ମାଟିର ସ୍ବର୍ଗ'କୁ ୬ ପୁରସ୍କାର | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 19 December 2019. Archived from the original on 12 January 2022. Retrieved 12 January 2022.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଫେରିଆ