ଫିରୋଜ ପାଳିଆ

ଭାରତୀୟ କ୍ରିକେଟ ଖେଳାଳି

ଫିରୋଜ ଏଡୁଲଜୀ ପାଳିଆ  ଶବଦ ବିଷୟରେ pronunciation (ଜନ୍ମ 5 ସେପ୍ଟେମ୍ବର 1905 - 9 ସେପ୍ଟେମ୍ବର 1981 ) ଜଣେ ପୁରାତନ ଭାରତୀୟ କ୍ରିକେଟର । 

କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରLeft-hand bat
ବୋଲିଂ ପ୍ରକାରSlow left arm orthodox
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 2 100
ମୋଟ ରନ 29 4,536
ବ୍ୟାଟିଂ ହାର 9.67 32.40
ଶତକ/ଅର୍ଦ୍ଧଶତକ 0/0 8/19
ସର୍ବାଧିକ ରନ 16 216
ବଲ ସଂଖ୍ୟା 42 13,565
ଉଇକେଟ 0 208
ବୋଲିଂ ହାର - 24.06
ଇନିଙ୍ଗସରେ ୫ଟି ଉଇକେଟ - 7
ମ୍ୟାଚରେ ୧୦ଟି ଉଇକେଟ - 0
ସବୁଠୁ ଭଲ ବୋଲିଂ - 7/109
କ୍ୟାଚ/ଷ୍ଟମ୍ପିଙ୍ଗ 0 40
Source: [୧]

ଭାରତ ଖେଳିଥିବା ସର୍ବ ପ୍ରଥମ ଟେଷ୍ଟ ମେଚରେ ଫିରୋଜ ଲର୍ଡ ପଡିଆରେ ଖେଳିଥିଲେ । ସେ ଫିଲଡିଙ୍ଗ କଳା ବେଳେ ଆହତ ହେଇଥିଲେ । କିନ୍ତୁ ତାହା ସତ୍ତ୍ୱେ ସେ ଶେଷ ୱିକେଟ ପାଇଁ ବାଟିଙ୍ଗ କରିବାକୁ ଆସିଥିଲେ । ସେ ପୁନର୍ବାର 1936ର ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ଯାଇଥିଲେ ଓ ଲୋର୍ଡଠାରେ ଖେଳିଥିଲେ । 

ଘରେଇ ରଣଜୀ ଟ୍ରଫିରେ ସେ ଇଉନାଇଟେଡ ପ୍ରଭିନ୍ସ ତରଫରୁ ଖେଳିଥିଲେ । ତାଙ୍କର ସର୍ବୋଚ ସ୍କୋର 216 ରହିଥିଲା , ଯାହା ସେ ମହାରାଷ୍ଟ୍ର ବିରୁଦ୍ଧରେ 1939 -40 ରଣଜୀ ମେଚରେ କରିଥିଲେ । କିନ୍ତୁ ତାଙ୍କ ଦଳ ହଋ ଯାଇଥିଲା । ସେ ସ୍ପିନ ବୋଲିଂ ମଧ୍ୟ କରିପାରୁଥିଲେ । 

କିଛି କାଳ ବିଜୟନଗରମର ମହାରାଜା କୁମାରଙ୍କ ପାଇଁ କାର୍ଯ୍ୟ କଳା ପରେ ସେ କାଷ୍ଠ ଓ କାଷ୍ଠ ସାମଗ୍ରୀ ବ୍ୟବସାୟ ବାଙ୍ଗାଲୋର ସହରରେ କରୁଥିଲେ । 

Phiroze Palia is seen standing second from left, next to Lall Singh, in this photo of 1932 Test team captained by Maharaja of Porbandar, that toured England.

ଆଧାର  ସମ୍ପାଦନା