ଫିରଦୌସ ଦାଦି
ଭାରତୀୟ ଅଭିନେତ୍ରୀ
ଫିରଦୌସ ଦାଦି ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରୁଥିଲେ । ୧୯୯୨ ମସିହାରେ, ସେ ହିନ୍ଦୀ କଥାଚିତ୍ର ତେହଲ୍କାରେ କାମ କରିଥିଲେ । ଏହାପରେ, ୧୯୯୪ ମସିହାରେ, ବନେଗି ଅପ୍ନି ବାତ୍ ଜରିଆରେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ ।[୧][୨] ୧୯୯୦ ଦଶକ ଓ ୨୦୦୦ ଦଶକରେ, ପରମ୍ପରା, ଇମ୍ତିହାଁ, ଆହାଟ ଭଳି କିଛି ଜଣାଶୁଣା ଧାରାବାହିକରେ ସେ କାମ କରିଥିଲେ । କିଛିଦିନର ବ୍ୟବଧାନ ପରେ, ସେ ପୁଣିଥରେ ଅନେ ୱାଲା ପଲ୍ରେ ଅଭିନୟ କରିଥିଲେ ।
ଫିରଦୌସ ଦାଦି | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୨-୨୦୧୨ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା |
---|---|---|
୧୯୯୨ | ତେହଲ୍କା | ଡଲି/ରୋଲି |
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ |
---|---|---|---|
୧୯୯୩-୧୯୯୭ | ବନେଗି ଅପ୍ନି ବାତ୍ | ରିୟା | ଜୀ ଟିଭି |
୧୯୯୪-୧୯୯୭ | ଗୃହଲକ୍ଷ୍ମୀ କା ଜିନ୍ | ||
୧୯୯୫ | ଆହାଟ | ||
ଇତମ୍ତିହାଁ | ପୂଜା | ||
୨୦୦୧ | ଆନେ ୱାଲା ପଲ୍ | ||
୨୦୦୨ | ଅସ୍ତିତ୍ୱ... ଏକ ପ୍ରେମ୍ କାହାନୀ | ରଶ୍ମି ମାଥୁର | |
୨୦୦୩ | ସି.ଆଇ.ଡି. | ||
୨୦୦୫ | ଜରା ସି ଜିନ୍ଦେଗୀ | ||
ଗୋପାଲଜୀ | ସୋନିଆ | ||
ସଂସାର | |||
ପରମ୍ପରା |
ଆଧାର
ସମ୍ପାଦନା- ↑ "Mum's the word... Or is it?". Screen. October 2002.[permanent dead link]
- ↑ "Those were the couch days". Hindustan Times. 3 September 2007. Archived from the original on 25 January 2013.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଫିରଦୌସ ଦାଦି