ଫାୟାରବେସ
କ୍ଲାଉଡ ସେବା ଦେଉଥିବା ସଂସ୍ଥା
ଫାୟାରବେସ ହେଉଛି ଏକ ମୋବାଇଲ ଏବଂ ୱେବ ଆପ ପ୍ରସ୍ତୁତି କରିବା ସେବା ଯାହା ୨୦୧୧ରୁ ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୪ ମସିହା ମଇ ମାସରୁ ଏହାର ଦାଇତ୍ୱ ଗୁଗଲ ହାତକୁ ଆସିଛି ।
Firebase logo1.png | |
Type | Subsidiary |
---|---|
ତିଆରି କରାଯାଇଥିଲା | ସେପ୍ଟେମ୍ବର 2011[୧] |
ପ୍ରତିଷ୍ଠାତା | James Tamplin, Andrew Lee[୨] |
ମୂଖ୍ୟସ୍ଥାନ | San Francisco, United States[୩] |
ସେବା ପରିସର | Global |
କେଉଁ ପ୍ରକାରର କମ୍ପାନୀ | Mobile backend as a service, Mobile application development |
ଉତ୍ପାଦ (ବଣିଜ) | Analytics, Cloud Messaging, Authentication, Realtime Database, Storage, Hosting, Remote Config, Test Lab, Crash Reporting, Notifications, App Indexing, Dynamic Links, Invites |
ମୂଳ କମ୍ପାନୀ | |
ବେବସାଇଟ | firebase.google.com |
ପ୍ରଥମେ ଆସିଥିଲା | April 2012[୪] |
ଇତିହାସ
ସମ୍ପାଦନାସେବା
ସମ୍ପାଦନାଫାୟାରବେସ ଡାଟାବେଶ
ସମ୍ପାଦନାଏହା ଏକ ନୋ ଏସ କ୍ୟୁ ଏଲ ଡାଟାବେଶ ଭାଷା ଯାହାକୁ ବ୍ୟବହାର କରି, ବହୁତ ମାତ୍ରାରେ ତଥ୍ୟ ରଖି ହେବ । ଏହି ସେବାଟି ବର୍ତ୍ତମାନ ଗୁଗଲର ତତ୍ତ୍ୱବାଧାନରେ ପରିଚାଳିତ ହେଉ ଅଛି । କ୍ଲାଉଡ଼କୁ ନେଇ ଏହି ଡାଟାବେଶଟି ପରିଚାଳିତ ହେଉ ଥିବାରୁ ଏଥିରେ ହେଉଥିବା ପରିବର୍ତ୍ତନ, ତତ୍କ୍ଷଣାତ ଦୃଶ୍ୟମାନ ହୋଇଥାଏ । ଏହି ଫାୟାରବେସ ପୂର୍ବରୁ ଏକ ସ୍ୱାଧୀନ ସଂସ୍ଥା ଭାବେ ପରିଚାଲିତ ହେଉ ଥିଲା ।|
ଆଧାର
ସମ୍ପାଦନା- ↑ "Firebase - CrunchBase". CrunchBase. Retrieved June 11, 2014.
- ↑ "Firebase - AngelList". AngelList. Retrieved Jun 11, 2014.
- ↑ "Contact Us". Firebase, Inc.
{{cite web}}
: Cite has empty unknown parameter:|duplicate_publisher=
(help) - ↑ "Developers, Meet Firebase!". Firebase, Inc. Retrieved June 11, 2014.