ଫାନସ ପୁଞ୍ଜି
ଏହି ପ୍ରସଙ୍ଗଟିର ଲେଖା ବୋଧେ ସାଧାରଣ ପ୍ରସଙ୍ଗ ନୀତିବଳୀକୁ ମାନୁନାହିଁ ।
ଦୟାକରି ଏହି ପ୍ରସଙ୍ଗରେ ଭରସାଯୋଗ୍ୟ, ଅଧିକ ଉଚ୍ଚକୋଟୀର ଆଧାର ଦେଇ ଏହାକୁ ଉପଯୁକ୍ତ ଲେଖାରେ ପରିଣତ କରନ୍ତୁ । ଯଦି ଏହା ଉପଯୁକ୍ତ ପ୍ରସଙ୍ଗ ପ୍ରମାଣୀତ ନହେଲା, ଏହାକୁ ମିଶାଇଦିଆଯିବ, ଲେଉଟାଇ ଦିଆଯିବ, ବା ପୁରାପୁରି ଲିଭାଇ ବି ଦିଆଯିବ । |
ଫାନସ ପୁଞ୍ଜି ଜଣେ ଓଡ଼ିଆ ଆଦିବାସି ମହିଳା । ୧୯୮୫ ମସିହାରେ ନିଜର ୨ ଭୋକିଲା ଛୁଆଙ୍କ ମୁହଁରେ ଦାନା ଦେବା ପାଇଁ ସେ ନିଜର ଦୁଇ ବର୍ଷ ବୟସ୍କା ନଣନ୍ଦକୁ ମାତ୍ର ୪୦ ଟଙ୍କାରେ ବିକ୍ରି କରି ବିଶ୍ୱବ୍ୟାପୀ ଗଣମାଧ୍ୟମର ଶିରୋନାମ ପାଲଟିଥିଲେ ।[୧] [୨] [୩] [୪]
ଆଧାର
ସମ୍ପାଦନା
- ↑ ଅହମଦ, ଫର୍ଜାଦ. "July 31, 1985: The agony of Kalahandi Read more at: indiatoday.intoday.in/story/the-agony-of-kalahandi-orissa/1/180157.html". ଇଣ୍ଡିଆ ଟୁଡେ. Retrieved 7 July 2013.
- ↑ "A Victim Again". ଆଉଟଲୁକ. Retrieved 7 July 2013.
- ↑ ବନିକ, ଡାନ୍ (2007). Starvation and India's Democracy. ରତ୍ଲେଜ୍. p. ୧୦୦. ISBN 9780415407298.
- ↑ ସାଇନାଥ, ପି. Everybody loves a good drought.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |