ଫାଇଲ:Kharabela inscription, Hatigumpha, Khandagiri, Bhubaneswar.jpg

ମୂଳ ଫାଇଲ(୨,୧୩୯ × ୧,୪୬୭ ପିକସେଲ, ଫାଇଲ ଆକାର: ୧.୫ MB, ଏମ.ଆଇ.ଏମ.ଇର ପ୍ରକାର: image/jpeg)

ସାରକଥା

ବିବରଣୀ
ଓଡ଼ିଆ: ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଖାରବେଳଙ୍କ ନିର୍ମିତ ଖଣ୍ଡଗିରିର ହାତିଗୁମ୍ଫାରେ ଥିବା ଶିଳାଲେଖ । ଏଥିରେ ଓଡ଼ିଆ ଭାଷାରେ ଓ କୁଟିଳ କଳିଙ୍ଗ ଲିପିରେ ପଥର ଉପରେ ଖୋଦାଯାଇଛି । ଏହି ଶିଳାଲେଖର ଲେଖ ସମୟକ୍ରମେ ନଷ୍ଟ ହୋଇଯାଉଛି । ଛବିଟି ମୂଳ ଶିଳାଲେଖର ଫଟୋ ଉପରେ ଆଧାର କରି ଆଲେକଜ୍ୟାଣ୍ଡର କନିଙ୍ଗହାମଙ୍କ ରଚିତ କର୍ପସ ଇନଷ୍କ୍କ୍ରିପ୍ଟିନମ ଇଣ୍ଡିକାରମ ବହିର ପ୍ରଥମ ଖଣ୍ଡ, ଇନଷ୍କ୍ରିପସନ୍ସ ଅଫ ଅଶୋକରୁ ନିଆଯାଇଛି । ୧୮୨୭ରେ ପ୍ରକାଶିତ ମୂଳ ବହିର ପର ସଂସ୍କରଣମାନ ଯାହା ଭିନ୍ନ ଭିନ୍ନ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଏହି ଶିଳାଲେଖ ଓ ତାହା ବାବଦରେ ବର୍ଣ୍ଣନା କୌଣସି କାରଣରୁ ରଖିନାହାନ୍ତି । ଲଣ୍ଡନର ବ୍ରିଟିସ ଲାଇବ୍ରେରିରେ ଥିବା ମୂଳ ବହିରୁ ଏହି ଛବିଟି ସ୍କାନ କରାଯାଇଛି ।
English: Kharabela's inscription in Kalinga script and Odia language at Hatigumpha, Khandagiri, Bhubaneswar. This image was drawn based on the photographs from the real inscription in by Corpus Inscriptionum Indicarum, Volume I: Inscriptions of Asoka by Alexander Cunningham published in 1827. For some reason, this image and the detailed description of Kharabela's inscriptions in multiple revisions of this book published by other publishers have been discarded. This image is scanned at the British library from the original book.
ତାରିଖ
ମୂଳାଧାର Corpus Inscriptionum Indicarum. Volume I: Inscriptions of Asoka
ଲେଖକ Alexander Cunningham

ସତ୍ଵ

Creative Commons CC-Zero ଏହି ଫାଇଲଟି କ୍ରିଏଟିଭ କମନ୍ସ CC0 1.0 ସାର୍ବଜନୀନ ପବ୍ଲିକ ଡୋମେନରେ ମିଳୁଅଛି ।
ଏହି କାମ ସହ ସମ୍ବନ୍ଧିତ ବ୍ୟକ୍ତି ଏହାକୁ ପବ୍ଲିକ ଡୋମେନ ରେ ନିଜର ସତ୍ଵାଧିକାରକୁ ଛାଡ଼ କରି ଜଗତସାରାର ସତ୍ଵାଧିକାର ଅନୁସାରେ ଏହା ସହ ସମ୍ବନ୍ଧିତ ଓ ପାଖାପାଖି ଅଧିକାର, ନିୟମ କାନୁନ ଦେଇ ଅନୁମୋଦିତ ନିୟମ ଯାଏଁ ଦାନ କଲେ। କାହାର ଅନୁମତି ବିନା ଆପଣ ଏହି କାମର ନକଲ, ବଦଳ, ବଣ୍ଟନ କରିପାରିବେ ।

Captions

Add a one-line explanation of what this file represents

Items portrayed in this file

ଦର୍ଶାଏ

copyright license ଇଂରାଜୀ

Creative Commons CC0 License ଇଂରାଜୀ

୧୩ ଅଗଷ୍ଟ 2014

ଫାଇଲ ଇତିହାସ

ଏହା ଫାଇଲଟି ସେତେବେଳେ ଯେମିତି ଦିଶୁଥିଲା ତାହା ଦେଖିବା ପାଇଁ ତାରିଖ/ବେଳା ଉପରେ କ୍ଲିକ କରନ୍ତୁ

ତାରିଖ/ବେଳନଖ ଦେଖଣାଆକାରବ୍ୟବହାରକାରୀମତାମତ
ଏବେକାର୧୦:୧୮, ୨୭ ଅଗଷ୍ଟ ୨୦୧୪୧୦:୧୮, ୨୭ ଅଗଷ୍ଟ ୨୦୧୪ ପରିକା ସଙ୍କଳନର ନଖଦେଖଣା୨,୧୩୯ × ୧,୪୬୭ (୧.୫ MB)PsubhashishUser created page with UploadWizard

ଏହି ସବୁପୃଷ୍ଠା ଏହି ଫାଇଲଟିକୁ ଯୋଡ଼ିଥାନ୍ତି:

ଜଗତ ଫାଇଲ ବ୍ୟବହାର

ତଳଲିଖିତ ଉଇକିସବୁ ଏହି ଫାଇଲଟିକୁ ବ୍ୟବହାର କରିଥାନ୍ତି:

ମେଟାଡାଟା