ମୂଳ ଫାଇଲ(୨,୬୬୧ × ୩,୨୬୪ ପିକସେଲ, ଫାଇଲ ଆକାର: ୧୧.୯୧ MB, ଏମ.ଆଇ.ଏମ.ଇର ପ୍ରକାର: image/jpeg)

ସାରକଥା

ବିବରଣୀ
English: The Prahallada Nataka is a critically endangered folk theatre form of the Ganjam district of Odisha in which the tale of Vishnu's man-lion incarnation Nrusingha (alternatively spelled Narasimha) is enacted. The play can last for well over 20 hours at a stretch and the costumes, music, movements & dialogues are complex. This image is of the scene in which Hiranyakasipu placates his wife Lilabati. The character of Hiranyakasipu is being enacted by Mr. A. Rajendra Patra. The image was captured in the Nimakhandapenthi village of Digapahandi block in Ganjam district, Odisha on 27th February 2018 under a crowdfunded project to document the entire performance of Prahallada Nataka that is in vogue today.
ଓଡ଼ିଆ: ଗଞ୍ଜାମ ପ୍ରହଲ୍ଲାଦ ନାଟକ ଏକ ବିରଳ ଲୋକନାଟକ ଶୈଳୀ ଯହିଁରେ ବିଷ୍ଣୁଙ୍କ ନରସିଂହ ଅବତାରର କାହାଣୀ ଅଭିନୀତ ହୁଏ । ଏହା ଏକାଥରେ ୨୦ ଘଣ୍ଟାରୁ ବି ଅଧିକ ସମୟ ଯାଏଁ ଚାଲିପାରେ ଓ ଏହାର ନୃତ୍ୟ, ଗୀତ, ଅଭିନୟ ଆୟତ୍ତରେ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ଏହି ଚିତ୍ରଟି ହିରଣ୍ୟକଶ୍ୟପ ନିଜ ସ୍ତ୍ରୀ ଲୀଳାବତୀକୁ ବିନୟ କରିବା ଦୃଶ୍ୟର । ହିରଣ୍ୟକଶ୍ୟପ ଚରିତ୍ରରେ ଶ୍ରୀ ଏ ରାଜେନ୍ଦ୍ର ପାତ୍ର ଅଭିନୟ କରୁଅଛନ୍ତି। ଏହି ଚିତ୍ରଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ନିମଖଣ୍ଡପେଣ୍ଠି ଗାଆଁରେ ୧ ଫେବୃଆରୀ ୨୦୧୮ରେ ଏକ ପ୍ରହଲ୍ଲାଦ ନାଟକ ଅଭିନୀତ ହେବା କାଳେ ଉଠାହୋଇଥିଲା । ବର୍ତ୍ତମାନ କାଳରେ ପ୍ରହଲ୍ଲାଦ ନାଟକର ପରମ୍ପରା ଓ ଅଭିନୟକୁ ସମ୍ପୂର୍ଣ୍ଣରୂପେ ଡକ୍ୟୁମେଣ୍ଟ କରି ସାଇତିରଖିବା ପାଇଁ ଆରବ୍ଧ ଏକ ନୂଆ ପ୍ରକଳ୍ପର ଏହା ଏକ ଅଂଶ ।
ତାରିଖ
ମୂଳାଧାର ଆପଣା କାମ
ଲେଖକ Prateek Pattanaik

ସତ୍ଵ

ମୁଁ, ଏହି କାମର ସତ୍ଵାଧିକାରୀ, ଏଠାରେ ତଳଲିଖିତ ଲାଇସେନ୍ସ ଅଧୀନରେ ଏହାକୁ ପ୍ରକାଶ କଲି:
w:en:Creative Commons
ଶ୍ରେୟ ସେଆର ଏଲାଇକ
This file is licensed under the Creative Commons Attribution-Share Alike 4.0 International license.
ଆପଣ ଆରାମରେ:
  • ବାଣ୍ଟିପାରିବେ – କାମଟିକୁ ନକଲ କରିପାରିବେ, ବାଣ୍ଟିପାରିବେ ଓ ପ୍ରସାରଣ କରିପାରିବେ
  • ମିଶାଇପାରିବେ – କାମଟି ଅଭିଯୋଜନ କରିପାରିବେ
ତଳଲିଖିତ ସର୍ତ୍ତାବଳୀ ଅଧୀନରେ:
  • ଶ୍ରେୟ – ଆପଣ ମନେ କରି ଏହି କାମର ଆବଶ୍ୟକୀୟ ଶ୍ରେୟ ମୂଳ ଗଢ଼ାଳି ବା ସ୍ୱତ୍ୱାଧୀକାରୀଙ୍କୁ ଦେବେ ଏବଂ ଦେଲାବେଳେ ଲାଇସେନ୍ସର ଲିଙ୍କ ଦେଇ କି କି ବଦଳ କଲେ ଉଲ୍ଲେଖ କରିବେ । ଏହା ଉପଯୁକ୍ତ ଢଙ୍ଗରେ କରିବେ କିନ୍ତୁ ଲାଇସେନ୍ସ ଦେଉଥିବା ବ୍ୟକ୍ତି ଆପଣଙ୍କ ପ୍ରଚାର କଲା ଭଳି କିଛି ଲେଖିବେ ନାହିଁ ।
  • ସେଆର ଏଲାଇକ – ଯଦି ଆପଣ ଏହି କାମଟିକୁ ବଦଳାଇବେ, ରୂପାନ୍ତରଣ କରିବେ ବା ଏହାକୁ ନେଇ କିଛି ଗଢ଼ିବେ ତେବେ ଆପଣ ଏହାକୁ ଏକା ବା ଅଲଗା ଲାଇସେନ୍ସ ଭିତରେ ରଖିପାରିବେ ।

Captions

Add a one-line explanation of what this file represents

creator ଇଂରାଜୀ

some value

author name string ଇଂରାଜୀ: Prateek Pattanaik

copyright status ଇଂରାଜୀ

copyrighted ଇଂରାଜୀ

captured with ଇଂରାଜୀ

Nikon D5100 ଇଂରାଜୀ

source of file ଇଂରାଜୀ

original creation by uploader ଇଂରାଜୀ

୨୭ ଫେବୃଆରୀ 2018

ଫାଇଲ ଇତିହାସ

ଏହା ଫାଇଲଟି ସେତେବେଳେ ଯେମିତି ଦିଶୁଥିଲା ତାହା ଦେଖିବା ପାଇଁ ତାରିଖ/ବେଳା ଉପରେ କ୍ଲିକ କରନ୍ତୁ

ତାରିଖ/ବେଳନଖ ଦେଖଣାଆକାରବ୍ୟବହାରକାରୀମତାମତ
ଏବେକାର୧୦:୪୭, ୨୧ ମାର୍ଚ୍ଚ ୨୦୧୮୧୦:୪୭, ୨୧ ମାର୍ଚ୍ଚ ୨୦୧୮ ପରିକା ସଙ୍କଳନର ନଖଦେଖଣା୨,୬୬୧ × ୩,୨୬୪ (୧୧.୯୧ MB)Prateek PattanaikUser created page with UploadWizard

ଏହି ସବୁପୃଷ୍ଠା ଏହି ଫାଇଲଟିକୁ ଯୋଡ଼ିଥାନ୍ତି:

ଜଗତ ଫାଇଲ ବ୍ୟବହାର

ତଳଲିଖିତ ଉଇକିସବୁ ଏହି ଫାଇଲଟିକୁ ବ୍ୟବହାର କରିଥାନ୍ତି:

ମେଟାଡାଟା