ଫରିନା ଆଜାଦ

ଭାରତୀୟ ଅଭିନେତ୍ରୀ

ଫରିନା ଆଜାଦ (ଜନ୍ମ: ୧୯୯୫) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଏବଂ ଉପସ୍ଥାପିକା ଯିଏକି ମୁଖ୍ୟତଃ ତାମିଲ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୫]

ଫରିନା ଆଜାଦ
ଜନ୍ମ
Farina Khan

(1995-11-09) ୯ ନଭେମ୍ବର ୧୯୯୫ (ବୟସ ୨୮)[୧]
ଅନ୍ୟ ନାମଫରିନା ଖାନ୍[୨]
ବୃତ୍ତିସମୂହ
  • ଅଭିନେତ୍ରୀ
  • ଦୂରଦର୍ଶନ ଉପସ୍ଥାପିକା
ସକ୍ରିୟ ବର୍ଷ୨୦୧୪  – ଏବେଯାଏଁ
ପ୍ରସିଦ୍ଧିଭାରତୀ କନ୍ନମ୍ମା
ବୈବାହିକ-ସାଥୀରହମାନ ଉଦିତ (ବିବାହ: ୨୦୧୭)[୩]
ସନ୍ତାନ[୪]

ଅଭିନୟ ଜୀବନ ସମ୍ପାଦନା

ସେ ଜଣେ ଦୂରଦର୍ଶନ ଉପସ୍ଥାପିକା ଭାବରେ ନିଜର ପେଷା ଆରମ୍ଭ କରିଥିଲେ ଏବଂ ବିଜୟ ଟିଭି, ସନ୍ ଟିଭି, ଜୀ ତାମିଲ ଏବଂ ରାଜ୍ ଟିଭି ପରୀ ଟିଭି ଚ୍ୟାନେଲରେ କାମ କରିଥିଲେ । ସେ କିଚେନ୍ ଗଲାଟ୍ଟା, ଅଞ୍ଜାରାଇ ପେଟ୍ଟି, କଲିଉଡ୍ ଅନକଟ୍ଶୋରିଲ୍ ଭଳି ଟିଭି କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି । ସେ ସନ୍ ଟିଭିରେ ପ୍ରସାରିତ ତାମିଲ ଧାରାବାହିକ ଅଝାଗୁ ସହିତ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଷ୍ଟାର ବିଜୟ ଭାରତୀ କାନାମ୍ମା ମାଧ୍ୟମରେ ପ୍ରସିଦ୍ଧି ଲାଭ କରିଥିଲେ ଯେଉଁଠାରେ ସେ ଜଣେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୀତ ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୧୪ ଓରୁ ନିମିଡ଼ମ୍ ପ୍ଲିଜ୍ ଉପସ୍ଥାପିକା ପ୍ରଥମ କାର୍ଯ୍ୟକ୍ରମ
କଲିଉଡ୍ ଅନ୍‌କଟ୍ [୭]
୨୦୧୫ କିଚେନ୍ ଗାଲାଟ୍ଟା
୨୦୧୭-୨୦୧୮ ଆଜାଗୁ ନିବେଦିତା
୨୦୧୮ ମିଷ୍ଟର୍ ଆଣ୍ଡ୍ ମିସେସ୍ ଖିଲାଡ଼ି ୨ ପ୍ରତିଯୋଗୀ [୮]
ଅଞ୍ଜରୀ ପେଟି ଉପସ୍ଥାପିକା
୨୦୧୯-୨୦୨୩ ଭାରତୀ କାନାମ୍ମା ଡ. ବିମ୍ବା [୯][୧୦]
୨୦୧୯ ନାଚିୟାପୁରମ ଶୋଭନା
ସୁପର ମମ୍ ଅତିଥି
ଜିନ୍ (୩ୟ ସଂସ୍କରଣ) ଅତିଥି [୧୧]
ଥାରି ବାଣୀ [୧୨][୧୩]
୨୦୨୦ ଜି ହାଉସ୍ ପାର୍ଟି ଅତିଥି
ହାଉସ୍ ପାର୍ଟି [୧୪]
୨୦୨୧ କାଧଲେ କାଧଲେ ସ୍ୱତନ୍ତ୍ର କାର୍ଯ୍ୟ଼କ୍ରମ
ଅଭି ଟ୍ରେଲର୍ ଭବାନୀ [୧୫]
୨୦୨୨ ମିଷ୍ଟର୍ ଆଣ୍ଡ ମିସେସ୍ ଚିନ୍ନାଥିରାଇ (ସିଜନ ୪) ପ୍ରତିଯୋଗୀ [୧୬]
୨୦୨୩ ଭାରତୀ କନ୍ନମ୍ମା ୨ ବିମ୍ବା [୧୭][୧୮]
କାଲାକ୍କା ପୋବାତୁ ୟାରୁ? ଚମ୍ପିଆନ୍ସ ଅତିଥି
ଟକ୍କର୍ ଟକ୍କର୍ ଉପସ୍ଥାପିକା

ଆଧାର ସମ୍ପାଦନା

  1. "Birthday surprise from transgender fans leaves actress Farina Azad overwhelmed; see pic". The Times of India.
  2. "Farina Azad aka "Farina Naaz". nettv4u.com.
  3. ""I'm enjoying all attention and pampering from my hubby Ubaidh," says Farina Azad" (in ଇଂରାଜୀ). timesofindia.indiatimes.com. Retrieved 7 Feb 2019.
  4. "Tamil TV Actress Farina Azad Shares Adorable Photo With Son and Husband". News 18.
  5. "Farina Azad enjoys a devotional trip with her mother". The Times of India. 2023-12-19. ISSN 0971-8257.
  6. "Riding two-wheeler to painting: Farina Azad is keen on learning new things". The Times of India.
  7. "Kollywood Uncut on Puthu Yugam". The Times of India.
  8. "Mr & Mrs Khiladis 2 fame Farina Azad and Ubaidh Rahman celebrate their first marriage anniversary". The Times of India.
  9. "குக்கரி டூ சீரியல் வில்லி… பாரதி கண்ணம்மா வெண்பாவின் சின்னத்திரை வளர்ச்சி!". 11 January 2021.
  10. "Barathi Kannamma co-stars Farina Azad and Praveen Devasagayam stun fans with singing, beatboxing skills; watch" (in ଇଂରାଜୀ). timesofindia.indiatimes.com. Retrieved 7 Feb 2019.
  11. "TV hosts Farina Azad and Sasikala Nagarajan to feature in 'Genes' game show" (in ଇଂରାଜୀ). timesofindia.indiatimes.com. Retrieved 7 Feb 2019.
  12. "TV host Farina Azad bags a challenging role in upcoming serial Thari" (in ଇଂରାଜୀ). timesofindia.indiatimes.com. Retrieved 7 Feb 2019.
  13. "Bharathi Kannamma actress Farina Azad joins the cast of TV show 'Abhi Tailor'" (in ଇଂରାଜୀ). timesofindia.indiatimes.com. Retrieved 7 Feb 2019.
  14. "House Party: Celebrity-music game show premieres on May 4" (in ଇଂରାଜୀ). timesofindia.indiatimes.com.
  15. "Farina Azad quits 'Abhi Tailor'; actress Keerthi set to replace her" (in ଇଂରାଜୀ). timesofindia.indiatimes.com.
  16. "Mr & Mrs Chinnathirai 4: Praveen Devasagayam, Farina Azad and other celebs to appear in the upcoming season" (in ଇଂରାଜୀ). timesofindia.indiatimes.com.
  17. "Thari fame Farina Azad makes a special appearance on 'Barathi Kannamma 2'" (in ଇଂରାଜୀ). timesofindia.indiatimes.com.
  18. "Jyothika Inspires Bharathi Kannamma Fame Farina Azad, Who Shares Workout Video" (in ଇଂରାଜୀ). www.news18.com.

ବାହାର ଲିଙ୍କ୍ ସମ୍ପାଦନା