ଫରଜାନା ଛବି

ବଙ୍ଗଳାଦେଶୀ ଅଭିନେତ୍ରୀ

ଫରଜାନା ଛବି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ୍ ଯିଏକି ବଙ୍ଗାଳୀ ଡ୍ରାମା, ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ଆଦିରେ ଅଭିନୟ କରନ୍ତି ।[] ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ମୁଖ୍ୟତଃ ଛବି ଭାବରେ ଜଣାଶୁଣା । ୨୦୧୩ ମସିହାରେ ବଙ୍ଗଳାଦେଶି ଧାରାବାହିକ ଶୀମାନ ପେରିୟେ ପାଇଁ ତାଙ୍କୁ ମେରିଲ୍-ପ୍ରଥମ ଆଲୋରେ କ୍ରିଟିକ୍ ଚଏସ୍ ଆୱାର୍ଡ଼ ବର୍ଗ ପାଇଁ ଶ୍ରେଷ୍ଠ ଟିଭି ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[] ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକରେ ତାନ (୨୦୨୨), ଭାବେର ହାଟ (୨୦୦୬) ଏବଂ ପଖି ଏବଂ ମନୁଷେରା (୨୦୧୩) ଆଦି ଅନ୍ତର୍ଭୁକ୍ତ ।

ଫରଜାନା ଛବି‌
ফারজানা ছবি
ଜାତୀୟତାବଙ୍ଗଳାଦେଶୀ
ଉଲ୍ଲେଖନୀୟ କୃତିତାନ (୨୦୨୨), ଭାବେର ହାଟ (୨୦୦୬), ପଖି ଏବଂ ମନୁଷେରା (୨୦୧୩)
ପୁରସ୍କାରମେରିଲ୍-ପ୍ରଥମ ଆଲୋରେ କ୍ରିଟିକ୍ ଚଏସ୍ ଆୱାର୍ଡ଼-୨୦୧୩
ୱେବସାଇଟhttps://www.farzanachobi.com/

ଅଭିନୟ ଜୀବନ

ସମ୍ପାଦନା

ଫରଜାନା ଛବି ୧୯୯୮ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଅବଦୁଲ୍ଲା ଅଲ ମାମୁନଙ୍କ ଚିଠି[] ମାଟିଆ ବାନୁ ଶୁକୁଙ୍କ ନିର୍ଦ୍ଦେଶିତ ନାଟକ ଶୀମାନା ପେରିରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଟିଭି ଅଭିନେତା ଭାବରେ 2013 ମସିହାରେ ପୁରସ୍କୃତ କରାଯାଇଥିଲା ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ନିର୍ଦ୍ଦେଶକ ମନ୍ତବ୍ୟ
କାନମାଚି ଅଞ୍ଜାନ ଆଇଚ୍ []
୨୦୦୨ ଲାଲ୍ ଗୋଲାପ
୨୦୧୦ ଜଲ୍
୨୦୧୧ ଜିବନ ମରଣ ଶିମନ ଚରାୟା
୨୦୧୫ ହଲୁଦ ପତା ଜୋରାର୍ ଗଳ୍ପୋ
୨୦୧୬ ରଙ୍ଗର୍ ଦୁନିଆ
୨୦୧୭ ନୋଡି କାବୋ
ମହୁୱା ସୁନ୍ଦରୀ
୨୦୧୯ ଅପରାଜିତା କ୍ଷୁଦ୍ର ଚଳଚ୍ଚିତ୍ର[]
୨୦୨୦ ଜୋନାଗର ଏର ଜମିଦାର
ପିତ୍ରୀ ସତ୍ତା
୨୦୨୧ ଜନକେର ମୁଖ ମନ୍ନା ହିରା []
ମା ଆରଣା ଅନୱାର []
୨୦୨୨ ତାନ ରାଇହାନ୍ ରଫି []
ମୃତ୍ୟୁଞ୍ଜୟୀ ପଦ୍ମ ଦାସ ସରକାରୀ ଅନୁଦାନ ପ୍ରାପ୍ତ ଚଳଚ୍ଚିତ୍ର[]
ଜନନୀ ଜନମଭୂମୀ ନାଦିଆ ଆଫ୍ରିନ୍ []

ପୁରସ୍କାର

ସମ୍ପାଦନା
  • ଶ୍ରେଷ୍ଠ ଟିଭି ଅଭିନେତ୍ରୀ - ୨୦୧୩ରେ ମେରିଲ୍ ପ୍ରଥମ ଆଲୋ କ୍ରିଟିକ୍ ଚଏସ୍ ଆୱାର୍ଡ଼[]
  1. ୧.୦ ୧.୧ "সম্মাননা পেলেন ফারজানা ছবি". Jugantor (in ଇଂରାଜୀ). Retrieved 2022-06-02.
  2. ୨.୦ ୨.୧ ୨.୨ প্রতিবেদক, নিজস্ব. "ফারজানা ছবির জীবনের নতুন অধ্যায়". Prothomalo (in Bengali). Retrieved 2022-06-02.
  3. "অভিনয়ে ২৫ পেরিয়ে ফারজানা ছবি". alokitobangladesh. Retrieved 2022-06-02.
  4. Pratidin, Bangladesh (2019-06-02). "'অপরাজিতা' ফারজানা ছবি". বাংলাদেশ প্রতিদিন (in Bengali). Retrieved 2022-06-02.
  5. ୫.୦ ୫.୧ "দৈনিক জনকন্ঠ || সিনেমায় নিয়মিত ফারজানা ছবি". দৈনিক জনকন্ঠ (in ଇଂରାଜୀ). Retrieved 2022-06-02.
  6. "'টান' মুক্তি আজ". মানবজমিন. Retrieved 2022-06-02.
  7. "'মৃত্যুঞ্জয়ী'তে ফারজানা ছবি". SAMAKAL (in ଇଂରାଜୀ). Archived from the original on 2022-06-02. Retrieved 2022-06-02.
  8. "মুক্তিযুদ্ধের চলচ্চিত্রে ফারজানা ছবি". jjdin. Retrieved 2022-06-02.

ବାହାର ଆଧାର

ସମ୍ପାଦନା