ପୱନ ନେଗି

ଭାରତୀୟ କ୍ରିକେଟ ଖେଳାଳି

ପୱନ ନେଗି(ଜାନୁୟାରୀ ୬ ୧୯୯୩) ଜଣେ ଭାରତୀୟ ଖେଳାଳି । ସେ ହେଉଛନ୍ତି ବାମହାତି ସ୍ପିନ ବୋଲର । ସେ ଦିଲ୍ଲୀ ତରଫରୁ ରଣଜୀ ଖେଳନ୍ତି । ଭାରତ ଏ ପାଇଁ ସେ ଟି୨୦ ମ୍ୟାଚ ଖେଳିଛନ୍ତି ।୨୦୧୨ ଓ ୨୦୧୩ରେ ଦିଲ୍ଲୀ ଡ଼େୟାର ଡେଭିଲ୍ସ, ୨୦୧୪ ଓ ୨୦୧୫ରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଆଇପିଏଲ ଖେଳିଛନ୍ତି ।

Pawan Negi
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1993-01-06) ୬ ଜାନୁଆରୀ ୧୯୯୩ (ବୟସ ୩୧)
Delhi, India
ବ୍ୟାଟିଂ ପ୍ରକାରLeft-handed
ବୋଲିଂ ପ୍ରକାରSlow left-arm
ଭୂମିକାBowler
ଘରୋଇ ଦଳ ତଥ୍ୟ
YearsTeam
2012 – 2013Delhi Daredevils (squad no. 15)
2011 – presentDelhi cricket team
2014 – presentDelhi Daredevils
First-class debut3 November 2011 Delhi cricket team v Haryana cricket team
List A debut5 March 2012 Delhi cricket team v Assam cricket team
Career statistics
ପ୍ରତିଯୋଗିତା First class List A T20
ମ୍ୟାଚ 2 2 25
ମୋଟ ରନ 54 0 74
ବ୍ୟାଟିଂ ହାର 27 14.8
ଶତକ/ଅର୍ଦ୍ଧଶତକ 0/0 0/0 0/0
ସର୍ବାଧିକ ରନ 30* 0 21
ବଲ ସଂଖ୍ୟା 126 36 192
ଉଇକେଟ 2 2 30
ବୋଲିଂ ହାର 42 9.5 14.77
ଇନିଙ୍ଗସରେ ୫ଟି ଉଇକେଟ 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0
ସବୁଠୁ ଭଲ ବୋଲିଂ 1/5 2/12 5/22
କ୍ୟାଚ/ଷ୍ଟମ୍ପିଙ୍ଗ 1/0 0/0 3/0
Source: Cricinfo, 05:41, 16 May 2012 (UTC)  

ବ୍ୟକ୍ତିଗତ ଜୀବନ ସମ୍ପାଦନା

ପୱନ ନେଗି ଉତ୍ତରାଖଣ୍ଡର ଆଲ୍ମୋରାଠାରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି । ସେ ଦିଲ୍ଲୀ ପବ୍ଲିକ ସ୍କୁଲ (ଦିଲ୍ଲୀ)ରୁ ଦଶମ ପାସ କରିଥିଲେ ।[୧]

କ୍ୟାରିୟର ସମ୍ପାଦନା

ଆଇପିଏଲ ୨୦୧୬ ନିଲାମି ପ୍ରକ୍ରିୟାରେ ନେଗି ୮.୫କୋଟି ଟଙ୍କାରେ ଦିଲ୍ଲୀ ଡ଼େୟାର ଡେଭିଲ୍ସ ପକ୍ଷରୁ କିଣା ହୋଇଛନ୍ତି । ୨୦୧୬ ମାର୍ଚ ୧୫ରେ ହେବାକୁ ଥିବା ଭାରତୀୟ ବିଶ୍ୱକପ ଦଳ ପାଇଁ ତାଙ୍କୁ ମନୋନୟନ କରାଯାଇଛି ।[୨]

ଆଧାର ସମ୍ପାଦନା

  1. "Player Profile: Pawan Negi". Cricinfo. Retrieved 27 January 2010.
  2. http://www.thehindu.com/sport/live-ipl-auctions/article8201714.ece?homepage=true