ପ୍ୟାଡ ଆବର୍ଟ ପରୀକ୍ଷଣ ୧

ପ୍ୟାଡ ଏବର୍ଟ ପରୀକ୍ଷଣ ୧ ୧୭ ନଭେମ୍ବର, ୧୯୬୩ ମସିହାର ଆପୋଲ ଅନ୍ତରୀକ୍ଷ ଯାନର ପ୍ରଥମ ନିରସ୍ତ ପରୀକ୍ଷଣ ଥିଲା । ଏକ ପ୍ୟାଡ ଏବର୍ଟ ପରୀକ୍ଷଣ ଲଞ୍ଚ ଏସ୍କେପ ସିସ୍ଟମର ପରୀକ୍ଷଣ ଅଟେ, ଏହା ନିର୍ଦ୍ଧାରିତ କରିବା ପାଇଁ ଲଞ୍ଚ ପ୍ୟାଡରେ କୌଣସି ଆପାତ ସ୍ଥିତିର ସୁରକ୍ଷା ପାଇଁ ଏକ ଅନ୍ତରୀକ୍ଷ ଯାନର ଦଳକୁ ବହୁ ଭଲ ରୂପେ ସିସ୍ଟମ ମିଳିପାରେ ।

ପ୍ୟାଡ ଆବର୍ଟ ପରୀକ୍ଷଣ ୧
Pad Abort Test 1
ମିସନ ପ୍ରକାରନିରସ୍ତ ପରୀକ୍ଷଣ
ପରିଚାଳକନାସା
ମିସନ ଅବଧି2 ମିନିଟ, 45.1 ସେକେଣ୍ଡ
Distance travelled2.51 kilometers (1.56 mi)
Apogee2.82 kilometers (1.75 mi)
ମହାକାଶ ଯାନର ବିଶେଷତ୍ୱ
ମହାକାଶ ଯାନଆପୋଲୋ ବୀପୀ-୦୬
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖନଭେମ୍ବର 7, 1963, 16:00:01 ୟୁ.ଟୀ.ସି
ରକେଟ୍ଆପୋଲୋ ଲଞ୍ଚ ପଳାୟନ ପ୍ରଣାଳୀ
ଉତକ୍ଷେପଣ ସ୍ଥଳଲଞ୍ଚ କମ୍ପଲେକ୍ସ ୩୬, ହ୍ୱାଇଟ ସ୍ୟାଣ୍ଡ, ଆମେରିକା
ମିସନ ସମାପ୍ତି
Landing dateନଭେମ୍ବର 7, 1963, 16:02:45 ୟୁ.ଟୀ.ସି

ଆପୋଲ କାର୍ଯ୍ୟକ୍ରମ
ନିରସ୍ତ ପରୀକ୍ଷଣ

ଆପୋଲୋ ପ୍ରୋଗ୍ରାମରେ ବଏଲରପ୍ଲେଟ କୃ ମଡ୍ୟୁଲ ସହିତ ଲଞ୍ଚ ଏସ୍କେପ ସିସ୍ଟମ ପାଇଁ ବହୁ ପ୍ୟାଡ ଆବର୍ଟ ଟେଷ୍ଟ ସାମିଲ ଥିଲା :

  • ପ୍ୟାଡ ଆବର୍ଟ ଟେଷ୍ଟ ୧ (ଆପୋଲୋ) - ୭ ନଭେମ୍ବର ୧୯୬୩ ମସିହାରେ ଆୟୋଜିତ ହୋଇଥିଲା,
  • ପ୍ୟାଡ ଆବର୍ଟ ଟେଷ୍ଟ ୨ (ଆପୋଲୋ) - ୨୯ ଜୁନ ୧୯୬୫ ମସିହାରେ ଆୟୋଜିତ ହୋଇଥିଲା ।

ଉଦ୍ଦେଶ୍ୟ ସମ୍ପାଦନା

ପ୍ୟାଡ ଏବର୍ଟ ପରୀକ୍ଷଣ ୧ ପ୍ୟାଡରୁ ପଳାୟନ ଅନୁଶାରେ ଆପୋଲୋ ଅନ୍ତରୀକ୍ଷ ଯାନରେ ପ୍ରଭାବର ପରୀକ୍ଷା କରିବାର ଏକ ମିଶନ ଥିଲା । ଲଞ୍ଚ ଏସ୍କେପ ସିସ୍ଟମ (ଏଲଇଏସ) ଅନ୍ତରୀକ୍ଷ ଯାନକୁ ଆପାତକାଳ ସ୍ଥିତିରେ ଲଞ୍ଚ ପ୍ୟାଡରେ ରକେର୍ଟରୁ ଦୂର କରିବାରେ ସକ୍ଷମ ହେବାରଥିଲା । ଲଞ୍ଚ ଏସ୍କେପ ସିସ୍ଟମ ଯୋଜନା ଅନୁଷାରେ ଅନ୍ତରୀକ୍ଷ ଯାନକୁ ବହୁତ କମ ସମୟରେ ଅଧିକ ଉଚ୍ଚକୁ ନେଇ ପ୍ୟାରାଚୁଟ ଖୋଲିଦେଲା । ଅନ୍ତରୀକ୍ଷ ଯାନକୁ ସଫଳତା ପୂର୍ବକ ପାଣିରେ ଓହ୍ଲେଇ ଦିଆଗଲା, ତଥା ଏହି ଅଭିଯାନ ସଫଳ ରହିଥିଲା । କାରଣ ଲଞ୍ଚ ଏସ୍କେପ ସିସ୍ଟମରେ ବହୁ କମ ସମୟରେ ଜଳ ଯାଉଥିବା ରକେର୍ଟ ଲାଗିଥାଏ ତଥା ରକେର୍ଟକୁ ଓଲଟା ଲଗାଯାଇଥାଏ, ଯାହାଦ୍ୱାରା ଏହା ଆହୁରି ଜୋରେ ଜଳିଥାଏ । ଏଥିପାଇଁ ଲଞ୍ଚ ଏସ୍କେପ ସିସ୍ଟମ ଆପାତକାଳରେ ବହୁ କମ ସମୟରେ ଅନ୍ତରୀକ୍ଷ ଯାନକୁ ଲଞ୍ଚ ପ୍ୟାଡରେ ରକେର୍ଟରୁ ଦୂରକୁ ନେଇଯାଇଥାଏ ।

ଉଡ଼ାଣରେ ଉତ୍ପାଦନ ମଣ୍ଡ ଲଞ୍ଚ ଏସ୍କେପ ସିସ୍ଟମ ଏବଂ ବାୟଲର ପକ୍ଷଲେଟ (ବିପି-୬) ଆପୋଲୋ ଅନ୍ତରୀକ୍ଷ ଯାନକୁ ପ୍ରସ୍ତୁତ କରିଥିବା ପ୍ରଥମ ମିଶନ ଅଟେ । ଅନ୍ତରୀକ୍ଷ ଯାନର ସରଂଞ୍ଚନାତ୍ମକ ଭାରକୁ ମାପିବା ପାଇଁ ଏଥିରେ କୌଣସି ସାଧନ ନିଆଯାଇ ନଥିଲା, କାରଣ କ୍ୟାପ୍ସୁଲର ବାୟଲରପ୍ଲେଟ ସରଂଞ୍ଚନା କୌଣସି ବାସ୍ତବିକ ଅନ୍ତରୀକ୍ଷ ଯାନର ପ୍ରତୀବିମ୍ବିତ କରୁନଥିଲା ।

ଉଡାଣ ସମ୍ପାଦନା

 
ପ୍ୟାଡ ଏବର୍ଟ ପରୀକ୍ଷଣ ୧ (ନାସା)

୭ ନଭେମ୍ବର, ୧୯୬୩ ମସିହାରେ ସ୍ଥାନୀୟ ସମୟର 09:00:01ରେ ଲଞ୍ଚ ଏସ୍କେପ ସିସ୍ଟମରେ ଏକ ପଳାୟନ ସଙ୍କେତ ପଠା ଯାଇଥିଲା । ଏହା ଏକ ଅନୁକ୍ରମ ଆରମ୍ଭ କରିଥିଲା ଯେଉଁଥିରେ ଅନ୍ତରୀକ୍ଷ ଯାଙ୍କୁ ଉପରକୁ ନେଇଯିବା ପାଇଁ ମୂଖ୍ୟ ରକେର୍ତଗୁଡ଼ିକ ନିଜ ଭୂମିକା ନିଭେଇଥିଲେ ଏବଂ ଛୋଟ ରକେର୍ଟ ଗୁଡିକୁ ସାଗର ଆଡକୁ ନେଇ ଯିବାର କାର୍ଯ୍ୟ କରିଥିଲା ।

ଲଞ୍ଚ ଏସ୍କେପ ସିସ୍ଟମକୁ ୧୫ ସେକେଣ୍ଡ ପରେ ଅଲଗା କରାଯାଇଥିଲା, ଯାହାଦ୍ୱାରା ଅନ୍ତରୀକ୍ଷାନ ବେଲିଷ୍ଟିକ ପ୍ରକ୍ଷେପବକ୍ରରେ ଗତି କରିବାକୁ ଲାଗିଲା । ପ୍ୟାରାଚୁଟ ପ୍ରଣାଳୀ ପୂର୍ଣ୍ଣ ଋପେ କାମ କରିଥିଲା: ଡ୍ରଗ ଶୁଟ ଅନ୍ତରୀକ୍ଷ ଯାନକୁ ସ୍ଥିର କରିଦେଇଥିଲା, ପରେ ତିନି ମୁଖ୍ୟ ପ୍ୟାରାଚୁଟ ଅନ୍ତରୀକ୍ଷ ଯାନ ପଡିବାର ଗତି ୨୬ କିଲୋମିଟର ପ୍ରତି ଘଣ୍ଟା କରିଦେଇ ଥିଲା ।

ଉଡ଼ାଣ ସହିତ ମିଳୁଥିବା ଏକମାତ୍ର ସମସ୍ୟା ଥିଲାକି, ଅନ୍ତରୀକ୍ଷ ଯାନର ବାହାର ଅଞ୍ଚଳରେ ଲଞ୍ଚ ଏସ୍କେପ ସିସ୍ଟମ ରକେର୍ଟ କାଲିଖ (ଜଳିବାଦ୍ୱାରା ପଡିଯାଉ ଥିବା କଳାପଣ) ଛଡା ଯାଇଥିଲା ଏବଂ ଅନ୍ତରୀକ୍ଷ ଯାନର ସ୍ଥିରତା ଅନୁମାନୀତରେ କମ ଥିଲା ।

ଗ୍ୟାଲେରି ସମ୍ପାଦନା

 
ଆପୋଲୋ ପ୍ୟାଡ ଏବର୍ଟ ପରୀକ୍ଷଣ ୧- ନଭେମ୍ବର ୭, ୧୯୬୩ (ନାସା)

ଆଧାର ସମ୍ପାଦନା