ପ୍ରେମଲତା ବର୍ମା (ଜନ୍ମ: 16 ଜୁଲାଇ 1968, ଆଲ୍ଲାହାବାଦ) କବିତା, କାହାଣୀ,ଅନୁବାଦ, ସାହିତ୍ୟ ସମୀକ୍ଷା ଏବଂ ଅଧ୍ୟାପନ କ୍ଷେତ୍ରରେ ଜଣେ ବିଶିଷ୍ଠ ନାମ । ସେ ଆର୍ଜେଣ୍ଟିନାର ନ୍ୟୁନସ ଆୟର୍ସ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦରେ ସେବାରେ ନିଯୁକ୍ତ ହୋଇଥିଲେ । ଏହାପରେ ସେ ସାମାଜିକ ଏବଂ ଧାର୍ମିକ ସରଞ୍ଚନା ଉପରେ ପ୍ରବନ୍ଧ ଲେଖିଥିଲେ ଏବଂ ସ୍ପାଇନିସ ଭାଷାରେ ବିଶେଷ ଜ୍ଞାନ ପ୍ରାପ୍ତ କରିଥିଲେ । ସେ ଅନେକ ବର୍ଷ ପୂର୍ବରୁ ଆର୍ଜେଣ୍ଟିନାରେ ହିନ୍ଦୀ ଏବଂ ସଂସ୍କୃତ ଭାଷା ତଥା ଭାରତୀୟ ଦର୍ଶନ ଏବଂ ସଂସ୍କୃତିର ବିଷୟରେ ଅନେକ ପାଠ୍ୟକ୍ରମ ଆୟୋଜନ କରିଛନ୍ତି ।[] ସେ ବିଶ୍ୱର ପ୍ରଥମ ଏବଂ ଏକମାତ୍ର ହିନ୍ଦୀ - ସ୍ପାଇନିସ ଶବ୍ଦ କୋଶର ରଚନାକାର ଅଟନ୍ତି , ଯାହା ସେ ଡୌନିୟଲ ମୌସିଙ୍କ ସହ ମିଶି ତିଆରି କରିଥିଲେ ।[] ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ତାଙ୍କୁ ବର୍ଷ 2006ରେ ପଦ୍ମଭୂଷଣ ଡଃ ମୋଟୁରି ସତ୍ୟନାରାୟଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[]

ପ୍ରେମଲତା ବର୍ମା
  1. "Miércoles 17 de octubre: La escritora Premlata Verma presenta una obra maestra sobre la literatura de la India" (in Spanish). bureaudeprensa.com. Archived from the original (php) on 2011-09-16. Retrieved 2017-07-11. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)CS1 maint: unrecognized language (link)
  2. "DICCIONARIO HINDI CASTELLANO-CASTELLANO HINDI" (in Spanish). Casadelibr.com. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)CS1 maint: unrecognized language (link)
  3. "पद्मभूषण डॉ॰ मोटूरि सत्यनारायण पुरस्कार". केंद्रीय हिंदी संस्थान. Archived from the original (पीएचपी) on 2016-03-04. Retrieved 2017-07-11. {{cite web}}: Unknown parameter |accessmonthday= ignored (help); Unknown parameter |accessyear= ignored (|access-date= suggested) (help)