ପ୍ରିୟନାଥ ମିଶ୍ର

ଓଡ଼ିଆ କଥାଚିତ୍ର ଅଭିନେତା

ପ୍ରିୟନାଥ ମିଶ୍ର, ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।[୧][୨] ସେ ପୀର ମିଶ୍ର ନାମରେ ମଧ୍ୟ ପରିଚିତ ଥିଲେ । ୧୯୯୦ ମସିହାରେ ଅଭିନୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ଓଡ଼ିଶା ଥିଏଟର ସହିତ ସେ ଜଡ଼ିତ ଥିଲେ ।[୩] ସାମୁଏଲ ସାହୁଙ୍କ ସହିତ ତାଙ୍କର ଯୋଡ଼ି ବାବି-ପୀର ନାମରେ ପ୍ରଚଳିତ ଥିଲା ।

ପ୍ରିୟନାଥ ମିଶ୍ର ( ପୀର )
ପ୍ରସିଦ୍ଧିଅଭିନେତା
ଉଲ୍ଲେଖନୀୟ କୃତିମଲାଜହ୍ନ
ପୁରସ୍କାରଜୟଦେବ ପୁରସ୍କାର ୧୯୯୦

ଅଭିନୀତ କଥାଚିତ୍ର ସମ୍ପାଦନା

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଜୟଦେବ ପୁରସ୍କାର - ୧୯୯୦ ( ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର )
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୭୬ - ୭୭[୪]

ଆଧାର ସମ୍ପାଦନା

  1. Sathya Saran (17 January 2020). Breath of Gold: Hariprasad Chaurasia. Penguin Random House India Private Limited. pp. 54–. ISBN 978-93-5305-723-7.
  2. Ileana Citaristi (2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
  3. Cuttack, One Thousand Years. Cuttack City Millennium Celebrations Committee, The Universe. 1990.
  4. "ODISHA SANGEET NATAKA ACADEMY AWARD WINNERS" (PDF). www.http://magazines.odisha.gov.in/. Govt of Odisha. Archived from the original (PDF) on 15 February 2021. Retrieved 15 February 2021. {{cite web}}: |archive-date= / |archive-url= timestamp mismatch; 8 ଡିସେମ୍ବର 2020 suggested (help); External link in |website= (help)

ଅଧିକ ତଥ୍ୟ ସମ୍ପାଦନା