ପ୍ରାକ୍-ନ୍ଯଷ୍ଟୀୟକ
ପ୍ରାକ୍-ନ୍ଯଷ୍ଟୀୟକ ବା ପ୍ରାକ୍-ନ୍ଯଷ୍ଟୀୟ ଜୀବ, ନ୍ୟଷ୍ଟିଝିଲ୍ଲୀ ନଥିବା କୋଷୀୟ ଜୀବମାନଙ୍କୁ କୁହାଯାଏ।[୧] ଏଡ୍ୱାର୍ଡ୍ ଚାଟୋନ୍-ଙ୍କଦ୍ୱାରା ବର୍ଣ୍ଣିତ ଦୁଇ ସାମ୍ରାଜ୍ଯ ପ୍ରଣାଳୀ ଅନୁସାରେ ପ୍ରାକ୍-ନ୍ଯଷ୍ଟୀୟକମାନେ ପ୍ରୋକାରିଓଟା ସାମ୍ରାଜ୍ୟ ଅନ୍ତର୍ଭୁକ୍ତ।[୨][୩] କିନ୍ତୁ ତ୍ରିଜଗତ ତନ୍ତ୍ରରେ, ଆଣବିକ ବିଶ୍ଳେଷଣ ଆଧାରରେ, ପ୍ରାକ୍-ନ୍ଯଷ୍ଟୀୟକମାନଙ୍କୁ ଦୁଇ ଭାଗ, (ବ୍ଯାକ୍ଟେରୀଆ ଓ ଆର୍କିଆ) କରିଦିଆଯାଇଛି।[୪] ନ୍ଯଷ୍ଟି ଥିବା ଜୀବମାନଙ୍କୁ ସୁନ୍ଯଷ୍ଟୀୟକରେ ରଖାଯାଇଛି।[୫] ଜୀବନର ଉତ୍ପତ୍ତିର ଗବେଷଣା ଅନୁସାରେ ପ୍ରାକ୍-ନ୍ଯଷ୍ଟୀୟକମାନେ ସୁନ୍ଯଷ୍ଟୀୟକମାନଙ୍କଠାରୁ ପ୍ରାଚୀନ।
ଆଧାର
ସମ୍ପାଦନା- ↑ NC State University. "Prokaryotes: Single-celled Organisms".
- ↑ Sapp, J. (2005). "The Prokaryote-Eukaryote Dichotomy: Meanings and Mythology". Microbiology and Molecular Biology Reviews. 69 (2): 292–305. doi:10.1128/MMBR.69.2.292-305.2005. PMC 1197417. PMID 15944457.
- ↑ "prokaryote". Online Etymology Dictionary.
- ↑ Coté, Gary; De Tullio, Mario (2010). "Beyond Prokaryotes and Eukaryotes: Planctomycetes and Cell Organization". Nature.
{{cite journal}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Coté, Gary; De Tullio, Mario (2010). "Beyond Prokaryotes and Eukaryotes: Planctomycetes and Cell Organization". Nature.
{{cite journal}}
: Unknown parameter|name-list-format=
ignored (|name-list-style=
suggested) (help)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |