ପ୍ରସାଦ ଜୱାଦେ

ଭାରତୀୟ ଅଭିନେତା


ପ୍ରସାଦ ଜୱାଦେ (ଜନ୍ମ: ୩୦ ନଭେମ୍ବର ୧୯୮୮) ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମରାଠୀ କଥାଚିତ୍ର ଏବଂ ଦୂରଦର୍ଶନ ଜଗତରେ କାମ କରନ୍ତି । କଲର୍ସ୍ ମରାଠୀରେ ପ୍ରସାରିତ ରିଆଲିଟି ଶୋ ବିଗ୍ ବସ୍ ମରାଠୀ ୪ରେ ସେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ ।[]

ପ୍ରସାଦ ଜୱାଦେ
ଜନ୍ମ (1988-11-30) ୩୦ ନଭେମ୍ବର ୧୯୮୮ (ବୟସ ୩୫)
କଲ୍ୟାଣ, ମହାରାଷ୍ଟ୍ର
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୯ – ଏବେଯାଏଁ
ପ୍ରସିଦ୍ଧିଆସେ ହେ କନ୍ୟାଦା
ବୈବାହିକ-ସାଥୀ
(m. ୨୦୨୩)

ପ୍ରସାଦ ଜୱାଦେ ୧୯୮୮ ମସିହାର ନଭେମ୍ବର ୩୦ ତାରିଖରେ ମହାରାଷ୍ଟ୍ରର କଲ୍ୟାଣଠାରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ

ସମ୍ପାଦନା

ଅଭିନୟ ଜଗତରେ କାମ କରିବା ପୂର୍ବରୁ ସେ ପୁଣେର ଏକ ଥିଏଟର ଗ୍ରୁପରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ, ସେ ଜୀ ମରାଠୀରେ ପ୍ରସାରିତ ମରାଠୀ ଧାରାବାହିକ ମାଜିଆ ପ୍ରିୟାଲା ପ୍ରୀତ କଲେନାରେ ଅଭିନୟ କରିଥିଲେ । ୨୦୧୧ ମସିହାରେ, ସେ ଜୀ ମରାଠୀରେ ପ୍ରସାରିତ ଅରୁନ୍ଧତୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୩ ମସିହାରେ, ସେ ଷ୍ଟାର୍ ପ୍ରଭାରେ ଲକ୍ଷ୍ମୀ ଭର୍ସେସ୍ ସରସ୍ୱତୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

୨୦୧୫ ମସିହାରେ, ସେ ଆସେ ହେ କନ୍ୟାଦାନରେ ଅଭିନୟ କରିଥିଲେ ।[] ୨୦୧୯ ମସିହାରେ, ସେ ଏକ ମହାନାୟକ – ଡକ୍ଟର ବି.ଆର୍. ଆମ୍ବେଦକରରେ ବି. ଆର୍. ଆମ୍ବେଦକର ଭୂମିକାରେ ଅଭିନୟ କରିଥିଲେ ।[] ଅକ୍ଟୋବର ୨୦୨୨ରେ ସେ ବିଗ୍ ବସ୍ ମରାଠୀ ୪ରେ ଜଣେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ଭାଷା ଆଧାର
୨୦୧୬ ଗୁରୁ ଅତିଥି କଳାକାର ମରାଠୀ
ମି. ଆଣ୍ଡ ମିସେସ୍ ସାଦାଚାରି ଦତ୍ତୁ
୨୦୧୯ ଛିଛୋରେ ହିନ୍ଦୀ []
୨୦୨୦ ମାଲଙ୍ଗ ଦେବେନ୍ ଯାଦବ []
୨୦୨୨ ଏକ ଭିଲେନ୍ ରିଟର୍ଣ୍ଣସ୍ ଆଶୁ ଭୋଇର []

ଅଭିନୀତ ଦୂରଦର୍ଶନ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ୍ ଆଧାର
୨୦୦୯ – ୨୦୧୦ ମହାରାଷ୍ଟ୍ରଚା ସୁପରଷ୍ଟାର୍ ପ୍ରତିଯୋଗୀ ଜୀ ମରାଠୀ
୨୦୧୦ –୨୦୧୧ ମାଜିଆ ପ୍ରିୟାଲା ପ୍ରୀତ କାଲେନା ଜୟ ପ୍ରଭୁ
୨୦୧୧ – ୨୦୧୨ ଅରୁନ୍ଧତୀ ଦିଗବିଜୟ
୨୦୧୨ – ୨୦୧୩ ଲକ୍ଷ୍ମୀ ଭର୍ସେସ୍ ସରସ୍ୱତୀ ରଘୁରାମ ନାଖୱା ଷ୍ଟାର୍ ପ୍ରଭା []
୨୦୧୫ ଆସେ ହେ କନ୍ୟାଦାନ କାର୍ତ୍ତିକ ଜୀ ମରାଠୀ []
୨୦୧୬ – ୨୦୧୭ କୁଲସ୍ୱାମିନୀ ଅଭୟ ଷ୍ଟାର୍ ପ୍ରଭା
୨୦୧୭ ଆୱାଜ୍ - ପୁନ୍ୟଶ୍ଲୋକ ଅହିଲ୍ୟାବାଇ ହୋଳକର ଅତିଥି କଳାକାର କଲର୍ସ ମରାଠୀ
୨୦୧୯ – ୨୦୨୧ ଏକ ମହାନାୟକ - ଡକ୍ଟର ବି.ଆର୍. ଆମ୍ବେଦକର ବି.ଆର୍. ଆମ୍ବେଦକର ଆଣ୍ଡ ଟିଭି [୧୦]
୨୦୨୧ ମହାରାଷ୍ଟ୍ରଚି ହାସ୍ୟଯାତ୍ରା ଅତିଥି ପ୍ରତିଯୋଗୀ ସୋନି ମରାଠୀ
୨୦୨୨ – ୨୦୨୩ ବିଗ୍ ବସ୍ ମରାଠୀ ୪ ପ୍ରତିଯୋଗୀ କଲର୍ସ ମରାଠୀ [୧୧]
୨୦୨୩-ଏବେଯାଏଁ କାବ୍ୟାଞ୍ଜଳୀ - ସଖି ସବଲି ପ୍ରୀତମ [୧୨]
  1. "Bigg Boss Marathi 4: Apurva Nemlekar and Prasad Javade engage in a fight on day one after the former calls him 'useless' and 'arrogant' - Times of India". The Times of India. Retrieved 2022-10-06.
  2. "Ase He Kanyadan - One more family marriage drama on Zee Marathi". Marathi Stars. 2015-01-26. Retrieved 2022-10-06.
  3. "BR Ambedkar's Life to be Brought Alive in TV Series Ek Mahanayak". News18. Retrieved 2022-10-06.
  4. "Meet Bigg Boss Marathi 4 contestants: From Yashashri Masurkar, Kiran Mane to Tejaswini Lonari". The Indian Express. 2022-10-03. Retrieved 2022-10-06.
  5. "बॉलिवूडमध्ये झळकला हा मराठी स्टार". Maharashtra Times (in ମରାଠୀ). Retrieved 2022-10-06.
  6. "Did You Know That This Actor From Ek Mahanayak Dr. B. R. Ambedkar Was Part Of Malang? - Zee5 News". ZEE5. 2020-06-11. Retrieved 2022-10-06.
  7. "Prasad Jawade | undefined Movie News - Times of India". The Times of India. Retrieved 2022-10-06.
  8. "Reliance Big Productions' Lakshmi V/s Saraswathi is the most expensive show made in Marathi". Tellychakkar. Retrieved 2022-10-06.
  9. ""Every actor has a wish to become a director"- Prasad Jawade". Marathi Movie World. 2015-07-03. Retrieved 2022-10-06.
  10. "Prasad Jawade shares his views on doing justice to Dr B.R. Ambedkar's story". Tellychakkar. Retrieved 2022-10-06.
  11. "Bigg Boss Marathi 4: Apurva Nemlekar, Prasad Jawade Involved in Heated Argument". News18. Retrieved 2022-10-06.
  12. "Prasad Jawade to play Pritam's role in KavyaAnjali, says, "It's my return gift to fans who loved me since Bigg Boss Marathi"". The Times of India. ISSN 0971-8257. Retrieved 2023-06-01.

ବାହାର ଲିଙ୍କ୍

ସମ୍ପାଦନା