ପ୍ରଯୁକ୍ତି ବିଦ୍ୟା

ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ୱୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ"[୧]ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞନ ଆହରଣକୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।

ବିଂଶ ଶତାବ୍ଦୀ ମଧ୍ୟ ଭାଗ ସୁଦ୍ଧା ମଣିଷ ନିଜ ବାୟୁମଣ୍ଡଳ ଛାଡି ମହାକାଶକୁ ଯିବାର କୌଶଳ ଶିଖିଯାଇଥିଲା

ସଂଜ୍ଞା ପ୍ରକରଣ ଓ ବ୍ୟବହାରସମ୍ପାଦନ କରନ୍ତୁ

ବିଜ୍ଞାନ, ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାସମ୍ପାଦନ କରନ୍ତୁ

ଇତିହାସସମ୍ପାଦନ କରନ୍ତୁ

ପ୍ରଯୁକ୍ତି ବିଦ୍ୟା ଓ ଦର୍ଶନସମ୍ପାଦନ କରନ୍ତୁ

ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Liddell, Henry George and Robert Scott (1980). A Greek-English Lexicon (Abridged Edition). United Kingdom: Oxford University Press. ISBN 0-19-910207-4.

ଅଧିକ ପଢନ୍ତୁସମ୍ପାଦନ କରନ୍ତୁ