ପ୍ରମୋଦବର୍ଦ୍ଧିନୀ  , [ରାଚୀନ କେନ୍ଦ୍ର ଜାଭାର ମେଡଙ୍ଗ ରାଜ୍ୟର ରାଜା ରକାଇ ପିକତାନ ( 838-850)ଙ୍କ ମୁଖ୍ୟ ରାଣୀ ଥିଲେ । ସେ ଶୈଳେନ୍ଦ୍ର ରାଜା ସମାରତୁଙ୍ଗଙ୍କ କନ୍ୟା ଥିଲେ ।[୧] ପିକତାନଙ୍କ ସହ ତାଙ୍କର ବିବାହକୁ ରାଜନୈତିକ ସାଲିସ ବୋଲି କୁହାଯାଇଥାଏ । ସାଇଲେଙ୍ଗର ବୌଦ୍ଧ ଧର୍ମାବଲମ୍ବୀ ରହିଥିବା ବେଳେ ସଞ୍ଜୟ ବଂଶ ରାଜାମାନେ ହିନ୍ଦୁ ଥିଲେ । 

ପ୍ରମୋଦବର୍ଦ୍ଧିନୀଙ୍କ ଉଦ୍ୟମରେ ବୋରୋବୁଦୁର ଓ ଅନନ୍ୟ ବୁଦ୍ଧ ମନ୍ଦିର ସବୁ ପ୍ରମବନାନ ସମତଳରେ ପ୍ରତିଷ୍ଠା ହେଇଥିଲା ।ଶେଉ । ପ୍ଲାଅସାନ ଓ ସଜୀବନ ବୁଦ୍ଧହ ମନ୍ଦିର ତାଙ୍କର ଅବଦାନ ଥିଲା । ତାଙ୍କର ନାମ ଅନେକ ସିଲାଲେଖରେ ରହିଛି । 842 ମସିହାର ଟୃ ତେପୁସାନ ସିଲାଲେଖାରେ ବୋରୋବୁଦୁରର ରକ୍ଷୟଣା ବେଷଣ ପାଇଁ କରମୁକ୍ତ ଜମି ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି । 829 ମସିହାର ରୁକାନ ସିଲାଲେଖରେ ଭୂକମ୍ପଦ୍ୱାରା ଧ୍ୱଂଶ ହେଇଯାଇଥିବା ରୁକାମ  ଗ୍ରାମର ପୁନରୁଦ୍ଧାର ବିଷୟରେ ଉଲ୍ଲେଖ ରହିଛି । [୨]ସେଠାରେ ଏକ ପବିତ୍ର ମନ୍ଦିର ନିର୍ମିତ ହେଇଥିଲା ଯାହାକୁ ଏବେ ସଜୀବନ ମନ୍ଦିର କୁହାଯାଏ । ଲୋରୋ ଜୋଂରାନ କିମ୍ବଦନ୍ତୀ ଅନୁସାରେ ପ୍ରେମବରଣ ମନ୍ଦିରର ଦୁର୍ଗ ପ୍ରତିମୂର୍ତି ସହ ପ୍ରମୋଦବର୍ଦ୍ଧିନୀଙ୍କ ଚେହେରାର ସଦୃଶ ରହିଥିଲା । 

ନୋଟ ସବୁ  ସମ୍ପାଦନା

  1. Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
  2. Drs. R. Soekmono, (1973, 5th reprint edition in 1988). Pengantar Sejarah Kebudayaan Indonesia 2, 2nd ed. Yogyakarta: Penerbit Kanisius. p. 46. {{cite book}}: Check date values in: |date= (help)CS1 maint: extra punctuation (link)Check date values in: |date= (help)