ପ୍ରଭା ଚାଟାର୍ଜୀ ଭାରତର ବେଙ୍ଗାଳୁରୁସ୍ଥିତ ଜନ ଏଫ. ୱେଲ୍ସ ଟେକନୋଲୋଜି ସେଣ୍ଟରରେ (ଆଗରୁ ଜେନେରାଲ ଇଲେକ୍ଟ୍ରିକ ଗ୍ଲୋବାଲ ରିସର୍ଚ ଆଣ୍ଡ ଟେକନୋଲୋଜି ଡେଭଲପମେଣ୍ଟ ସେଣ୍ଟର ନାମରେ ଜଣା) ଜଣେ ଭାରତୀୟ ବୈଜ୍ଞାନିକ ।[୧] ସେ ଆଗରୁ ହାଇଦ୍ରାବାଦର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକନୋଲୋଜିରେ ଜଣେ ବରିଷ୍ଠ ବୈଜ୍ଞାନିକ ଥିଲେ ଓ ଭାରତର ସୋସାଇଟି ଅଫ ବାଇଓମ୍ୟାଟେରିଆଲ୍ସ ଆଣ୍ଡ ଆର୍ଟିଫିସିଆଲ ଅର୍ଗାନ୍ସର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ ।[୨][୩] ସେ ପ୍ରଧାନତଃ ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Prabha Chatterji". Women in science: an Indian Academy of Sciences initiative. Indian Academy of Sciences. 2007. Retrieved 17 March 2014.
  2. "Executive committee for 2011-2014". Society for Biomaterials and Artificial Organs - India. Archived from the original on 6 October 2014. Retrieved 17 March 2014.
  3. "Smt. Chandaben Mohanbhai Patel Industrial Research Award for Women Scientists". Archived from the original on 26 February 2014. Retrieved 17 March 2014.