ପୌରସଂସ୍ଥା
ସହରାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ୱାୟତ ଶାସନ ସଂସ୍ଥାକୁ ପୌରସଂସ୍ଥା କୁହାଯାଏ ପୌରସଂସ୍ଥା ଗୁଡ଼ିକ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ନଗପାଳିକା, ନିଗମ ଓ ମହାନଗର ନିଗମ
ବିଜ୍ଞାପିତ ଅଞ୍ଚଳ ପରିଷଦ
ସମ୍ପାଦନାବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ. ଏ. ସି. ଦଶହଜାରରୁ ଅଧିକ ଲୋକ ବାସ କରୁଥିବା ସହରମାନଙ୍କରେ କାର୍ଯ୍ୟ କରେ
ନଗରପାଳିକା
ସମ୍ପାଦନାନଗରପାଳିକା ବା ମ୍ୟୁନିସିପାଲିଟି ଏକଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ
ନିଗମ
ସମ୍ପାଦନାନିଗମ ବା କର୍ପୋରେସନ ଦୁଇଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ
ମହାନଗର ନିଗମ
ସମ୍ପାଦନାମହାନଗର ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ