ପୋନୀ ବର୍ମା

ଭାରତୀୟ ନୃତ୍ୟ ନିର୍ଦ୍ଦେଶିକା

ପୋନୀ ବର୍ମା (ଜନ୍ମନାମ: ରଶ୍ମି ବର୍ମା) ଜଣେ ଭାରତୀୟ ନୃତ୍ୟ ନିର୍ଦ୍ଦେଶକ । ସେ ୨୦୦୦ ମସିହାରେ କଥାଚିତ୍ର ଜଗତରେ ନୃତ୍ୟ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ କଲର୍ସ ଚ୍ୟାନେଲ୍ ପାଇଁ ଏକ ନୃତ୍ୟଭିତ୍ତିକ ରିଆଲିଟି ଶୋ' ଚକ୍ ଧୁମ୍ ଧୁମ୍‍‍‍ରେ ମଧ୍ୟ କାମ କରିଛନ୍ତି । ସେ ୨୪ ଅଗଷ୍ଟ ୨୦୧୦ରେ ଅଭିନେତା ପ୍ରକାଶ ରାଜଙ୍କୁ ବିବାହ କରିଥିଲେ । ୨୦୧୬ ଫେବୃଆରୀରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।[୨]

ପୋନୀ ବର୍ମା
୨୦୧୨ ମସିହାରେ ଇଶା ଦେଓଲଙ୍କ ସଙ୍ଗୀତ୍ କାର୍ଯ୍ୟକ୍ରମରେ ପୋନୀ ବର୍ମା (ବାମ) ଓ ଶ୍ୱେତା ପଣ୍ଡିତ (ଡାହାଣ)
ଜନ୍ମ
ରଶ୍ମି ବର୍ମା[୧]

(1977-09-15) ୧୫ ସେପ୍ଟେମ୍ବର ୧୯୭୭ (ବୟସ ୪୬)
ଜାତୀୟତାଭାରତୀୟ
ଅନ୍ୟ ନାମପୋନି ବର୍ମା
ବୃତ୍ତିନୃତ୍ୟ ନିର୍ଦ୍ଦେଶିକା
ସକ୍ରିୟ ବର୍ଷ୨୦୦୦  – ଏବେଯାଏଁ
ବୈବାହିକ-ସାଥୀ
(m. ୨୦୧୦)
ସନ୍ତାନବେଦାନ୍ତ

କାମ କରିଥିବା କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା
୨୦୧୮ ଟାଇଗର୍ ଜିନ୍ଦା ହୈ ନୃତ୍ୟ ନିର୍ଦ୍ଦେଶିକା
୨୦୧୪ ଉନ୍ ସମାୟାଲ୍ ଅରାୟିଲ୍ ନୃତ୍ୟ ନିର୍ଦ୍ଦେଶିକା, ସହଯୋଗୀ ନିର୍ଦ୍ଦେଶକ
୨୦୧୩ ଜଞ୍ଜିର୍ ନୃତ୍ୟ ନିର୍ଦ୍ଦେଶିକା
ଜିଲ୍ଲା ଗାଜିଆବାଦ୍ ନୃତ୍ୟ ନିର୍ଦ୍ଦେଶିକା
୨୦୧୧ ଡାର୍ଟି ପିକ୍‍ଚର୍ସ୍ ନୃତ୍ୟ ନିର୍ଦ୍ଦେଶିକା
ବଦ୍ରିନାଥ୍ ନୃତ୍ୟ ନିର୍ଦ୍ଦେଶିକା
ନଟି @ ୪୦ ନୃତ୍ୟ ନିର୍ଦ୍ଦେଶିକା
ଅଲା ମୋଡାଲାଇନ୍ଦି ନୃତ୍ୟ ନିର୍ଦ୍ଦେଶିକା
୨୦୧୦ ଗୁଜାରିଶ୍ ନୃତ୍ୟ ନିର୍ଦ୍ଦେଶିକା
ଖଟ୍ଟା ମିଠା ନୃତ୍ୟ ନିର୍ଦ୍ଦେଶିକା
ପ୍ରିନ୍ସ ନୃତ୍ୟ ନିର୍ଦ୍ଦେଶିକା
୨୦୦୯ ଆକାସମନ୍ଥ ନୃତ୍ୟ ନିର୍ଦ୍ଦେଶିକା
ଚାନ୍ଦନୀ ଚୌକ୍ ଟୁ ଚାଇନା ନୃତ୍ୟ ନିର୍ଦ୍ଦେଶିକା
୨୦୦୮ ଅଗ୍‍ଲି ଔର୍ ପଗ୍‍ଲି ନୃତ୍ୟ ନିର୍ଦ୍ଦେଶିକା
ହସ୍ତେ ହସ୍ତେ ନୃତ୍ୟ ନିର୍ଦ୍ଦେଶିକା
ଇଧି ସଙ୍ଗତି ନୃତ୍ୟ ନିର୍ଦ୍ଦେଶିକା
୨୦୦୭ ଭୁଲ୍ ଭୁଲେୟା ନୃତ୍ୟ ନିର୍ଦ୍ଦେଶିକା
ଆପ୍ କା ସୁରୁର୍ ନୃତ୍ୟ ନିର୍ଦ୍ଦେଶିକା
୨୦୦୬ ଚୁପ୍ ଚୁପ୍ କେ ନୃତ୍ୟ ନିର୍ଦ୍ଦେଶିକା
ମାଲାମାଲ୍ ଉଇକ୍‍ଲି ନୃତ୍ୟ ନିର୍ଦ୍ଦେଶିକା
୨୦୦୫ କ୍ୟୁଁ କି ନୃତ୍ୟ ନିର୍ଦ୍ଦେଶିକା
ଗରମ୍ ମସାଲା ନୃତ୍ୟ ନିର୍ଦ୍ଦେଶିକା
ସୁପର୍ ନୃତ୍ୟ ନିର୍ଦ୍ଦେଶିକା
୨୦୦୪ ଦିଲ୍ ବେଚାରା ପ୍ୟାର୍ କା ମାରା ନୃତ୍ୟ ନିର୍ଦ୍ଦେଶିକା
ସଲାଖେଁ (ପାକିସ୍ତାନୀ କଥାଚିତ୍ର) ନୃତ୍ୟ ନିର୍ଦ୍ଦେଶିକା
ଷ୍ଟପ୍! ନୃତ୍ୟ ନିର୍ଦ୍ଦେଶିକା
ମୁସ୍କାନ୍ ନୃତ୍ୟ ନିର୍ଦ୍ଦେଶିକା
୨୦୦୩ ହଙ୍ଗାମା ନୃତ୍ୟ ନିର୍ଦ୍ଦେଶିକା
ବାଜ୍: ଏ ବାର୍ଡ଼ ଇନ୍ ଡେଞ୍ଜର୍ ନୃତ୍ୟ ନିର୍ଦ୍ଦେଶିକା
୨୦୦୨ ଫିଲ୍‍ହାଲ୍ ନୃତ୍ୟ ନିର୍ଦ୍ଦେଶିକା
୨୦୦୧ ୟେ ତେରା ଘର୍ ୟେ ମେରା ଘର୍

ଆଧାର ସମ୍ପାଦନା

  1. "Prakashraj's bride talks". The New Indian Express. Retrieved 18 April 2021.
  2. "Prakash Wife Pony Verma Blessed with a boy". Telangananewspaper.com. Retrieved 3 February 2016.

ବାହାର ଲିଙ୍କ୍ ସମ୍ପାଦନା