ପୋଡୋଫାଇଲୋଟକ୍ସିନ
ପୋଡୋଫାଇଲୋଟକ୍ସିନ ( ପିପିଟି ), ଯାହାକୁ ପୋଡୋଫାଇଲକ୍ସ ମଧ୍ୟ କୁହାଯାଏ, ଏହା ଏକ ଔଷଧ ଯାହା ଯୌନାଙ୍ଗ ଭାତୁଡ଼ି ଏବଂ ମୋଲୁସ୍କମ କୋଣ୍ଟାଜିଓସମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ବାହ୍ୟ ୱାର୍ଟ ବିନା ପାପିଲୋମା ଭୂତାଣୁ ସଂକ୍ରମଣ ପାଇଁ ଏହି ଔଷଧ ଦେବାକୁ ସୁପାରିଶ କରାଯାଏ ନାହିଁ ।[୨] ଏହା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କିମ୍ବା ରୋଗୀ ନିଜେ ପ୍ରଭାବିତ ଚର୍ମରେ ପ୍ରୟୋଗ କରନ୍ତି ।[୨]
Clinical data | |
---|---|
Trade names | Condylox, Warticon, Wartec, others |
Synonyms | Podofilox,[୧] (5R,5aR,8aR,9R)-9-hydroxy-5-(3,4,5-trimethoxyphenyl)-5,8,8a,9-tetrahydrofuro[3',4':6,7]naphtho[2,3-d][1,3]dioxol-6(5aH)-one |
AHFS/Drugs.com | monograph |
MedlinePlus | a684055 |
Pregnancy category |
|
Pharmacokinetic data | |
Elimination half-life | 1.0 to 4.5 hours. |
Identifiers | |
| |
ECHA InfoCard | 100.007.502 |
Chemical and physical data | |
Formula | C22H22O8 |
Molar mass | ୪୧୪.୪୧ g·mol−1 |
3D model (JSmol) | |
Melting point | 183.3 to 184 °C (361.9 to 363.2 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥାନରେ ଜ୍ୱାଳା, ଯନ୍ତ୍ରଣା ଏବଂ ଲାଲିମା ହୋଇପାରେ ।[୨] ଏହା ପୋଡୋଫିଲମରୁ ବାହାର କରାଯାଇଥିବା ଏକ ଅଣ- ଆଲକାଲଏଡ୍ ଟକ୍ସିନ୍ ଲିଗନିନ ।[୩] ପୋଡୋଫାଇଲମ ରେଜିନ ଭାବରେ ଜଣାଶୁଣା ଏକ କମ ବିଶୋଧିତ ଦ୍ରବ୍ୟ ମଧ୍ୟ ଉପଲବ୍ଧ, କିନ୍ତୁ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।[୪][୫]
ପୋଡୋଫାଇଲୋଟକ୍ସିନ ପ୍ରଥମେ ୧୮୮୦ ମସିହାରେ ପୃଥକ କରାଯାଇଥିଲା ।[୬] ୧୯୯୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା।[୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ପୋଡୋଫାଇଲମ ରେଜିନ ବଦଳର ଏହାର ନାମ ଲିପିବଦ୍ଧ ଅଛି ।[୭] ଯୁକ୍ତରାଷ୍ଟ୍ରରେ ୩.୫ ମିଲିର ଏକ ବୋତଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା ।[୮] ଏହା ଅନ୍ୟମାନଙ୍କ ମଧ୍ୟରେ କଣ୍ଡିଲାଇନ ଏବଂ ୱାର୍ଟିକନ ବ୍ରାଣ୍ଡ ନାମରେ ବିକ୍ରି ହୁଏ | [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Podophyllotoxin for anogenital warts; Podophyllotoxin info". patient.info. Archived from the original on 2018-05-07. Retrieved 2018-05-06.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Podofilox". The American Society of Health-System Pharmacists. Archived from the original on 21 December 2016. Retrieved 8 December 2016.
- ↑ Xu H, Lv M, Tian X (2009). "A review on hemisynthesis, biosynthesis, biological activities, mode of action, and structure-activity relationship of podophyllotoxins: 2003-2007". Current Medicinal Chemistry. 16 (3): 327–49. doi:10.2174/092986709787002682. PMID 19149581.
- ↑ "Podophyllum Resin". The American Society of Health-System Pharmacists. Archived from the original on 22 December 2016. Retrieved 8 December 2016.
- ↑ World Health Organization (2009). Stuart MC, Kouimtzi M, Hill SR (eds.). WHO Model Formulary 2008. World Health Organization. p. 307. hdl:10665/44053. ISBN 9789241547659.
- ↑ Cragg GM, Kingston DG, Newman DJ (2011). Anticancer Agents from Natural Products, Second Edition (2 ed.). CRC Press. p. 97. ISBN 9781439813836. Archived from the original on 2021-07-01. Retrieved 2021-10-04.
- ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
- ↑ "Condylox Prices, Coupons & Savings Tips - GoodRx". GoodRx. Archived from the original on 29 September 2016. Retrieved 28 October 2021.