ପେଣ୍ଟୋସାନ ପଲିସଲଫେଟ
ପେଣ୍ଟୋସାନ ପଲିସଲଫେଟ (ପିପିଏସ), ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଏଲମିରନ, ହେଉଛି ଏକ ଔଷଧ ଯାହା ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Synonyms | Pentosan polysulfate sodium, (1->4)-β-Xylan 2,3-bis(hydrogen sulfate) with a 4 O-methyl-α-D-glucuronate |
AHFS/Drugs.com | monograph |
Pregnancy category |
|
Routes of administration | By mouth |
Pharmacokinetic data | |
Excretion | Urine |
Chemical and physical data | |
Formula | (C5H6Na2O10S2)n |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ତରଳ ଝାଡ଼ା, ଅଇ, ମଳରେ ରକ୍ତ, ରାସ, ଯକୃତ ସମସ୍ୟା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ସମସ୍ୟା ଏବଂ ସଂକ୍ରମଣ ହୋଇପାରେ। [୨] ଏହା ଏକ ଆଂଶିକ ଉତ୍ପାଦିତ ହେପାରିନଏଡ ।[୧] ଏହାକୁ ମୂତ୍ରାଶୟ କାନ୍ଥରେ ସଂଲଗ୍ନ ହୋଇ କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । [୩]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଣ୍ଟୋସାନ ପଲିସଲଫେଟ ଅନୁମୋଦିତ ହୋଇଥିଲା ।[୧] ୨୦୨୧ସୁଦ୍ଧା ଯୁକ୍ତରାଷ୍ଟ୍ରରେ ମାସକୁ ପ୍ରାୟ ୯୦୦ ଡଲାର ଏହା ନିମନ୍ତେ ଖର୍ଚ୍ଚ ହୋଇଥାଏ। [୩]
ଆଧାର ସମ୍ପାଦନା
- ↑ ୧.୦ ୧.୧ ୧.୨ ୧.୩ ୧.୪ "Pentosan Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 27 October 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 835. ISBN 978-0857114105.
- ↑ ୩.୦ ୩.୧ "Elmiron Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 August 2020. Retrieved 27 October 2021.