ପେଣ୍ଟୋସାନ ପଲିସଲଫେଟ

ଏହା ଏକ ଔଷଧ ଯାହା ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ପାଇଁ ବ୍ୟବହୃତ ହୁଏ ।

ପେଣ୍ଟୋସାନ ପଲିସଲଫେଟ (ଇଂରାଜୀ ଭାଷାରେ Pentosan polysulfate, ପିପିଏସ୍ ), ଏହାର ଏକ ବିକ୍ରୟ ନାମ ଏଲମିରନ, ହେଉଛି ମୂତ୍ରାଶୟ ଯନ୍ତ୍ରଣା ସିଣ୍ଡ୍ରୋମ ରୋଗ ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ପାଟିରେ ଦିଆଯାଏ ।[]

ପେଣ୍ଟୋସାନ ପଲିସଲଫେଟ
Clinical data
SynonymsPentosan polysulfate sodium, (1->4)-β-Xylan 2,3-bis(hydrogen sulfate) with a 4 O-methyl-α-D-glucuronate
AHFS/Drugs.commonograph
Pregnancy
category
  • B
Routes of
administration
By mouth
Pharmacokinetic data
ExcretionUrine
Chemical and physical data
Formula(C5H6Na2O10S2)n
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ତରଲ ଝାଡ଼ା, ବାନ୍ତି, ମଳରେ ରକ୍ତ, ରାସ, ଯକୃତ ସମସ୍ୟା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ସମସ୍ୟା ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ଆଂଶିକ ଉତ୍ପାଦିତ ହେପାରିନଏଡ ।[] ମୂତ୍ରାଶୟ କାନ୍ଥରେ ସଂଲଗ୍ନ ହୋଇ ଏହା ସୁରକ୍ଷା ଦେଉଥିବା ବିଶ୍ୱାସ କରାଯାଏ ।[]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଣ୍ଟୋସାନ ପଲିସଲଫେଟ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ପିଛା ପ୍ରାୟ ୯୦୦ ଡଲାର ଖର୍ଚ୍ଚ ହୁଏ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦ ପାଉଣ୍ଡ ।[]

ସନ୍ଦର୍ଭ

ସମ୍ପାଦନା
  1. ୧.୦ ୧.୧ ୧.୨ ୧.୩ ୧.୪ "Pentosan Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 27 October 2021.
  2. ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 835. ISBN 978-0857114105.
  3. ୩.୦ ୩.୧ "Elmiron Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 August 2020. Retrieved 27 October 2021.