ପୃଥ୍ୱୀ (କ୍ଷେପଣାସ୍ତ୍ର)
ପୃଥ୍ୱୀi (ସଂସୃତରେ pṛthvī "Earth")ଏକ ଶଟ- ରେଞ୍ଜ ବିଶିଷ୍ଟ ଭୂମି -ରୁ-ଭୂମି ନିକ୍ଷ୍ଯେପଣ କରାଯାଇପାରୁଥିବା ମିସାଇଲ (SRBM) । ଏହା ଭାରତୀୟ ସରକାରଙ୍କ " Integrated Guided Missile Development Program" (IGMDP).ଦ୍ୱାରା ନିର୍ମିତ ଓ ଭାରତୀୟ କମାଣ୍ଡ ଫୋର୍ସଦ୍ୱାରା ନିଯୋଜିତ ହେଇଥାଏ ।
ପୃଥ୍ୱୀ ମିସାଇଲ | |
---|---|
Type | Short Range Ballistic Missile |
Place of origin | India |
Service history | |
In service | 1994 (Prithvi I) |
Used by | Indian Armed Forces |
Production history | |
Manufacturer | Defence Research and Development Organisation (DRDO) Bharat Dynamics Limited (BDL) |
Produced | February 25, 1988 (Prithvi I) January 27, 1996 (Prithvi II) January 23, 2004 (Prithvi III) |
Specifications | |
Weight | 4,400 kg (Prithvi I) 4,600 kg (Prithvi II) 5,600 kg (Prithvi III) |
Length | 9 m (Prithvi I) 8.56 m (Prithvi II, Prithvi III) |
Diameter | 110 cm (Prithvi I, Prithvi II) 100cm (Prithvi III) |
Engine | Single Stage liquid fuel dual motor(Prithvi I, Prithvi II), Single Stage Solid Motor (Prithvi III) |
Operational range |
150 km (Prithvi I) 250-350 km (Prithvi II) 350 - 600 km (Prithvi III) |
Guidance system |
strap-down inertial guidance |
Launch platform |
8 x 8 Tata Transporter Erector Launcher |
ଉନ୍ନୟନ ଓ ନିର୍ମାଣ ଇତିହାସ
ସମ୍ପାଦନାକ୍ଷେପଣାସ୍ତ୍ର ନିର୍ମାଣରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ଭାରତ ସରକାର ୧୯୮୩ରେ ସମନ୍ୱିତ ଦିଗଦର୍ଶନ ସହ କ୍ଷେପଣାସ୍ତ୍ର ଉନ୍ନୟନ ପ୍ରକଳ୍ପର ଆରମ୍ଭ କରିଥିଲେ । ଏଠିଦ୍ୱାରା ବିଭିନ୍ନ ପ୍ରକାରଭେଦର ଭୂମି -ରୁ -ଭୂମି , ତାହା ଭୂମି-ରୁ ଆକାଶ ଓ ସମୁଦ୍ର- ରୁ- ଆକାଶକୁ ପ୍ରେରଣା କରାଯାଇପାରୁଥିବା କ୍ଷେପଣାସ୍ତ୍ରର ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେଇଥିଲା । ପୃଥ୍ୱୀ ଏହି ଉଦ୍ୟମର ପ୍ରଥମ ସଫଳ ପ୍ରକଳ୍ପ । ଏହା ଭୂମି -ରୁ -ଆକାଶ ଜାତୀୟ କ୍ଷେପଣାସ୍ତ୍ର ଯାହା project Devil। [୧] ନାମରେ ଆରମ୍ଭ କରାଯାଇଥିଲା । ଏଥିରେ ତରଳ ବ ଶୁଷ୍କ ଜାତୀୟ ଇନ୍ଧନର ବ୍ୟବହାର ହେଇଥିଲା । ଏଥିରେ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷ୍ୟମତା ରହିଥିଲା ।
ପ୍ରକାରଭେଦ
ସମ୍ପାଦନାଏହି ପୃଥ୍ୱୀ ମିସାଇଲ ପ୍ରକଳ୍ପରେ ୩ଟି ଭିନ୍ନ ପ୍ରକାର ମିସାଇଲର ଅରସ୍ତୁତି କରାଯାଇ ଭାରତୀୟ ଆର୍ମୀ, ବାୟୁସେନା ଓ ନୌସେନାଦ୍ୱାରା ବ୍ୟବହୃତ ହେଇଥାଏ ।ସେଗୁଡ଼ିକ ନିମ୍ମ ପ୍ରକାରର .[୨]
- ପୃଥ୍ୱୀ-I (SS-୧୫୦) ଏହା ଆର୍ମିରେ ବ୍ୟବହାର ପାଇଁ ପ୍ରସ୍ତୁତ । ଏଥିରେ ୧,୦୦୦ କିଲୋଗ୍ରାମ ବହନ କ୍ଷ୍ୟମତା ଥାଇ ଏହା ୧୫୦ କିଲୋମିଟର ଦୂରକୁ ଯାଇପାରିବାର ରେଞ୍ଜ ରହିଥାଏ ।
- ପୃଥ୍ୱୀ II (SS-250) - ବାୟୁ ସେନାରେ ବ୍ୟବହାର ପାଇଁ ଏହା ନିର୍ମିତ । ଏହାକୁ ୩୫୦ କିଲୋମିଟର ଦୂର ପାଇଁ ବ୍ୟବହାର କରାଯାଇପାରିବ । ଏହାର ଭାର ବହନ କ୍ଷ୍ୟମତା ୫୦୦ କିଲୋଗ୍ରାମ
- ପୃଥ୍ୱୀ III (SS-350) - ଏହା ନୌସେନା ପାଇଁ ଉଦ୍ଧ୍ହିଷ୍ଟ । ଏହାର ରେବ୍ଜ ୩୫୦ କିଲୋମିଟର ହେଇଥିବା ବେଳେ ଭାର ବହନ ଶକ୍ତି ୧,୦୦୦ କିଲୋଗ୍ରାମ ।
ବର୍ଣ୍ଣନା
ସମ୍ପାଦନାଭାରତୀୟ ମିସାଇଲ ନିର୍ମାଣ ଓ ପରିକ୍ଷ୍ୟଣର ସାରଣୀ ;
Test Type | Date | User | Status | Notes |
---|---|---|---|---|
Test | 27 January 1996 | DRDO | Successful | |
User trial | 12 October 2009 (I)[୩] | Strategic Forces Command | Successful | |
12 October 2009 (II)[୩] | ||||
24 September 2010 | Failure | Launch motor failure | ||
22 December 2010 (I)[୪] | Successful | |||
22 December 2010 (II)[୪] | ||||
9 June 2011 | ||||
25 August 2012[୫] | ||||
4 October 2012[୬] | ||||
7 October 2013 | ||||
7 January 2014[୭] | ||||
28 March 2014[୭] | ||||
26 November 2015[୮] | ||||
16 February 2016 | ||||
18 May 2016 |
times.
ଅଧିକ ପଠନ
ସମ୍ପାଦନା- Media related to Prithvi missiles at Wikimedia Commons
- Integrated Guided Missile Development Program
- Project Devil
- SS-45 Missile
- Project Valiant
- Dhanush (missile)
- Indian Ballistic Missile Defence Programme
ଆଧାର
ସମ୍ପାଦନା- ↑
{{cite web}}
: Empty citation (help) - ↑ Centre for Non Proliferation Studies Archive Archived 2001-12-02 at the Library of Congress accessed 18 October 2006.
- ↑ ୩.୦ ୩.୧ "India test-fires two Prithvi- II missiles". The Hindu (in Indian English). 2009-10-12. ISSN 0971-751X. Retrieved 2016-05-18.
{{cite news}}
: More than one of|ISSN=
and|issn=
specified (help); More than one of|accessdate=
and|access-date=
specified (help) - ↑ ୪.୦ ୪.୧ "India test-fires two Prithvi-II ballistic missiles". The Times Of India. 2010-12-22. Archived from the original on 2012-11-04. Retrieved 2016-11-03.
- ↑ "Prithvi II successfully test-fired". thehindu.com. 2012-08-25. Retrieved 2012-08-25.
{{cite news}}
: More than one of|accessdate=
and|access-date=
specified (help) - ↑ "Prithvi-II ballistic missile test fired". The Hindu. 4 October 2012. Retrieved 4 October 2012.
{{cite news}}
: More than one of|accessdate=
and|access-date=
specified (help) - ↑ ୭.୦ ୭.୧ "India test-fires nuclear-capable Prithvi-II missile". The Indian Express. 7 January 2014. Retrieved 7 January 2014.
{{cite news}}
: More than one of|accessdate=
and|access-date=
specified (help) - ↑ "India successfully test fires Prithvi". 26 November 2015.