ପୂଙ୍ଗାନି

ଭାରତୀୟ ଲୋକଗୀତ ଗାୟିକା

ପୂଙ୍ଗାନି (Tamil: பூங்கனி, ପୂଙ୍ଗାନି ଅମ୍ମାଲ, ପୂଙ୍ଗାନି ଆମ୍ମା ଭାବରେ ମଧ୍ୟ ଜଣା) (୧୯୩୪, ସରବନାନ ତେରି – ୨ ନଭେମ୍ବର ୨୦୧୮, କୋଟ୍ଟାରାନ, ତାମିଲନାଡ଼ୁ) ଜଣେ ଭାରତୀୟ-ତାମିଲ ଲୋକଗୀତ ଗାୟିକା । ସେ ତାମିଲ ନାଡ଼ୁ ଓ କେରଳର ଦକ୍ଷିଣ ଭାଗର ଏକ ଗୀତିନାଟ୍ୟ ଶୈଳୀର ପରିବେଷଣାକାରୀ ଥିଲେ । ମାଡ୍ରାସ ବିଶ୍ୱବିଦ୍ୟାଳୟରଦ୍ୱାରା ତାଙ୍କୁ ଓମ୍ ମୁଥୁ ମାରି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୀବନୀ ସମ୍ପାଦନା

ସେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୧][୨] ସେ ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ।[୩] ୧୦ କିମ୍ବା ୧୨ ବର୍ଷ ବୟସରେ ସେ ଏକ ସ୍ଥାନୀୟ ମନ୍ଦିରରେ ଭିଲ୍ଲୁ ପାଟୁ ପରିବେଷଣ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଏହି ସଙ୍ଗୀତ ପରମ୍ପରାକୁ ଶିବଖିବା ଆରମ୍ଭ କରିଥିଲେ ।[୨][୪][୫]

ସେ ୧୫ ବର୍ଷ ବୟସରେ ତାଙ୍କ ସଙ୍ଗୀତ ଦଳର ଜଣେ ବାଦ୍ୟକାରଙ୍କୁ ବିବାହ କରିଥିଲେ[୬] ଏବଂ ବିବାହ ପରେ ଉଭୟ ସାଙ୍ଗରେ ପରିବେଷଣ କରିଥିଲେ ।[୫] ୨୦୧୮ ମସିହାର ନଭେମ୍ବର ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୭]

ଆଧାର ସମ୍ପାଦନା

  1. T. Ramakrishnan (27 June 2018). "தமிழகத்தின் முதல் பெண் வில்லுப்பாட்டுக் கலைஞர்!". Dinamani (in ତାମିଲ୍). Retrieved 11 November 2018.
  2. ୨.୦ ୨.୧ Vishnu Swaroop (22 July 2016). "A tale of Poongani, the oldest living villupaattu performer in Tamil Nadu". The Times of India. Retrieved 11 November 2018.
  3. K. Kathivaran (18 November 2016). "வியக்க வைக்கும் வில்லிசை வித்தகி". Dinakaran (in ତାମିଲ୍). Archived from the original on 11 November 2018. Retrieved 11 November 2018.
  4. S. Mahesh (1 February 2016). "Octogenarian Villupattu Artiste Living in Penury". The New Indian Express. Retrieved 11 November 2018.
  5. ୫.୦ ୫.୧ B. Kolappan (2 June 2018). "A villupaatu artiste and the sad notes of life". The Hindu. Retrieved 11 November 2018.
  6. "வில்லுப்பாட்டு வித்தகி பூங்கனி!". Dinamani (in ତାମିଲ୍). 18 January 2017. Retrieved 11 November 2018.
  7. Special Correspondent (2 November 2018). "Veteran villupaattu exponent dead". The Hindu. Retrieved 11 November 2018.