ପୂଙ୍ଗାନି
ଭାରତୀୟ ଲୋକଗୀତ ଗାୟିକା
ପୂଙ୍ଗାନି (Tamil: பூங்கனி, ପୂଙ୍ଗାନି ଅମ୍ମାଲ, ପୂଙ୍ଗାନି ଆମ୍ମା ଭାବରେ ମଧ୍ୟ ଜଣା) (୧୯୩୪, ସରବନାନ ତେରି – ୨ ନଭେମ୍ବର ୨୦୧୮, କୋଟ୍ଟାରାନ, ତାମିଲନାଡ଼ୁ) ଜଣେ ଭାରତୀୟ-ତାମିଲ ଲୋକଗୀତ ଗାୟିକା । ସେ ତାମିଲ ନାଡ଼ୁ ଓ କେରଳର ଦକ୍ଷିଣ ଭାଗର ଏକ ଗୀତିନାଟ୍ୟ ଶୈଳୀର ପରିବେଷଣାକାରୀ ଥିଲେ । ମାଡ୍ରାସ ବିଶ୍ୱବିଦ୍ୟାଳୟରଦ୍ୱାରା ତାଙ୍କୁ ଓମ୍ ମୁଥୁ ମାରି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜୀବନୀ
ସମ୍ପାଦନାସେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୧][୨] ସେ ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ।[୩] ୧୦ କିମ୍ବା ୧୨ ବର୍ଷ ବୟସରେ ସେ ଏକ ସ୍ଥାନୀୟ ମନ୍ଦିରରେ ଭିଲ୍ଲୁ ପାଟୁ ପରିବେଷଣ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଏହି ସଙ୍ଗୀତ ପରମ୍ପରାକୁ ଶିବଖିବା ଆରମ୍ଭ କରିଥିଲେ ।[୨][୪][୫]
ସେ ୧୫ ବର୍ଷ ବୟସରେ ତାଙ୍କ ସଙ୍ଗୀତ ଦଳର ଜଣେ ବାଦ୍ୟକାରଙ୍କୁ ବିବାହ କରିଥିଲେ[୬] ଏବଂ ବିବାହ ପରେ ଉଭୟ ସାଙ୍ଗରେ ପରିବେଷଣ କରିଥିଲେ ।[୫] ୨୦୧୮ ମସିହାର ନଭେମ୍ବର ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୭]
ଆଧାର
ସମ୍ପାଦନା- ↑ T. Ramakrishnan (27 June 2018). "தமிழகத்தின் முதல் பெண் வில்லுப்பாட்டுக் கலைஞர்!". Dinamani (in ତାମିଲ୍). Retrieved 11 November 2018.
- ↑ ୨.୦ ୨.୧ Vishnu Swaroop (22 July 2016). "A tale of Poongani, the oldest living villupaattu performer in Tamil Nadu". The Times of India. Retrieved 11 November 2018.
- ↑ K. Kathivaran (18 November 2016). "வியக்க வைக்கும் வில்லிசை வித்தகி". Dinakaran (in ତାମିଲ୍). Archived from the original on 11 November 2018. Retrieved 11 November 2018.
- ↑ S. Mahesh (1 February 2016). "Octogenarian Villupattu Artiste Living in Penury". The New Indian Express. Retrieved 11 November 2018.
- ↑ ୫.୦ ୫.୧ B. Kolappan (2 June 2018). "A villupaatu artiste and the sad notes of life". The Hindu. Retrieved 11 November 2018.
- ↑ "வில்லுப்பாட்டு வித்தகி பூங்கனி!". Dinamani (in ତାମିଲ୍). 18 January 2017. Retrieved 11 November 2018.
- ↑ Special Correspondent (2 November 2018). "Veteran villupaattu exponent dead". The Hindu. Retrieved 11 November 2018.