ପୁତ୍ତିଙ୍ଗାଳ ମନ୍ଦିର
ଭାରତର ଏକ ହିନ୍ଦୁ ମନ୍ଦିର
ପୁତ୍ତିଙ୍ଗାଳ ମନ୍ଦିର, ଭାରତୀୟ ରାଜ୍ୟ କେରଲର ତଟବର୍ତୀ ସହର ପାରାଭୁରଠାରେ ଥିବା ଏକ ହିନ୍ଦୁ ମନ୍ଦିର । ଦେବୀଙ୍କ ଉପସ୍ଥିତି ଅନୁଭୂତ ହେବା ପରେ ପିମ୍ପୁଡି ପାହାଡ ଉପରେ ମନ୍ଦିର ସ୍ଥାପିତ ହେଇଥିଲା । .[୧]
Puttingal Temple പരവൂര് പുറ്റിങ്ങല് ദേവീക്ഷേത്രം | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Kollam |
Location | |
ସ୍ଥାନ | Paravur |
State | Kerala |
Country | India |
ଭରାଣୀ ଦିନ ଏହି ମନ୍ଦିରରେ ବଡ ଆକାରରେ ପର୍ବ ପାଳିତ ହେଇଥାଏ ।
2016 ଅଗ୍ନି ବିପତ୍ତି
ସମ୍ପାଦନାଏପ୍ରିଲ 10 ତାରିଖ , 2016 ମସିହାରେ ଏକ ବାଣ ଦୁର୍ଘଟଣାରେ ଏଠାରେ 114 ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହେଇଥିଲା ଓ 350 ଜଣ ଆହତ ହେଇଥିଲେ । ବାଣ ରଖାଯାଇଥିବା ସ୍ଥାନରେ ଏକ ଫାଟକା ଫୁଟି ଯିବାରୁ ଏହା ହେଇଥିଲା ।[୨] ମନ୍ଦିର କାର୍ତୁପକ୍ଷ ବାଣର ଶୋ କରିବାକୁ ବିଭାଗୀୟ ଅନୁମତି କିମ୍ବା ପ୍ରତିକାର ମୂଳକ ବ୍ୟବସ୍ଥା କରିନଥିବାରୁ ତାଙ୍କ ଉପରେ ମକଦ୍ଦମା ହେଇଛି ।
ପୁନଶ୍ଚ ଦେଖଣା
ସମ୍ପାଦନା- List of Hindu temples in Kerala
ଆଧାର
ସମ୍ପାଦନା- ↑ "About Temple History". Archived from the original on 17 February 2012. Retrieved 18 April 2016.
- ↑ "Massive fire at Paravur's Puttingal temple in Kerala". The Times of India. 10 April 2016. Retrieved 10 April 2016.