ପାରୁଲ ଯାଦବ
ପାରୁଲ ଯାଦବ ଜଣେ ଭାରତୀୟ ଟେଲିଭିଜନ ତଥା ଫିଲ୍ମ ଅଭିନେତ୍ରୀ ଓ ମଡେଲ । ସେ ଅନେକ ଟେଲିଭିଜନ ଷୋରେ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରନ୍ତି । ସେ ଟେଲିଭିଜନରେ " ଭାଗ୍ୟବିଧାତା " ନାମକ ଧାରାବାହିକରେ ଅଭିନୟ କରିଥିଲେ । ଏହା କଲର୍ସ ଟିଭିରେ ପ୍ରସାରିତ ହେଇଥିଲା । ୨୦୧୧ ମସିହାରେ ସେ କନ୍ନଡ ଫିଲ୍ମ " ଗୋବିନ୍ଦୟ ନମହ" ରେ ଅଭିନୟ କରିଥିଲେ । ଏହି ଅଭିନୟ ପାଇଁ ସେ ଶ୍ରେଷ୍ଠ ନବାଗତ ଭାବରେ ଦକ୍ଷିଣ ଭାରତ ଆନ୍ତର୍ଜାତିକ ମୁଭି ପୁରସ୍କାର ଲାଭ କରିଥିଲେ । ଏହା ସହ ତାଙ୍କୁ ବାଙ୍ଗାଲୋର ଟାଇମସ ପୁରସ୍କାର ଓ ଉଦୟ ପୁରସ୍କାର ମଧ୍ୟ ମିଳିଥିଲା । r.[୧] ଏହା ପରେ " ବଚନ " ଫିଲ୍ମରେ ଅଭିନୟ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ଲାଭ କରିଥିଲେ । ୬୧ ତମ ଫିଲ୍ମ ଫେୟାର ପୁରସ୍କାର ପାଇଁ ମଧ୍ୟ ତାଙ୍କ ନାମ ମନୋନୀତ ହେଇଥିଲା ।
ପାରୁଲ ଯାଦବ | |
---|---|
ଜନ୍ମ | Mumbai, Maharashtra, India |
ବୃତ୍ତି(ସମୂହ) | Film actress, television host, model |
ସକ୍ରିୟ ବର୍ଷ | 2000–present |
ୱେବସାଇଟ | www |
କାର୍ଯ୍ୟ ଜୀବନୀ
ସମ୍ପାଦନାମଡେଲ ହିସାବରେ କାର୍ଯ୍ୟ ଆରମ୍ଭ କରିଥିବା ପାରୁଲଙ୍କ ପ୍ରଥମ ତାମିଲ ଫିଲ୍ମ " ଡ୍ରିମ " ଥିଲା । ଏହା ୨୦୦୪ ମସିହାରେ ନିର୍ମିତ ହେଇଥିଲା । ସେ ଟେଲିଭିଜନରେ ଧାରାବାହିକ " ଭାଗ୍ୟବିଧାତା "ରେରେ ମଧ୍ୟ ଅଭିନୟ ୨୦୦୯ ମସିହାରୁ କରିଆସୁଛନ୍ତି । ଏହା ସହ ସେ ସ୍ତର ପ୍ଲସ ଚ୍ୟାନେଲରେ " କାମେଡି କା ମହା ମୁକାବିଲା "ରେ ମଧ୍ୟ ଅଭିନୟ କରିଥିଲେ । [ଆଧାର ଲୋଡ଼ା]
I୨୦୧୧ ମସିହାରେ ସେ ତାଙ୍କର ପ୍ରଥମ କାନ୍ନାଡ଼ା ଫିଲ୍ମ " ଗୋବିନଦାୟ ନମହ "ରେ ଅଭିନୟ କରିଥିଲେ । ଏହି ଫିଲ୍ମ ବ୍ଯବସାୟିକ ଭାବରେ ବହୁଳ ସଫଳତା ପାଇଥିଲା । ସେଥିରେ ସେ ଜଣେ ମୁସଲିମ ଝିଅ ଭାବରେ ଅଭିନୟ କରିଥିଲେ । ସେଥିପାଇଁ ସେ ଶ୍ରେଷ୍ଠ ନବାଗତ ପୁରସ୍କାର ପାଇଥିଲେ ।
୨୦୧୪ ମସିହାରେ ସେ ଦୁଇଟି ଫିଲ୍ମ " ବାସ୍ତୁ ପ୍ରକାର" ଓ " ଉପପୀ 2 " କରିଥିଲେ । .[୨]
ସେ ଅଭିନୟ କରିଥିବା " Killing Veeraapaan "କୁ ତାଙ୍କର ଶ୍ରେଷ୍ଠ ଫିଲ୍ମ କୁହାଯାଇଥାଏ । ଏଥିରେ କୁଖ୍ୟାତ ଚନ୍ଦନା କାଠ ଦସ୍ୟୁ ବିରାପ୍ପନର ଜୀବନୀ ଉପରେ କାହାଣୀ ରହିଛି ।
ଫିଲ୍ମୋଗ୍ରାଫି
ସମ୍ପାଦନାDenotes films that have not yet been released |
Year | Film | Role | Language | Notes |
---|---|---|---|---|
2000 | Mere Aagosh Mein | Hindi | B Grade film | |
2004 | Dreams | Charu | Tamil | |
2005 | Krithyam | Sandra Punnoose | Malayalam | Credited as Pavithra |
2008 | Bullet | Gayathri | Malayalam | Credited as Pavithra |
2009 | Black Dalia | Linda D'Souza | Malayalam | Credited as Pavithra |
2012 | Govindaya Namaha | Mumtaz | Kannada | SIIMA Award for Best Female Debutant Nominated, Udaya Award for Best Female actor |
2012 | Nandeesha | Sonia | Kannada | |
2013 | Bachchan | Anjali | Kannada | SIIMA Award for Actress in a Supporting Role Nominated, Filmfare Award Nomination for Best Supporting Actress - Kannada |
2013 | Shravani Subramanya | Benne | Kannada | Special appearance[୩] |
2014 | Shivajinagara | Pavithra | Kannada | Nominated, SIIMA Award for Best Actress |
2015 | Pulan Visaranai 2 | Tamil | ||
2015 | Vaastu Prakaara | Nirmala | Kannada | Nominated, SIIMA Award for Best Actress |
2015 | Uppi 2 | Sheela | Kannada | Extended cameo |
2015 | Aatagara | Mallika | Kannada | Won, Filmfare Award for Best Actress |
2016 | Killing Veerappan | Shreya | Kannada | |
2016 | Jessie | Nandini | Kannada | |
2016 | Cottonpete | Kannada | Filming | |
2016 | Vijayaditya | Kannada | Filming | |
2016 | Seizer | Kannada | Filming |
- ଟେଲିଭିଜନ
- 2009 – Bhagyavidhaata – Colors
- 2011 – Comedy Ka Maha Muqabala – Star Plus
- 2015 - Darr Sabko Lagta Hai (episode nine) - &TV
ପୁରସ୍କାର ସମୂହ
ସମ୍ପାଦନା- 2013: Suvarna Award for Lux Glamour Icon of the Year[୪]
- 2013: South Indian International Movie Award for Best Female Debutant – Govindaya Namaha (2012)
- 2013: Bangalore Times Best New Comer Award (Bangalore Times Films Awards) – Govindaya Namaha (2012)
- 2014: Nominated, Filmfare Award for Best Supporting Actress – Kannada - Bachchan (2013)
- 2014: South Indian International Movie Award for Best Supporting Actress – Bachchan (2013)
- 2016: Filmfare Award for Best Actress - Aatagara (2015)
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ପାରୁଲ ଯାଦବ