ପାରାଡାଇଜ ହୋଟେଲ , ହାଇଦ୍ରାବାଦ

ପାରଡାଇଜ ଫୁଡ କୋର୍ଟ ଭାରତୀୟ ରାଜ୍ୟ ତେଲେଙ୍ଗନାର ସିକନ୍ଦରାବାଦ ସହରର ଏମ ॰ ଜିଆଇ ॰ ରୋଡଠାରେ ଅବସ୍ଥିତ ଏକ ହୋଟେଲ । ହାଇଦ୍ରାବାଦୀ ବିରିଆନୀ ଓ ହାଇଦ୍ରାବାଦୀ ପାରମ୍ପରିକ ଖାଦ୍ୟ ପାଇଁ ଏହା ଜନପ୍ରିୟ । 

Paradise Food Court
ଫାଇଲ:Paradise Hyderabad.png
Restaurant information
SloganGood Food, Great Service, Happy Times.
Established1953
Current owner(s)Ali Hemati
ଖାଦ୍ୟMulti Cuisine
Rating4.5
ସାହିParadise Circle, MG Road, Secunderabad 500003
ସହରHyderabad, Telangana
CountyIndia
ରାଜ୍ୟTelangana
ଦେଶIndia
ଖାଦ୍ୟ ପରଷିବା କ୍ଷମତା1500+
ReservationsYes
Other locationsMasab Tank, Hi-Tech City, NTR Gardens , Kukatpally , Begumpet , Kothapet, Bengaluru & Chennai
Other informationFamous for Hyderabadi Biryani, Kebabs, Hyderabadi cuisine etc
Websitewww.paradisefoodcourt.com

ଇତିହାସ  ସମ୍ପାଦନା

ଏକ ସାନ ରେଷ୍ଟୁରାଣ୍ଟ ହିସାବରେ ୧୯୫୩ରେ ଆରମ୍ଭ ହୋଇଥିବା ପରଦାଇଜରେ କେବଳ ଚା ଓ ଜଳଖିଆ ମିଲୂଥିଲା । ସମ୍ପ୍ରତି ଏହା ବିଶାଳକାୟ ହୋଟେଲରେ ପରିଣତ ହେଇ ପାରମ୍ପରିକ ହାଇଦ୍ରାବାଦୀ ଖାଦ୍ୟ ସହ , ଭାରତୀୟ , ଚାଇନୀଜ ଓ ଉପମହାଦେଶୀୟ ସୁସ୍ୱାଦୁ ବ୍ୟଞ୍ଜନ ପାଇଁ ବିଖ୍ୟାତ । 

The Restaurant ସମ୍ପାଦନା

 
ଫଲୁଡା ,ପାପରାଡାଇଜ ହୋଟେଲର ସ୍ୱତନ୍ତ୍ର ଶୀତଳ ପାନୀୟ 

ପରାଡାଇଜ ହୋଟେଲ ଦାମ ବିରିଆନୀ , କବାବ, ଚାଇନୀଜ ବ୍ୟଞ୍ଜନ  , ଓ ରାମଦାନ ସମୟରେ ହାଇଦ୍ରାବାଦୀ ହାଲିମ ପରିବେଷଣ କରିଥାଏ ।  

ପୁରସ୍କାର  ସମ୍ପାଦନା

ଏହି ହୋଟେଲ ଟାଇମସ ଓଫ ଇଣ୍ଡିଆ ଓ ବର୍ପ ଅନୁଷ୍ଠାନ ତରଫରୁ ପୁରସ୍କୃତ ହେଇଥିଲା 

  • ୨୦୧୧ରେ ଟାଇମସ ବିରିଆନୀ ଓ ହଳୀମ ପ୍ରତିଯୋଗୀତାରେ ଦ୍ୱିତୀୟ ପୁରସ୍କାର 
  • ଟାଇମସର ଖାଦ୍ୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ପାଇଁ ପୁରସ୍କାର 
  • କୁଟି କରିସମା କୃଶନଦ୍ୱାରା ସର୍ବୋକୃଷ୍ଟ ବିରିଆନୀ ପୁରସ୍କାର 

ବିବାଦୀୟ ଘଟଣାବଳୀ  ସମ୍ପାଦନା

ମଯ , ୨୦୧୩ରେ ଏହାର କର୍ମଚାରୀମାନେ ଜଣେ ଫୁଲ ବିକାଳି ଓ ମହିଳା ବିକ୍ରେତାମାନଙ୍କୁ  ହୋଟେଲ ପାଖରେ ହଇରାଣ ହରକତ କରୁଥିବାର ଅଭିଯୋଗ ହେଇ ଏହି ହୋଟେଲ ଚର୍ଚ୍ଚାରେ ଆସିଥିଲା । 

ଆଧାର  ସମ୍ପାଦନା