ପାନିପଥ ଉତ୍ଥିତ ଏକ୍ସପ୍ରେସୱେ
ପାନିପଥ ଉତ୍ଥିତ ଏକ୍ସପ୍ରେସୱେ ଭାରତୀୟ ରାଜ୍ୟ ହରିୟାଣାର ପାଣିପଥଠାରେ ଥିବା ଏକ ଉତ୍ଥିତ ଏକ୍ସପ୍ରେସୱେ । ଏହା ଜାତୀୟ ରାଜପଥ ୧ର ଦିଲ୍ଲୀ ଓ ଅମୃତସର ମଧ୍ୟରେ ଥିବା ବ୍ୟସ୍ତତମ ଭାଗର ଭିଡ଼ କମାଇବା ପାଇଁ ନିର୍ମିତ । ଏହାର ଦୈର୍ଘ୍ୟ ୧୦ କିଲୋମିଟର[୧] । ଏହା BOT ପଦ୍ଧତି ମାଧ୍ୟମରେ ଏଲ ଆଣ୍ଡ ଟି କମ୍ପାନୀଦ୍ୱାରା ନିର୍ମିତ । [୨]
Panipat Elevated Expressway | |
---|---|
Route information | |
Length: | 10 km (୧୦ mi) |
Existed: | January 1991 – present |
Highway system | |
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |