ପଲ ଭାଲାଥି
ପଲ ଚନ୍ଦ୍ରଶେଖର ଭାଲାଥି [୧] ଜନ୍ମ 7 ଡିସେମ୍ବର 1983 ) iଜେନ ଭାରତୀୟ କ୍ରିକେଟ ଖେଳାଳି । ସେ ପଞ୍ଜାବର କିଙ୍ଗ ଏକାଦଶ ତରଫରୁ ଆଇପିଏଲ ଖେଳନ୍ତି ।
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Paul Chandrashekar Valthaty | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
2002 | India Under-19 | ||||||||||||||||||||||||||||||||||||||||||||||||||||
2009–2010 | Rajasthan Royals | ||||||||||||||||||||||||||||||||||||||||||||||||||||
2011–2013 | Kings XI Punjab | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, 5 December 2011 |
ପ୍ରାରମ୍ଭିକ ଜୀବନ
ସମ୍ପାଦନାପଲଙ୍କ ଜନ୍ମ ମୁମ୍ବାଇର ବୋରୀଭିଳି ଜିଲ୍ଲାରେ ହେଇଥିଲା । .[୨]
ଭାଲଥି ମୁମ୍ବାଇର ଦିଲୀପ ଭେଂସରକାରଙ୍କ କ୍ରିକେଟ ଏକାଡେମିରେ ତାଲିମ ନେଲା ପରେ ଦିଲୀପଙ୍କ ସୁପାରିସ କ୍ରମେ ଆନ୍ଧ୍ର ପ୍ରଦେଶ ତରଫରୁ ଖେଳିଥିଲେ ।
ପ୍ରଦର୍ଶନ
ସମ୍ପାଦନା1990 ମସିହା ଯାଏ ପଲ ମୁମ୍ବାଇ କ୍ରିକେଟରେ ଉପରକୁ ଉଠି ପାରିନଥିଲେ .[୩] ସେ ଭାରତୀୟ 19 ବର୍ଷରୁ କମ ଦଳରେ ସ୍ଥାନ ପାଇ ନିଉ ଜିଲାଣ୍ଡରେ ବିଶ୍ୱ କପ ପାଇଁ ମନୋନୀତ ହେଇଥିଲେ । ସେଠାରେ ସେ ଆହତ ଜନିତ କାରଣରୁ ଖେଳି ପାରି ନଥିଲେ । [୪] ସେ 2009 ସିଜନ ପାଇଁ ରାଜସ୍ଥାନ ରୟାଲଦ୍ୱାରା ଚୁକ୍ତିବଦ୍ଧ ହେଇ କିଛିମେଚ ଖେଳିଥିଲେ । ଏହାର ପ୍ରଦର୍ଶନ ଭିତ୍ତିରେ ସେ ମୁମ୍ବାଇ T20 ଦଳରେ ସ୍ଥାନ ପାଇଥିଲେ ।
ଆଇପିଏଲରେ ପ୍ରଦର୍ଶନ
ସମ୍ପାଦନାପଲ ଭାଲଥିଙ୍କୁ ପଞ୍ଜାବ ଦଳ ବିଦେଶୀ ଖେଳାଳିଙ୍କ ବଦଳ ଖେଳାଳି ଭାବେ ବ୍ୟବହାର କରିବାକୁ କିଣିଥିଲା । [୫] କିନ୍ତୁ ସେ ପ୍ରାରମ୍ଭିକ ବେତସ ମେନ ଭାବରେ ଚେନ୍ନଇ ବିରୁଦ୍ଧ ମେଚରେ ଖେଳି 63 ବଳରେ 120 ରନ କରିଥିଲେ ଓ 189 ରନର ଲକ୍ଷ୍ୟ ପହଞ୍ଚିବାକୁ ମୂଲ୍ୟବାନ ଯୋଗଦାନ ଦେଇଥିଲେ । ଏହା ଆଇପିଏଲ 2011ର ପ୍ରଥମ ଶତକ ଥିଲା । .[୬] ପରବର୍ତ୍ତୀ ମେଚରେ ସେ 47 ବଳରେ 75 ରନ କରିବା ସହ 4ଟି ୱିକେଟ ମଧ୍ୟ ନେଇଥିଲେ ।[୭] ପୁନଶ୍ଚ ସେ ପରବର୍ତ୍ତୀ ମେଚରେ 31 ବଳରେ 46 ରନ କରିଥିଲେ । [୮]
ଆଧାର
ସମ୍ପାଦନା- ↑ "Paul Valthaty, India Cricket, Stats". ESPN Cricinfo.
- ↑ "Nandyal Tiger" makes IPL statement.
- ↑ Paul Valthaty the new man in Mumbai Ranji team.
- ↑ AP's Paul Valthaty makes it to the Indian U-19 ICC World Cup squad.
- ↑ 'Invisible man' Valthaty puts IPL stars in shade, 23 April 2011
- ↑ Little known Valthaty single-handedly wins it for Kings XI, Yahoo Cricket
- ↑ Valthaty powers stunning Kings' win, cricketnext.in.com, 16 April 2011, archived from the original on 20 April 2011, retrieved 3 December 2016
- ↑ Kings XI Sets Imposing 196-Run Target For Rajasthan Royals, newsworms.com, 21 April 2011, archived from the original on 17 March 2012, retrieved 3 December 2016