ପରିସଙ୍ଖ୍ୟନବିଦ
ପରିସଙ୍ଖ୍ୟନବିଦ, ଜଣେ ଏପରି ବ୍ୟକ୍ତି ଯିଏ ତଥ୍ୟାମୂଳକ ଓ ବ୍ୟବହାରିକ ପରିସଂଖ୍ୟାନ ଉପରେ କାର୍ଯ୍ୟ କରିଥାଏ । ଏହି ବୃତ୍ତି ଉଭୟ ବେସରକାରୀ ଓ ସରକାରୀ କ୍ଷେତ୍ରରେ ରହିଥାଏ । ପରିସଙ୍ଖ୍ୟାନଗତ ଜ୍ଞାନକୁ ଅନନ୍ୟ ବଐସେୟିକ ଜ୍ଞାନରେ ବ୍ୟବହାର ବହୁଳ ଭାବରେ ପ୍ରୟୋଗ ହେଇଥାଏ ।
କାର୍ଯ୍ୟ ବିଧି
ସମ୍ପାଦନାଯୁକ୍ତରାଷ୍ଟ୍ର ଆମେରିକା ର"ବ୍ୟୁରୋ ଅଫ ଲେବର ଷ୍ଟାଟିଷ୍ଟିକ "ର ଆକଳନ ଅନୁସାରେ ୨୦୧୪ ମସିହା ଶୁଧହା୨୬,୬୯୦ ପ୍ରକାର ବୃତ୍ତିକୁ ଆମେରିକୀୟ ରାଜ୍ୟ ସମୂହରେ ପରିସଙ୍ଖ୍ୟନବିଦ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । [୧] ଏହା ମଧ୍ୟରୁ ୩୦ % ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି । ଏହା ସମେତ ନହୁଳ ସଂଖ୍ୟାର ଲୋକ ତାଙ୍କ କର୍ମନିବେଶରେ ପରିସଙ୍ଖ୍ୟାନକୁ ବ୍ୟବହାର କରିଥାନ୍ତି , କିନ୍ତୁ ତାଙ୍କର ବୃତ୍ତି ଷ୍ଟଟିଷ୍ଟିସିଆନ ନ ହେଇ ଅନନ୍ୟ ଶ୍ରେଣୀର ରହିଥାଏ । ,[୨] ଏହି ଶ୍ରେଣୀରେ ପ୍ରାୟୋଗିକ ଗଣିତ , ବିତ୍ତୀୟ ସମୀକ୍ଷ୍ୟା ,ବାସ୍ତବିକ ମନୋବିଜ୍ଞାନ, ଅର୍ଥନୀତି ସମୀକ୍ଷ୍ୟା , ସମାଜ ବିଜ୍ଞାନ ଆଦି ଅନ୍ତର୍ଭୁକ୍ତ । [୩] ଷ୍ଟଟିଷ୍ଟିସିଆନ କାର୍ଯ୍ୟ ଏକକ ଭାବରେ ଏକ ବୃତ୍ତି । ପରିସଙ୍ଖ୍ୟନବିଦମାନେ ଅଫଫିସରେ କାର୍ଯ୍ୟ କରନ୍ତି ଓ ତାଙ୍କର ନିର୍ଦ୍ଧିଷ୍ଟ କାର୍ଯ୍ୟ ସମୟ ରହିଥାଏ । ତେଣୁ ସେମାନଙ୍କୁ " white-collar " କର୍ମଚାରୀ ଶ୍ରେଣୀରେ ନିଆ ଯାଇଥାଏ । କିଛି ସଂଖ୍ୟକ ପରିସଙ୍ଖ୍ୟନବିଦ ସ୍ୱାଧୀନ ଭାବରେ ପରିସଙ୍ଖ୍ୟନ ପରମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥାନ୍ତି । ସେମାନେ ବିଭିନ୍ନ ବେସରକାରୀ ବା ସରକାରୀ ପ୍ରତିଷ୍ଠାନମାନଙ୍କୁ ଚୁକ୍ତି ଭିତ୍ତିରେ ପରିସଙ୍ଖ୍ୟନ ତଥ୍ୟ ଯୋଗାଇ ଥାନ୍ତି , ଯାହା ସେହି ପ୍ରତିଷ୍ଠାନର କାର୍ଯ୍ୟରେ ସୁପରିଚାଳନା ଓ ଉନ୍ନତ ପ୍ରଣାଳୀର ପ୍ରୟୋଗ ପାଇଁ ହେଇଥାଏ । [୪]
ଶିକ୍ଷା ଓ ବୃତ୍ତିଗତ କାର୍ଯ୍ୟ ବିଧି
ସମ୍ପାଦନାଅଧିକାଂଶ ପରିସଙ୍ଖ୍ୟନବିଦ ବୃତ୍ତିରେ ନିଯୁକ୍ତି ପାଇଁ ପରିସଙ୍ଖ୍ୟନ ବିଦ୍ୟାରେ ସ୍ନାତକୋତ୍ତର ଡିଗ୍ରୀ ବା ସମତୂଲ୍ୟ ଡିଗ୍ରୀ ହାସଲ କରିବା ଦରକାର ହୁଏ । କେତେକ ବୃତ୍ତିଗତ ପରିସଙ୍ଖ୍ୟନବିଦ Ph.D. ଡିଗ୍ରୀ ହାସଲ କରିଥାନ୍ତି । ପରିସଙ୍ଖ୍ୟାନର ମୁଖ୍ୟ କାର୍ଯ୍ୟ ମଧ୍ୟରେ ବୈଜ୍ଞାନିକଙ୍କ କାର୍ଯ୍ୟରେ ସହଭାଗିତା , ଗାଣିତିକ ମଡେଲ ତିଆରି , ବିକ୍ଷିପ୍ତ ବିବରଣୀ ସଂଗ୍ରହ ଓ ତର୍ଜମା , ସର୍ଭେ , ତଥା ଚଳିତ ଧାରାର ତର୍ଜମା କରି ଭବିଷ୍ୟତ ପାଇଁ ପୂର୍ବନୁମାନ କରିବା ଆଦି ରହିଥାଏ ।
ଭାରତରେ ପରିଶଙ୍ଖୟାନ ବିଦ୍ୟା ଶିକ୍ଷା କେନ୍ଦ୍ର ସମୂହ
ସମ୍ପାଦନାଭରତରେ କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରତିଷ୍ଠିତ " ଭାରତୀୟ ପରିସଙ୍ଖ୍ୟନ ପ୍ରତିଷ୍ଠାନ " ( Indian Institute Of Statistic ) ଏହି ବିଦ୍ୟା ପାଇଁ ଏକ ପ୍ରତିଷ୍ଠିତ ଅନୁଷ୍ଠାନ । ଭରତର ସମସ୍ତ ବୃହତ ସହରରେ ଏହାର ସଖା ମାନ ଖୋଲିଛି [୫]। ଏହା ବ୍ୟତୀତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ଷ୍ଟାଟିଷ୍ଟିକ ବିଷୟରେ ଉପଧ୍ଯୋତ୍ତର ଶିକ୍ଷୟାର ବ୍ୟବସ୍ଥା ରହିଛି ।[୬]
ଅଧିକ ପଠନ
ସମ୍ପାଦନା- List of statisticians
ଆଧାର
ସମ୍ପାଦନା- ↑ United States Department of Labor, Bureau of Labor Statistics, National Occupational Employment and Wage Estimates.
- ↑ Statisticians
- ↑ United States Bureau of Labor Statistics.
- ↑ http://precisionconsultingcompany.com/statistical-consulting.shtml
- ↑ https://en.wikipedia.org/wiki/Indian_Statistical_Institute
- ↑ http://www.isical.ac.in/~isecweb/
ବାହାର ଲିଙ୍କ
ସମ୍ପାଦନା- Statistician entry, Occupational Outlook Handbook, U.S. Bureau of Labor Statistics
- Careers Center, American Statistical Association
- Careers information, Royal Statistical Society (UK) Archived 2016-10-04 at the Wayback Machine.
- Listing of tasks and duties - The International Standard Classification of Occupations (ISCO)
- Listings of nature of work etc - O*NET
This job-, occupation-, or vocation-related article is a stub. You can help Wikipedia by expanding it. |