ପଦ୍ମଚରଣ ପଟ୍ଟନାୟକ

ଓଡ଼ିଆ କବି

ପଦ୍ମଚରଣ ପଟ୍ଟନାୟକ ବିଂଶ ଶତାବ୍ଦୀର ଅନ୍ୟତମ ଓଡ଼ିଆ କବି ।[୧] ତାଙ୍କ କବିତା ଥିଲା ଛନ୍ଦମୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ପରିପୁର୍ଣ୍ଣ ଏବଂ ଜାତୀୟତା ବୋଧକ ।[୨] ଶିଶୁସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା ।[୩] ବୃତ୍ତିରେ ଥିଲେ ସେ ଜଣେ ଆଇନଜୀବି ।[୪]

ପଦ୍ମଚରଣ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ୧୮୮୫
ଓଡ଼ିଶା ପାଞ୍ଚଗାଁ
ମୃତ୍ୟୁ୧୯୫୬
ଜୀବିକାଆଇନଜୀବି
ଜଣାଶୁଣା କାମ
ପଦ୍ମ ପାଖୁଡା, ଗୋଲାପ ଗୁଚ୍ଛ, ସୂର୍ଯ୍ୟମୁଖୀ, ଆଶା ମଞ୍ଜରୀ
ସନ୍ତାନତପନ ପଟ୍ଟନାୟକ
ସମ୍ପର୍କୀୟବିଚ୍ଛନ୍ଦଚରଣ ପଟ୍ଟନାୟକ (ସାନ ଭାଇ)

ରଚନାବଳୀସମ୍ପାଦନ କରନ୍ତୁ

  • ଧଉଳି ପାହଡ଼[୫]
  • ପଦ୍ମ ପାଖୁଡା[୬]
  • ଗୋଲାପ ଗୁଚ୍ଛ
  • ସୂର୍ଯ୍ୟମୁଖୀ
  • ଆଶା ମଞ୍ଜରୀ ।[୭]

ଆଧାରସମ୍ପାଦନ କରନ୍ତୁ

  1. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  2. Jatindra Mohan Mohanty (1980). There, where trees flower: essays on modern Oriya literature. Bookland International.
  3. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  4. "ପଦ୍ମଚରଣ ପଟ୍ଟନାୟକ". /www.odiasahitya.com. ଏ.ପି. ଇନଫୋଆର୍ଟ୍‌ସ୍ ପ୍ରା:ଲି:. Retrieved 10 May 2019.CS1 maint: extra punctuation (link)
  5. The March of India. Publications Division, Ministry of Information and Broadcasting. 1959.
  6. Orissa Society of Americas 31st Annual Convention Souvenir: For Annual Convention Held in 2000 at Nashville, Tennessee. Odisha Society of the Americas. pp. 66–. GGKEY:0LU8WHUW34Z.
  7. B. B. Jena (1980). Orissa, people, culture, and polity. Kalyani Publishers.