ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱର
ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥିତ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କଦ୍ୱାରା ଯୁଗ୍ମ ଭାବେ ପରିଚାଳିତ ଅଣୁଶକ୍ତି ବିଭାଗ ଅଧିନରେ ସୃଷ୍ଟ ଏକ ସ୍ୱୟଂଚାଳିତ ସଂସ୍ଥାନ ଅଟେ ।[୧]
ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱର | |
---|---|
ସ୍ଥାପିତ | ୧୯୭୨ |
ପ୍ରକାର | ସାର୍ବଜନୀନ |
ନିର୍ଦ୍ଦେଶକ | ସୂଧାକର ପଣ୍ଡା |
ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ୱେବସାଇଟ | http://www.iopb.res.in |
ଫାଇଲ:Institute of Physics, Bhubaneswar (emblem).jpg |
ସ୍ଥାପନା
ସମ୍ପାଦନାଏହା ୧୯୭୨ରେ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୯୮୦ ଅଧିନରେରେ ଓଡ଼ିଶା ସରକାରଙ୍କ ସହଯୋଗଦ୍ୱାରା ସ୍ଥାପିତ ହୋଇଥିଲା । ପ୍ରଫେସର ଟି. ପ୍ରଧାନଙ୍କ ତତ୍ତ୍ୱାବଧାନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅତିଥି ଗୃହର ଦୁଇଟି ଭଡ଼ା ଘରେ ଆରମ୍ଭ ହୋଇଥିଲା । କିଛି ମାସ ପରେ ଅନୁଷ୍ଠାନଟି ସହିଦ ନଗରରେ ଥିବା ଏକ ଭଡ଼ା ଘରେ ଚାଲୁରହିଲା । ଏହାର ପାଠପଢ଼ା କାର୍ଯ୍ୟ ଜାନୁଅାରୀ ୧୯୭୫ରେ ନିର୍ଦ୍ଦେଶକଙ୍କ ବ୍ୟତୀତ ଦୁଇଜଣ ଶିକ୍ଷକଙ୍କୁ ନେଇ ଆରମ୍ଭ ହେଲା । ପ୍ରଫେସର ଟି. ପ୍ରଧାନ ୧୯୭୪ରୁ ୧୯୮୧ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ଅନୁଷ୍ଠାନଟି ଏହାର ବର୍ତ୍ତମାନର ପରିସରକୁ ୧୯୮୧ରେ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଥିଲା । [୨]
ପାଣ୍ଠି
ସମ୍ପାଦନାଅଣୁଶକ୍ତି ବିଭାଗ, ଭାରତ ସରକାରଙ୍କ କାଉନ୍ସିଲରୁ ସିଂହଭାଗ ଆର୍ଥିକ ଅନୁଦାନ ପାଇଥାଏ ଏବଂ ଓଡ଼ିଶା ସରକାରଙ୍କଠାରୁ ଆଂଶିକ ସହାୟତା ପାଇଥାଏ । ଏହି ଅନୁଷ୍ଠାନ ୟୁଜିସି ଏବଂ ସିଏସଆଇଆରଠାରୁ ମଧ୍ୟ ପାଣ୍ଠି ଗ୍ରହଣ କରିଥାଏ ।
ପାଠ୍ୟକ୍ରମ
ସମ୍ପାଦନାପ୍ରାକ-ଡକ୍ଟରାଲ ପ୍ରୋଗ୍ରାମ
ସମ୍ପାଦନାଡକ୍ଟରାଲ ପ୍ରୋଗ୍ରାମ
ସମ୍ପାଦନାଗବେଷଣା
ସମ୍ପାଦନାଏହି ଅନୁଷ୍ଠାନ ତାତ୍ତ୍ୱିୟ ଓ ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନରେ ଗବେଷଣା କରେ ।