ପଦାନିଲମ୍ ପାରବ୍ରହ୍ମା ମନ୍ଦିର
ପଦାନିଲମ୍ ପାରବ୍ରହ୍ମା ମନ୍ଦିର (പടനിലം പരബ്രഹ്മ ക്ഷേത്രം )ଭାରତୀୟ ରାଜ୍ୟ କେରଳର ଅଲପୁଝା ଜିଲ୍ଲାର ପଦାନିଲମ୍ଠାରେ ଅବସ୍ଥିତ ଏକ ମନ୍ଦିର । ଏହା ପୂର୍ବତନ ରାଜକୀୟ ରାଜ୍ୟ ତ୍ରଭଙ୍କୋରର ଏକ ମୁଖ୍ୟ ମନ୍ଦିର ଥିଲା । କୟାକୂଳମ୍ ଓ ପାଣ୍ଡାଲମଠାରୁ ଏହାର ଦୂରତା ଯଥାକ୍ରମେ 17 ଓ 7 କିଲୋମିଟର । ସ୍ଥାନୀୟ ଭାଷାରେ ଓମକାରମ୍ କୁହା ଯାଉଥିବା ପାରବ୍ରହ୍ମାଙ୍କ ଉପାସନା ପାଇଁ ଏହା ନିର୍ମିତ ହେଇଥିଲା ।
ପଦାନିଲମ୍ ପାରବ୍ରହ୍ମା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Alappuzha |
Location | |
ସ୍ଥାନ | Padanilam, Nooranad |
State | Kerala |
Country | India |
Website | |
www.padanilamtemple.org |
ଇତିହାସ
ସମ୍ପାଦନା[୧] ପଦାନିଲମ୍ ମନ୍ଦିରକୁ ସ୍ୱୟଂଭୂ କୁହାଯାଇଥାଏ । ଏହାର ପ୍ରକୃତ ନିର୍ମାତା ଓ ନିର୍ମାଣ କାଳ ବିଷୟରେ ଜଣାପଡି ନାହି ।
ପଦାନିଲମ୍ ଶିବରାତ୍ରି
ସମ୍ପାଦନାଶିବରାତ୍ରି i[୨] iଏଠାରେ ମୁଖ୍ୟ ପାଳିତ ପର୍ବ । ଏହି ସମୟରେ ବିଶାଳ କାୟ ଶଣ୍ଢ ଯୁଗଳଙ୍କୁ ରଥ ପରି ମନ୍ଦିରକୁ ଟାଣି ନିଆଯାଇଥାଏ । ଏହାକୁ କେତ୍ତୁକେଲା କୁହାଯାଇଥାଏ । ମନ୍ଦିର ସହ ସଂଯୁକ୍ତ ଥିବା 15ଟି ଟେରିତରୀ ଅଞ୍ଚଳରୁ ଏପରି ଶଣ୍ଢ ଯୁଗଳଙ୍କ ଅଣାଯାଇଥାଏ । ଏଠି ମଧ୍ୟରୁ କେତେକ 40 ଫୁଟରୁ ମଧ୍ୟ ଅଧିକ ଉତ୍ଚ ଥାନ୍ତି । ଏହା କେରଳ ଏକ ସର୍ବପ୍ରସିଦ୍ଧ ଯାତ୍ରା । ଏହି ବୃହତ ମୂର୍ତି ସବୁ ନିର୍ମାଣ ପାଇ ବହୁ ବ୍ୟକ୍ତି ସମୋରୁକ୍ତ ଥାନ୍ତି । କେରଳ ସରକାର ଏହି ଗ୍ରାମକୁ ପର୍ଯ୍ୟଟନ ଗ୍ରାମ ଭାବରେ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆ ଯାଇଛି । ଦେଶ ଓ ବିଦେଶରୁ ଏଠାକୁ ବହୁ ଯାତ୍ରୀ ଏହି ପର୍ବ ଦେଖିବାକୁ ଆସନ୍ତି । ଏହି ଅପୂର୍ବ ଦୃଶ୍ୟ ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଥାଏ । ଏହା ଅର୍ଦ୍ଧ ରାତ୍ର ଯାଏ ଚାଲିଥାଏ ।
ମନ୍ଦିର ବୈଶିଷ୍ଟ
ସମ୍ପାଦନା- ଏହି ମନ୍ଦିରରେ ପ୍ରାଚୀର ନଥାଏ ।
- ପୂଜକମାନେ ସମସ୍ତେ ବ୍ରାହ୍ମଣ ନ ଥାନ୍ତି ( ଜାତି ଭେଦ ଏଠାରେ ନାହି)
- ମନ୍ଦିର ଖୋଲା କି ବନ୍ଧ ହୁଏ ନାହି ।
- ଅଣ ହିନ୍ଦୁମାନଙ୍କୁ ମଦିର ପ୍ରବେଶ ଦିଆଯାଇଥାଏ ।
- ଭକ୍ତ ମାନଙ୍କୁ ଭସ୍ମ ଦିଆ ଯାଏ
- ମନ୍ଦିରରେ ନିର୍ଦ୍ଧିଷ୍ଟ ପ୍ରତିମା ନାହି ।
- ମନ୍ଦିର ପରିସରରେ ଭକ୍ତ ଗଣ ରହିବାର ବ୍ୟବସ୍ଥା ରହିଛି । ଏଥିପାଇଁ ମନ୍ଦିର ନିକଟରେ କୁଟୀର ସବୁ ନିର୍ମିତ ହୋଇଛି ।
- ସାବରିମାଳା ପାଇଁ ଆସିଥିବା ଭକ୍ତ ଗଣଙ୍କୁ ମନ୍ଦିର ତରଫରୁ ଖାଦ୍ଯ ଓ କଫି ଦିଆଯାଇଥାଏ ।
ମନ୍ଦିରର 15ଟି କାରାକାଳ ( ଆଞ୍ଚଳିକ )
ସମ୍ପାଦନାମନ୍ଦିରର 15ଟି କାରାକାଳ ଏହିପରି
- Nedukulanjimuri
- Palamel
- Thathamunna
- Edappon
- Naduvilemuri
- Muthukattukara
- Ulavukkad
- Erumakuzhy
- Puthupallikunnam
- Kudassanad
- Pulimel
- Edakkunnam
- Pattoor
- Pazhanjikkonam
- Kidangayam
ଗ୍ୟାଲେରି
ସମ୍ପାଦନା-
Nandikeshan from Nedukulanji kara
-
Nandikeshan from Palamel kara
-
Nandikeshan from Edappon kara
-
Nandikeshan from Naduvilemuri kara
-
Nandikeshan from Muthukattu kara
-
Nandikeshan from Ulavukkad kara
-
Nandikeshan from Erumakuzhy kara
-
Nandikeshan from Puthupallikunnam kara
-
Nandikeshan from Kudassanad kara
-
Nandikeshan from Pulimel kara
-
Nandikeshan from Edakkunnam kara
-
Nandikeshan from Pattor kara
-
Nandikeshan from Pazhanjikonam kara
-
Nandikeshan from Kidangayam kara
ଅନ୍ୟ ଯାତ୍ରା
ସମ୍ପାଦନା- ମୁଖ୍ୟ j.
ଯାତାୟତ
ସମ୍ପାଦନାମନ୍ଦିର ଯିବା ପାଇଁ ଯଥେଷ୍ଟ ବସ ସୁବିଧା ରହିଛି । କୟାମକୁଲମଠାରୁ ଏଠାକୁ ଯାଇ ହୁଏ ।
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2017-07-03. Retrieved 2017-01-02.
{{cite web}}
: Cite has empty unknown parameter:|1=
(help) - ↑ [୧]
ବାହାର ଲିଙ୍କ
ସମ୍ପାଦନାOfficial temple website Archived 2016-11-09 at the Wayback Machine.