ଐତିହାସିକ ପଞ୍ଜାବ ଅଞ୍ଚଳରେ ଲୋକମାନେ କାର୍ପାସ ବସ୍ତ୍ର ପିନ୍ଧୁଥିଲେ । ଉଭୟ ଲିଙ୍ଗର ଉପର ପୋଷାକ ଆଣ୍ଠୁ ପର୍ଯ୍ୟନ୍ତ ପଡ଼ୁଥିଲା । ଉପରେ ଏକ ସ୍କର୍ଫ ମଧ୍ୟ ପଡ଼ୁଥିଲା, ଯାହା ବାମ୍ପଟର ଉପରେ ଓ ଡାହାଣ ପଟର ତଳେ ପଡ଼ୁଥିଲା । ଆଉ ଏକ ଲମ୍ବା ବସ୍ତ୍ର ମଧ୍ୟ ଏକ କାନ୍ଧରେ ପଡ଼ୁଥିଲା, ଯାହ ଆଣ୍ଠୁ ପର୍ଯ୍ୟନ୍ତ ପଡ଼ୁଥିଲା ।ଉଭୟ ଲିଙ୍ଗ ଅଣ୍ଟା ଚାରିପଟେ ଧୋତି ଗୁଡ଼ୌଥିଲେ ।[୧] ଆଧୁନିକ ପଞ୍ଜାବୀ ପୋଷାକ ଏହିପରି ଥିଲାବେଳେ, ଏହାର ଦୀର୍ଘ ଇତିହାସ ପୋଷାକର ଅନ୍ୟ ପ୍ରକାର ମଧ୍ୟ ଏଥିରେ ଯୋଗ କରିଛି ।

୧୯୮୦ରେ ଲାହୋରର ପଞ୍ଜାବୀ ପୋଷାକ

ସୁଥାନ ସମ୍ପାଦନା

କୁର୍ତ୍ତା ସମ୍ପାଦନା

ମୁଲତାନୀ କୁର୍ତ୍ତା ସମ୍ପାଦନା

ପଞ୍ଜାବୀ ଫୁଲକରି କୁର୍ତ୍ତା ସମ୍ପାଦନା

ପଞ୍ଜାବୀ ବାନ୍ଧନୀ କୁର୍ତ୍ତା ସମ୍ପାଦନା

ସାଲ‌ୱାର ସୁଟ ସମ୍ପାଦନା

ପଞ୍ଜାବୀ ତମ୍ବା ଓ କୁର୍ତ୍ତା ସମ୍ପାଦନା

କୁର୍ତ୍ତି ସମ୍ପାଦନା

ଛୋଲା ସମ୍ପାଦନା

ଛୋଗା ସମ୍ପାଦନା

ପଞ୍ଜାବୀ ସୁଥାନ ସୁଟ ସମ୍ପାଦନା

ପଞ୍ଜାବୀ ଘାଘରା ସମ୍ପାଦନା

ପଞ୍ଜାବୀ ଜୁତି ସମ୍ପାଦନା

ପଟିଆଲା ସାଲ‌ୱାର ସମ୍ପାଦନା

ଆଧାର ସମ୍ପାଦନା

  1. Mohinder Singh Randhawa. (1960)Punjab: Itihas, Kala, Sahit, te Sabiachar aad.Bhasha Vibhag, Punjab, Patiala.